Shuru
Apke Nagar Ki App…
SCB ମେଡ଼ିକାଲର ବାସ୍ତବ ଚିତ୍ର, ଲାଇନ୍ ନଥିବାରୁ ଗରମରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲର ବାସ୍ତବ ଚିତ୍ର, ଲାଇନ୍ ନଥିବାରୁ ଗରମରେ ହନ୍ତସନ୍ତ ହେଉଛନ୍ତି ଦୂରଦୁରାନ୍ତରୁ ଆସିଥିବା ରୋଗୀ। ଏସସିବି ମେଡ଼ିକାଲର ନନ୍ ଟ୍ରମା କାଜୁଆଲଟିରେ ନାହିଁ ଲାଇନ୍, ଅନ୍ଧାର ଭିତରେ ଚାଲିଛି ରୋଗୀ ସେବା। ଏଠି ପ୍ରଶ୍ନ ଉଠୁଛି ଖାଲି ଏ ଭିଡ଼ିଓ ନୁହେଁ, ଏମିତି ଏସସିବି ମେଡ଼ିକାଲର ବିଭିନ୍ନ ସମସ୍ୟାକୁ ନେଇ ବିଗତ ଦିନରେ ଭିଡ଼ିଓ ଭାଇରାଲ୍ ହୋଇଛି। କିନ୍ତୁ ତଥାପି ମେଡ଼ିକାଲର ଅବ୍ୟବସ୍ଥା ଦିନକୁ ଦିନ ସାମ୍ନାକୁ ଆସୁଛି। ଏଥିରେ ଭୁଲ୍ କାହାର ? ବାରମ୍ବାର ସମସ୍ୟା ହେବା ପଛରେ ଦାୟୀ କିଏ ? ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
Amrit Prasad Das

More news from ଓଡ଼ିଶା and nearby areas
- ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1
- Post by NEWS MANORANJAN1
- Post by Dhenkanal News1
- Post by Dipak Kumar Nayak1
- Post by News odia odisha1
- ଯୋରନ୍ଦା ତାରିଣୀ ମନ୍ଦିର ପାଖରେ ପଣା ସଂକ୍ରାନ୍ତି ରେ ବଣିକ ସଙ୍ଘ ପକ୍ଷରୁ ପଣା ବଣ୍ଟନ3
- Post by ନିଷ୍ଠୁର ଦୁନିଆ Live1
- ଯାଜପୁର ଗୁଳିକାଣ୍ଡର ଫର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1