logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ତରୀୟ ଓଡ଼ିଶା ଦିବସ ଝାରସୁଗୁଡ଼ା ଜିଲ୍ଲାରେ ମହାନ ଧୁଧମରେ ପାଳିତ ହୋଇଯାଇଛି

4 hrs ago
user_TV5ODIA 9556605993
TV5ODIA 9556605993
ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
4 hrs ago
6b2a770c-23bd-4fdf-9b0c-da293021c7d7

ସ୍ତରୀୟ ଓଡ଼ିଶା ଦିବସ ଝାରସୁଗୁଡ଼ା ଜିଲ୍ଲାରେ ମହାନ ଧୁଧମରେ ପାଳିତ ହୋଇଯାଇଛି

More news from ଓଡ଼ିଶା and nearby areas
  • #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    1
    #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ମୁନିଗୁଡାରେ ଉତ୍କଳ ଦିବସ ପାଳିତ। ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।
    4
    ମୁନିଗୁଡାରେ ଉତ୍କଳ ଦିବସ ପାଳିତ।
ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ  କବୟିତ୍ରୀ,କବି ମାନେ ନିଜ  ନିଜର ସୁରଚିତ କବିତା ପଠନ କରିଥିଲେ।
    user_Prasad sahukar
    Prasad sahukar
    Court reporter ମୁନିଗୁଡା, ରାୟଗଡା, ଓଡ଼ିଶା•
    1 hr ago
  • ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।* *ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*
    1
    ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।*
*ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • YouTube channel yashsahu7325
    1
    YouTube channel 
yashsahu7325
    user_Yash Sahu
    Yash Sahu
    Actor Bangomunda, Balangir•
    7 hrs ago
  • Post by ABHIMANYU BHOI
    1
    Post by ABHIMANYU BHOI
    user_ABHIMANYU BHOI
    ABHIMANYU BHOI
    Bangomunda, Balangir•
    14 hrs ago
  • କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    1
    କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    12 min ago
  • Post by Yash Sahu
    1
    Post by Yash Sahu
    user_Yash Sahu
    Yash Sahu
    Actor ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.