logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରବାସୀ ଶ୍ରମିକ ଘରେ ନୂଆପଡା ଜିଲ୍ଲାପାଳ l ପ୍ରବାସୀ ଶ୍ରମିକ ହିସାବରେ ନଯିବା ପାଇଁ ପ୍ରବର୍ତ୍ତାଇବା ସହିତ ସହାୟତାର ପ୍ରତିଶୃତି ଦେଲେ l ନୂଆପଡ଼ା - ୧୬/୦୨ ନୂଆପଡ଼ା ଖଡିଆଳ ବ୍ଲକ୍ ର ଚନାବେଡା ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ହାତିପଡ଼ା ଗ୍ରାମ ଜଣେ ଫେରନ୍ତା ପ୍ରବାସୀ ଶ୍ରମିକ କେଦାର ହାତି ଘରକୁ ପରିଦର୍ଶନରେ ଯାଇଥିଲେ l ଜିଲ୍ଲାପାଳ ତାଙ୍କୁ ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ଯାତନାପୂର୍ଣ୍ଣ ପ୍ରବାସୀ ଶ୍ରମିକ ହିସାବରେ ଯିବାରୁ ବିରତ ରହି ମନରେଗା ଯୋଜନା ଅଧୀନରେ ସ୍ଥାନୀୟ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ନିଜ ଆବଶ୍ୟକତା ଅନୁସାରେ ଗୋ ପାଳନ, ଛେଳି ପାଳନ କିମ୍ବା ଛତି ଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଏହି ପଡାର ଅନ୍ୟ ପରିବାର ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବୁଝି ଏହାର ନିରାକରଣ ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଗ୍ରାମ ରୁ କେହି ଜଣେ ମଧ୍ୟ ଅନ୍ୟ ରାଜ୍ୟକୁ ପ୍ରବାସ ରେ ନଯିବା ପାଇଁ ଅନୁପ୍ରାଣିତ କରିଥିଲେ l ଏହା ସହିତ ଜିଲ୍ଲାପାଳ ଏହିଗାଁର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପାଠପଢ଼ା ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇ ଆଗାମୀ ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।

1 day ago
user_Surendra Tiwari
Surendra Tiwari
ନୂଆପଡା, ନୂଆପଡ଼ା, ଓଡ଼ିଶା•
1 day ago
1462aff3-67a4-4ac3-8e32-a54da3880fd6

ପ୍ରବାସୀ ଶ୍ରମିକ ଘରେ ନୂଆପଡା ଜିଲ୍ଲାପାଳ l ପ୍ରବାସୀ ଶ୍ରମିକ ହିସାବରେ ନଯିବା ପାଇଁ ପ୍ରବର୍ତ୍ତାଇବା ସହିତ ସହାୟତାର ପ୍ରତିଶୃତି ଦେଲେ l ନୂଆପଡ଼ା - ୧୬/୦୨ ନୂଆପଡ଼ା ଖଡିଆଳ ବ୍ଲକ୍ ର ଚନାବେଡା ପଞ୍ଚାୟତରେ ପରିବର୍ଦ୍ଧିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ହାତିପଡ଼ା ଗ୍ରାମ ଜଣେ ଫେରନ୍ତା ପ୍ରବାସୀ ଶ୍ରମିକ କେଦାର ହାତି ଘରକୁ ପରିଦର୍ଶନରେ ଯାଇଥିଲେ l ଜିଲ୍ଲାପାଳ ତାଙ୍କୁ ଆଗାମୀ ଦିନରେ ଅନ୍ୟ

4c0d121b-846b-4588-afdb-aea17acd50c2

ରାଜ୍ୟକୁ ଯାତନାପୂର୍ଣ୍ଣ ପ୍ରବାସୀ ଶ୍ରମିକ ହିସାବରେ ଯିବାରୁ ବିରତ ରହି ମନରେଗା ଯୋଜନା ଅଧୀନରେ ସ୍ଥାନୀୟ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ନିଜ ଆବଶ୍ୟକତା ଅନୁସାରେ ଗୋ ପାଳନ, ଛେଳି ପାଳନ କିମ୍ବା ଛତି ଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଏହି ପଡାର ଅନ୍ୟ ପରିବାର ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା

b0f84c4e-1ab1-4d42-a849-b303cba48466

ବୁଝି ଏହାର ନିରାକରଣ ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଗ୍ରାମ ରୁ କେହି ଜଣେ ମଧ୍ୟ ଅନ୍ୟ ରାଜ୍ୟକୁ ପ୍ରବାସ ରେ ନଯିବା ପାଇଁ ଅନୁପ୍ରାଣିତ କରିଥିଲେ l ଏହା ସହିତ ଜିଲ୍ଲାପାଳ ଏହିଗାଁର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପାଠପଢ଼ା ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇ ଆଗାମୀ ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।

More news from ଓଡ଼ିଶା and nearby areas
  • #ମାହା ଦେ ବେ କେ ପ ହେ ଲା ମୁ ଇ ମା ସିଂ ତା ପ ରେ ତ ତେ ବି ସୁ ହା କ ସିଂ
    1
    #ମାହା ଦେ ବେ କେ ପ ହେ ଲା ମୁ ଇ ମା ସିଂ ତା ପ ରେ ତ ତେ ବି ସୁ ହା କ ସିଂ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯିବ । ଏହା ଗ୍ରାମୀଣ ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା।
    1
    ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯିବ ।  ଏହା ଗ୍ରାମୀଣ ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    1
    ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    2 hrs ago
  • ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    1
    ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି  ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    1
    ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha
    1
    ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ 
#rishitv #SonepurNews #Subarnapur #farmers 
#local #farmerlife #sonepur #CSO #subarnapurcollector #CMOOdisha
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସିନାପାଲିରେ ଗୁରୁ ଶ୍ରୀମତୀ ରଞ୍ଜିତା ପୋଡ
    1
    ସିନାପାଲିରେ ଗୁରୁ ଶ୍ରୀମତୀ ରଞ୍ଜିତା ପୋଡ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    3 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    23 hrs ago
  • ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ
    1
    ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.