Shuru
Apke Nagar Ki App…
ଭଦ୍ରକ ରେ ଏ ଇ ଟା କଉ ମନ୍ଦିର କମେଣ୍ଟ ବକ୍ସ ରେ ଜଣାନ୍ତୁ #ଭଦ୍ରକ
ODISHA DARPAN
ଭଦ୍ରକ ରେ ଏ ଇ ଟା କଉ ମନ୍ଦିର କମେଣ୍ଟ ବକ୍ସ ରେ ଜଣାନ୍ତୁ #ଭଦ୍ରକ
More news from ଓଡ଼ିଶା and nearby areas
- ଭଦ୍ରକ ଇସ୍କନ ପକ୍ଷରୁ କୁଆଁସ ଠାରେ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଆସନ୍ତା ମାର୍ଚ୍ଚ ୧୮ ରୁ ୨୦ ତାରିଖି ଯାଏ ୩ ଦିନ ଧରି ଉତ୍ସବ ପାଳନ ହେବ |1
- ପାଣିକୋଇଲି ଲଷ୍ମୀବିହାର ପଥରପଦାଠାରେ ମା ମହାଲଷ୍ମୀଙ୍କ ମନ୍ଦିର ମୁଣ୍ଡି ମରା କାର୍ଯ୍ୟ ହୋଇଯାଇଛି1
- Post by ଯାଜପୁର ଖବର ପ୍ରସାରିତ1
- Post by NEWS7ODIA1
- ଭଦ୍ରକଜିଲ୍ଲା ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।ଗତ ତା ୬/୦୩/୨୬ ରିଖ ଶୁକ୍ରବାର ଦିନ ସ୍ଥାନୀୟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ରେ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ବେଶ୍ ଆଡମ୍ବର ସହକାରେ ପାଳନ କରା ଯାଇଥିଲା। ଜିଲ୍ଲା ରୁ ୧୮ଟି ବିଦ୍ୟାଳୟ ରୁ ୩୯ଜଣ ପ୍ରତିଯୋଗୀ ଅଂଶ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ ୩୦ ଜଣ ପରବର୍ତ୍ତୀ ସମୟ ରେ ଆଗାମୀ ସାକ୍ଷାତକାର ପାଇଁ ନିର୍ବାଚିତ ହୋଇଥିଲେ।1
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।1
- ଜାଗୁଳାଇପାଟଣା ଅଙ୍ଗନୱାଡି ନୂତନ ଗୃହ ନିମନ୍ତେ ଜିଲ୍ଲପାଳ ଙ୍କୁ ଦାବିପତ୍ର ଗତକାଲି ଆମେ କଳପଡା ଗ୍ରାମ ପଞ୍ଚାୟତ ଜାଗୁଳାଇପାଟଣା ଅଙ୍ଗନୱାଡି ଗୃହ ନଥିବା ଏବଂ ପିଲାମାନେ ଖୋଲା ଛାତ ତଳେ ପାଠ ପଢ଼ୁଥିବା ଖବର ପରିବେଷଣ କରିଥିଲୁ I ଏହାପରେ ଅଙ୍ଗନୱାଡି ଦିଦି ଏବଂ ସହାୟିକା ଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା I ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଜାଗୁଳାଇପାଟଣା ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି କହିଥିଲ I ଆସନ୍ତୁ ଶୁଣିବା କଣ କହିଛନ୍ତି ଜିଲ୍ଲାପାଳ1
- ଭଦ୍ରକ ଜିଲ୍ଲା ଟେନିସ ବଲ୍ କ୍ରିକେଟ ସଂଘ ଆନୁକୂଲ୍ୟରେ ,ରାଜ୍ୟ ଟେନିସ ବଲ ସଂଘ ଅନୁମୋଦିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତ ୭ ମାର୍ଚ୍ଚରେ ଆରମ୍ଭ ହୋଇ ୮ ମାର୍ଚ୍ଚରେ ସମାପ୍ତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଟେନିସ ବଲ ସଂଘର ସଂପାଦକ ସିଥିଲ୍ କୁମାର ପଣ୍ଡା , ସହ ସଂପାଦକ ସୋମନାଥ ପରିଡା , ଭଦ୍ରକ ଜିଲ୍ଲା ଟେନିସ ବଲ ସଂଘର ଉପସଭାପତି ଗୌରହରି ମଣ୍ଡଳ , ସହିଦ୍ ଖାନ୍ , ଅସିତ ଦାସ ,ଶୁଭଲକ୍ଷ୍ମୀ ରାଉତ ଅଂଶୁମାନ ମହାନ୍ତି ,ଅମ୍ପାୟାର ରଜନୀ କାନ୍ତ ବିହାରୀ,ରଞ୍ଜନ କୁମାର ନାୟକ, ମନୋଜ ପେରେଇ , ବିଜୟ ନାୟକ ଓ ମନୋଜ କୁମାର ସାହୁ ପ୍ରମୁଖ ଦେଉଥିବା ବେଳେ , ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା କ୍ରିଡା ଅଧିକାରୀ ତଥା ଓ ଏସ ଡି.ରମେଶ କୁମାର ମହାନ୍ତି ,ସ୍ଵତନ୍ତ୍ର ଅତିଥି ରୂପେ ୨(o) ନାଭାଲ ୟୁନିଟ୍ ଏନ୍ ସି ସି ର କମାଣ୍ଡିଙ୍ଗ ଅଫିସର ସୁଦିପ୍ କୁମାର ସାହୁ , ବେଷ୍ଟ ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଯେନା, ପୂର୍ବତନ ଆପିଇ ଅରବିନ୍ଦ ବସନ୍ତ ରାଏ ,ସମାଜସେବୀକା ମଧୁସ୍ମିତା ମହାପାତ୍ର ,ରାଜ୍ୟ ସଂପାଦକ ରାଜ୍ୟ ସହ ସଂପାଦକ ,ଭଦ୍ରକ ଜିଲ୍ଲା ଉପସଭାପତି ଓ କାଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଖେଳରେ ମୋଟ ୮ଗୋଟି ଜିଲ୍ଲା ଭାଗ ନେଇଥିଲେ । ତନ ମଧ୍ୟରୁ ଭଦ୍ରକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା l ଶେଷରେ ଭଦ୍ରକ ଜିଲ୍ଲା ଏହି ରାଜ୍ୟ ସ୍ତରୀୟ ମହିଳା ଅସ୍ମିତା ଟେନିସ ବଲ କ୍ରିକେଟ ଲିଗ୍ ୨୦୨୫- ୨୦୨୬ ର ଚମ୍ପିଆନ୍ ଆଖ୍ୟ ଅର୍ଜନ କରିଥିଲା ଏହି ପ୍ରତିଯୋଗିତାରେ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିଲା ତଥା ସର୍ବଶ୍ରେଷ୍ଠ ଫିଲ୍ଡର୍ ,ସର୍ବଶ୍ରେଷ୍ଠ କ୍ୟାଚ୍ , ସର୍ବଶ୍ରେଷ୍ଠ ବୋଲର୍,ସର୍ବଶ୍ରେଷ୍ଠ ବେଟର୍, ପ୍ଲେୟାର ଅଫ୍ ଦି ସିରିଜ୍ , ତୃତୀୟ ଦଳ ଭାବରେ କନ୍ଧମାଳ ଜିଲ୍ଲା ଟ୍ରଫି ଗ୍ରହଣ କରିଥିଲା l1