logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍‌ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।

2 hrs ago
user_RABINDRA PATTNAIK
RABINDRA PATTNAIK
Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
2 hrs ago

ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ

ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍‌ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।

More news from ଓଡ଼ିଶା and nearby areas
  • ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    3
    ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ
 :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ  ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା 
ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ  ବିଲୁପ୍ତ ହେବ  ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା  କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି,  ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 hrs ago
  • ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    1
    ଭାରତୀୟତାର ଝଲକ
ପିଲା ହାତ ଯୋଡ଼ି କ୍ଷମା ମାଗିଲେ
ଅଭିଭାବକ କ୍ଷମା କଲେ
ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Nilakantha Kumar
    1
    Post by Nilakantha Kumar
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    13 hrs ago
  • 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews
    1
    🚨 BREAKING NEWS | P24 NEWS EXPRESS

प्रधानमंत्री नरेंद्र मोदी का भव्य स्वागत!

📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया।

✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की।

📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया।

🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी।

#P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews


🚨 BREAKING NEWS | P24 NEWS EXPRESS
प्रधानमंत्री नरेंद्र मोदी का भव्य स्वागत!
📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया।
✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की।
📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया।
🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी।
#P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    1
    ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    6 hrs ago
  • Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ
    1
    Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l

Date-30-07-2026
Place -Kaniha, Angul 
Report -

Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। 

ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ 
Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l
Date-30-07-2026
Place -Kaniha, Angul 
Report -
Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। 
ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ
    user_Shibaram naik
    Shibaram naik
    Anugul, Odisha•
    20 hrs ago
  • संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं। उन्होंने अपने शुभकामना संदेश में कहा: "जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।" उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया। #संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं। उन्होंने अपने शुभकामना संदेश में कहा: "जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।" उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया। #संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
    1
    संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं।

उन्होंने अपने शुभकामना संदेश में कहा:

"जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।"

उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया।

#संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं।
उन्होंने अपने शुभकामना संदेश में कहा:
"जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।"
उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया।
#संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    6 hrs ago
  • ଜାତୀୟ ରାଜପଥରେ ଖାଲ : ଖାଲରେ ପଡ଼ି ଯାତ୍ରୀବାହୀ ଅଟୋ ଓଲଟି ଅଟୋ ଚାଳକ ଗୁରୁତର
    1
    ଜାତୀୟ ରାଜପଥରେ ଖାଲ : ଖାଲରେ ପଡ଼ି ଯାତ୍ରୀବାହୀ ଅଟୋ ଓଲଟି ଅଟୋ ଚାଳକ ଗୁରୁତର
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.