ବିଦ୍ୟୁତ୍ ଖୁଣ୍ଟରେ କରେଣ୍ଟ: ୨ ମଇଁଷି ମୃତ, ଅଳ୍ପକେ ବର୍ତ୍ତିଲେ ୨ ଭାଇ। କେନ୍ଦ୍ରାପଡା, ଗରଦପୁର, ୩୦/୦୭ (ସରୋଜ ପାଣି) ଗରଦପୁର ଅଞ୍ଚଳର ନଦୀବନ୍ଧ କଡରେ ଘଟିଛି ଏକ ଅଭାବନୀୟ ଘଟଣା l ବିଦ୍ୟୁତ୍ ଖୁଣ୍ଟ ଓ ଷ୍ଟେରେ ବିଦ୍ୟୁତ୍ ପ୍ରବାହିତ ହେବାରୁ ଦୁଇଟି ମଇଁଷିର ମୃତ୍ୟୁ ଘଟିଛି l ସେହିପରି ପହଣା ଅଞ୍ଚଳର ଅଶୋକ ବେହେରା ଓ ଦେବ ବେହେରା ନାମକ ଦୁଇ ଭାଇ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି l ଏହି ଘଟଣା ଅନେକ ପ୍ରଶ୍ନ ଉଠାଉଛି l ବିଦ୍ୟୁତ୍ ଖୁଣ୍ଟ ଓ ଷ୍ଟେରେ କିପରି ବିଦ୍ୟୁତ୍ ପ୍ରବାହ ହେଲା? ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ କେଉଁଠି ହେଉଛି? ଏଭଳି ଅବହେଳା ପାଇଁ ନିରୀହ ପଶୁଙ୍କ ଜୀବନ ଯିବା ସହ ମଣିଷଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି l ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ l ସେହିପରି ଅଞ୍ଚଳର ସମସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ଷ୍ଟେର ସୁରକ୍ଷା ଯାଞ୍ଚ ତୁରନ୍ତ କରାଯିବା ଆବଶ୍ୟକ l କେବେ ସୁଧୁରିବ ବିଦ୍ୟୁତ୍ ବିଭାଗ? ଆଉ କେତେ ଜୀବନ ଯିବା ପରେ ପ୍ରଶାସନ ଚେତିବ?

- ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।1
- Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ଠିକା ଦାର କେମିତି ପଇସା ଛାପନ୍ତି 😱 । ଲୋକେ ସବୁ ଅନ୍ଧ ସବୁ ଦେଖିଲା ପରେ ବି ବିରୋଧ କରୁନାହାନ୍ତି ❌ ନିମାପଡ଼ା ଟ୍ରାଫିକ ରୁ ଉତ୍ତରା ରୋଡ କୁ bank of india ସାମ୍ନା ରେ ଏ କାର୍ଯ୍ୟ ଚାଲିଛି। ଧ୍ୟାନ ଦେବେ ଜନତା ଯେଉଁ କାମ ଯେ ପ୍ରକାର ହେବା କଥା ତାହା କରାଯାଉ ନାହିଁ । ସର୍ବ ସାଧାରଣ ଲୋକଙ୍କ ପଇସା କୁ ପାଣିରେ ପକାଉଛନ୍ତି। କଂକ୍ରିଟ ଆଡ ମିକ୍ସର କୁ ପାଣିରେ ପକାଉଛନ୍ତି ଏ କିଭଳି କାର୍ଯ୍ୟ । କିଏ ସେ ମହାନ୍ ଇଞ୍ଜିନିୟର ଯିଏ ଏଭଳି କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଅନ୍ୟାୟ ଏବଂ ଅନ୍ଧ କାନୁନ୍ ର ବ୍ୟବସ୍ଥା। ଏହା ବିରୋଧ ଯୋଗ୍ୟ 100% । ସଡ଼କ ମନ୍ତ୍ରୀ ଟିକେ ଦେଖ। jai hind 🇮🇳1
- 💫💫*आज का राषिफल*💫💫.................................1
- ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll ହରିଶଙ୍କର ରେ ବନ୍ୟା ର ଭୟଙ୍କର ଦୃଶ୍ୟ ll Big Breaking News ll1