Shuru
Apke Nagar Ki App…
ମୟୂରଭଞ୍ଜ ଜିଲ୍ଲାରେ ଗୋ-ମାଫିଆଙ୍କ କଳା ସାମ୍ରାଜ୍ୟର ହେଉଛି ପର୍ଦ୍ଦାଫାସ | Update News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 07.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
Mayurbhanj Public News
ମୟୂରଭଞ୍ଜ ଜିଲ୍ଲାରେ ଗୋ-ମାଫିଆଙ୍କ କଳା ସାମ୍ରାଜ୍ୟର ହେଉଛି ପର୍ଦ୍ଦାଫାସ | Update News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 07.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
More news from ଓଡ଼ିଶା and nearby areas
- ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଅସ୍ମିତାର ଏକ ବଡ଼ ନିଦର୍ଶନ ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ବରା ଦିବସ।1
- ବେଆଇନ ଇଟାଭାଟ୍ଟା ଉପରେ ବୁଲିଲା ବୁଲଡଜର, ଜିଲ୍ଲା ପ୍ରଶାସନ ନିର୍ଦେଶରେ ବେଆଇନ ଲାଲି ଇଟାଭଟ୍ଟାକୁ ଉଛେଦ କଲା ତହସିଲ ପ୍ରଶାସନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ଗୋବରଘଟ୍ଟା ଠାରେ,1
- ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଝାଟିଆମାଳ ବଜାରରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଚଡ଼ାଉ ବେଆଇନ 26ଟି ଖୋଲା ଗ୍ୟାସ ଟାଙ୍କି ଓ 6ଟି ଚୁଲା ଉଦ୍ଧାର l ସିମୁଳିଆ1
- ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ1
- Abhi bhi Samay hai mere dost Sadhi karle#kedar1
- ଜଳେଶ୍ବର ରେ ଉଚ୍ଛେଦ ହେଲା ଅଖି ଦେଖାଣିଆ ବେଆଇନ ଇଟା ଭାଟି ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଇଟା ଭାଟି ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଆଇନ ଇଟା ଭାଟିଗୁଡ଼ିକୁ ବନ୍ଦ କରାଯାଇଛି। ଏହି ଅଭିଯାନରେ ବହୁ ପରିମାଣର ବେଆଇନ ଭାଟି ଭାଙ୍ଗି ଦିଆଯାଇଛି।1
- #ସୀମା_ଜଗିବେ_ସାପ_କୁମ୍ଭୀର ଭାରତ-ବାଂଲାଦେଶ ସୀମା ଜଗିବେ କୁମ୍ଭୀର, ସାପ । ଅନୁପ୍ରବେଶ ରୋକିବାକୁ ଏହି ସରୀସୃପ ଜାତୀୟ ଜନ୍ତୁମାନଙ୍କୁ ମୁତୟନ କରିବା ଲାଗି ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଦୁଇ ଦେଶ ମଧ୍ୟରେ ଦୀର୍ଘତମ ସୀମା ରହିଥିବା ବେଳେ ଦୁର୍ଗମ ନଦୀ ଓ ନାଳ ଯାଇଥିବାରୁ କିଛି ସ୍ଥାନରେ ପ୍ରାଚୀର ନିର୍ମାଣ ହୋଇପାରିନାହିଁ । ସେହି ସ୍ଥାନରେ ଅନୁପ୍ରବେଶ ରୋକିବା ଲାଗି କେନ୍ଦ୍ର ସରକାର କୁମ୍ଭୀର, ସାପକୁ ଛାଡିବା ଲାଗି ଯୋଜନା କରୁଛନ୍ତି #IndiaSecurity_BorderControl #IndiaBangladesh_BorderManagement #WildlifeSecurity_Initiative #CrocodileSnake_BorderUse #BorderSecurityInnovation #IllegalEntryPrevention #ReptileDeterrent_Border #SeemaSuraksha_India #BorderMeasures_India #OdishaTV1
- "ଜୀବନ ଅମ୍ରିତ" ଟ୍ରଷ୍ଟ ପକ୍ଷରୁ ବାଲେଶ୍ବର ସହରରେ ସୌନ୍ଦର୍ଯ୍ୟ କରଣ ପାଇଁ ବୃକ୍ଷ ରୋପଣ।1
- ସିମୁଳିଆ ବ୍ଲକ ମାର୍କୋଣା ଠାରେ NH-16 ଓଭରବ୍ରିଜ୍ ନିର୍ମାଣ ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ସାଂସଦ ଶ୍ରୀ ସେଠି ଓ ବିଧାୟକ ଶ୍ରୀ ପଣ୍ଡାଙ୍କୁ ଜାତୀୟ ରାଜପଥ ମଇତାପୁର ଠାରୁ ବିରାଟ ବାଇକ ରାଲିରେ ଆସି ମାର୍କୋଣା ବଜାର ପରିକ୍ରମା କରିବା ପରେ ଏହି ଓଭରବ୍ରିଜ୍ ର ଶିଳାନ୍ୟାସ କରାଯାଇଥିଲା l ଏହି ଅବସରରେ ବିଡ଼ିଓ ସୁନିଲ କୁମାର ଟୁଡୁ,ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା, ଯୂବନେତା ନୀଳମାଧବ ପଣ୍ଡା,ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ବ୍ଲକ ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର,ମାର୍କୋଣା ମଣ୍ଡଳ ସଭାପତି ଅଭିନାଶ ବେହେରା,ଜାମୁଝାଡ଼ି ମଣ୍ଡଳ ସଭାପତି ସୁଶାନ୍ତ କୁମାର ନାୟକ,ବାଲିଖଣ୍ଡ ମଣ୍ଡଳ ସଭାପତି ରଘୁନନ୍ଦନ ମିଶ୍ର,ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି,ଓ ବରିଷ୍ଠ ନେତା ରାଧାରମଣ ପଟ୍ଟନାୟକ,ଆତ୍ମାର ସଭାପତି ରମାକାନ୍ତ ପରିହାରୀ ପ୍ରମୁଖ ଉପସ୍ଥିତ ଥିଲେ l ସିମୁଳିଆ ଓ ଖଇରାରୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ l ସିମୁଳିଆ ବିଧାୟକ ଶ୍ରୀ ପଣ୍ଡା ବାଲେଶ୍ଵର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।1