logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନ - କଳମଛୁଇଁ,ପୁରୁଣା ସାହି- ଡିହମାଳ ଆଶ୍ରମ ତାରିଖ 12-09-2025 ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ପାଇଁ ବୃକ୍ଷ ଅତ୍ୟନ୍ତ ଆବଶ୍ୟକ। ଆଜି ବୃକ୍ଷ ସଂଖ୍ୟା ହ୍ରାସ ପାଇଁ ପ୍ରକୃତି, ପରିବେଶ ର ସନ୍ତୁଳନ ଖରାପ ହୋଇଚାଲିଛି। ଅମ୍ଳଜାନ ର ମାତ୍ରା ହ୍ରାସ ପାଇବା ଏବଂ ଅଙ୍ଗାରକାମ୍ଳ ର ବୃଦ୍ଧି ପାଇଁ ସାଧାରଣ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଵୃକ୍ଷ ଲଗାଇବା ଆମ ସମସ୍ତଙ୍କ ପାଇଁ ଗୋଟିଏ ମହତ କାର୍ଯ୍ୟ 🌲🌲🌳 ତେଣୁ ମାନବ ସମାଜ ସହିତ ପୃଥିବୀର ସମସ୍ତ ଜୀବ ଜଗତର କଲ୍ୟାଣ ପାଇଁ ଗଛ ଲଗାଇବା ଏବଂ ଏହାର ସୁରକ୍ଷା କରିବା ଆମ ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ଏବଂ ଦାୟିତ୍ଵ ବୋଲି ଅନୁଷ୍ଠାନ ସଭାପତି ଗୌରଚନ୍ଦ୍ର ସାହୁ ମନ୍ତବ୍ୟ ଦେଇ ଥିଲେ 🌲 🌲 ଆପଣ ସମସ୍ତଙ୍କୁ ବିନମ୍ର ଅନୁରୋଧ ଆପଣମାନେ ଗୋଟେ ଗୋଟେ ଗଛ 🌳ଲଗାନ୍ତୁ... ପରିବେଶର ସୁରକ୍ଷା କରନ୍ତୁ! 🙏 ଏହି କାର୍ଯ୍ୟ କ୍ରମ ରେ ଅନୁଷ୍ଠାନ ର ଉପଦେଷ୍ଟା ବଳଭଦ୍ର ସାହୁ , ବରିଷ୍ଠ ସଦସ୍ୟ କାଠି ମହାନ୍ତି, ବଟକୃଷ୍ଣ ସାହୁ, ପଞ୍ଚୁ ନାଥ ସାହୁ, ମାନସ ରଞ୍ଜନ ପ୍ରଧାନ, ମଧୁସୂଦନ ସାହୁ, ରୁଦ୍ର ପ୍ରଧାନ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । 🌳🌳🌳🌳🌳🌳*

on 12 September
user_Bhajaman Behera
Bhajaman Behera
Anugul, Odisha•

More news from Odisha and nearby areas
  • Post by ସୁବୁଦବାସକେ
    2
    Post by ସୁବୁଦବାସକେ
    SU
    ସୁବୁଦବାସକେ
    Odisha•
    4 hrs ago
  • କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews
    1
    କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ 
#boudhnews
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    5 hrs ago
  • girls ହଷ୍ଟେଲ viral ଭିଡ଼ିଓ 😱
    1
    girls ହଷ୍ଟେଲ viral ଭିଡ଼ିଓ 😱
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    6 hrs ago
  • କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ
    3
    କଟକ ବାରଙ୍ଗ  ନନ୍ଦନକାନ ରେ  ପସୁ ପକ୍ଷୀ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    4 hrs ago
  • ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    1
    ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • good morning Orissa Happy New year
    1
    good morning Orissa Happy New year
    user_Mangu Mallik
    Mangu Mallik
    Jajapur, Odisha•
    8 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    3 hrs ago
  • ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    1
    ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.