logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡା ରେ ସ୍ତରୀୟ ବନ୍ଦେ ମାତରଂ ପ୍ରଶିକ୍ଷଣ ଶିବିର : ନୂଆପଡ଼ା ଜିଲ୍ଲାରେ ଆଜି ବ୍ଲକ ସ୍ତରୀୟ ବନ୍ଦେ ମାତରଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଅଛି। ଆଜିର ଉଦ୍ଘାଟନୀ ଉତ୍ସଵରେ ନୂଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସଭାପତି, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ପ୍ରସନ୍ନ ପାଢ଼ୀ ବନ୍ଦେ ମାତରଂ କାର୍ଯକ୍ରମର ମହନୀୟତା ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନୂଆପଡ଼ା ବ୍ଲକ ଅନ୍ତର୍ଗତ ପ୍ରତିଟି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଯୁବକ ସଂଘରୁ ଜଣେ ଲେଖାଏଁ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଯୁବକ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯକ୍ରମ ରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡା, ଗୀତାରାଣୀ ଯୋଶୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ , କୋମନା, ଅନିତା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ, ରାମେଶ୍ବର ଦାସ, ରସାଞ୍ଜନ ଦାସ ପ୍ରମୁଖ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।

11 hrs ago
user_Surendra Tiwari
Surendra Tiwari
Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
11 hrs ago
cee357e4-552d-44fa-a231-b367879bb7a8
89c0d585-71c4-458d-b587-9ff3c11c3628

ନୂଆପଡା ରେ ସ୍ତରୀୟ ବନ୍ଦେ ମାତରଂ ପ୍ରଶିକ୍ଷଣ ଶିବିର : ନୂଆପଡ଼ା ଜିଲ୍ଲାରେ ଆଜି ବ୍ଲକ ସ୍ତରୀୟ ବନ୍ଦେ ମାତରଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଅଛି। ଆଜିର ଉଦ୍ଘାଟନୀ ଉତ୍ସଵରେ ନୂଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସଭାପତି, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ପ୍ରସନ୍ନ ପାଢ଼ୀ ବନ୍ଦେ ମାତରଂ କାର୍ଯକ୍ରମର ମହନୀୟତା ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନୂଆପଡ଼ା ବ୍ଲକ ଅନ୍ତର୍ଗତ ପ୍ରତିଟି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଯୁବକ ସଂଘରୁ ଜଣେ ଲେଖାଏଁ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଯୁବକ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯକ୍ରମ ରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡା, ଗୀତାରାଣୀ ଯୋଶୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ , କୋମନା, ଅନିତା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ, ରାମେଶ୍ବର ଦାସ, ରସାଞ୍ଜନ ଦାସ ପ୍ରମୁଖ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।

More news from Odisha and nearby areas
  • ଆମକୁ ଖବର ପଠାଇବା ପାଇଁ ଯୋଗାଯୋଗ କରନ୍ତୁ, 9337125578. 7653929869
    1
    ଆମକୁ ଖବର ପଠାଇବା ପାଇଁ ଯୋଗାଯୋଗ କରନ୍ତୁ, 9337125578. 7653929869
    user_Hareram karuan
    Hareram karuan
    Reporter Nuapada, Odisha•
    1 hr ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    2 hrs ago
  • ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    1
    ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    user_ODISHA NEWS
    ODISHA NEWS
    Reporter Balangir, Odisha•
    12 hrs ago
  • #ଦିନେଦେଖେଇଦେଲୁରେ ratipunijn
    1
    #ଦିନେଦେଖେଇଦେଲୁରେ ratipunijn
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • *ଜାନୁଆରୀ ୨୯ ରେ ହେବ ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇ*
    1
    *ଜାନୁଆରୀ ୨୯ ରେ ହେବ ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇ*
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Reporter Dabugan, Nabarangpur•
    2 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    1 hr ago
  • ସିନାପାଲିରେ ୧୦ ଦାଦନ ଶ୍ରମିକ ଉଦ୍ଧାର ସହ ଆର୍ଟିକା ଗାଡି ଜବତ, ସର୍ଦ୍ଦାର କୋର୍ଟଚାଲାଣ I
    1
    ସିନାପାଲିରେ ୧୦ ଦାଦନ ଶ୍ରମିକ ଉଦ୍ଧାର ସହ ଆର୍ଟିକା ଗାଡି ଜବତ, ସର୍ଦ୍ଦାର କୋର୍ଟଚାଲାଣ  I
    user_Hareram karuan
    Hareram karuan
    Reporter Nuapada, Odisha•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.