Shuru
Apke Nagar Ki App…
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ
ମାନସ କୁମାର ଦାସ
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ
More news from ଓଡ଼ିଶା and nearby areas
- ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ1
- ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।1
- Post by Thabira Majhi1
- ଓଡିଶା ରେ ହେବ କ୍ଲିନ୍ ଟେକ୍ ଏକ୍ସପୋ1
- ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।5
- nuapata word no 04 bmc1
- Post by Gagan Bhoi1
- ବିଜେଡି ସରକାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷ ହେଲା ସେ ବିଲଡିଂଗୁଡିକ ଭୁତ କୋଠି ହୋଇସାରିଲଣି।1