Shuru
Apke Nagar Ki App…
ଖରିଆର ରୋଡ ରେ ସର୍ବ ଭାରତୀୟ କବି ସମ୍ମେଳନ ୧୪ ଜାନୁଆରୀ। ସ୍ୱର୍ଗୀୟ ପୁର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ) ଙ୍କ ସ୍ମୃତି ରେ ଖରିଆର ରୋଡ ଠାରେ ଆସନ୍ତା ୧୪ ଜାନୁଆରୀ ୨୦୨୬ ବୁଧବାର ଦିନ ପର୍ଶ୍ଵନାଥ ଜୈନ ଭବନ ପରିସରରେ ରାତ୍ରୀ ୮ ଟା ସମୟ ସର୍ବ ଭାରତୀୟ କବି ସମ୍ମେଳନ ପହଲ ସଂସ୍ଥା ଦ୍ବାରା ଆୟୋଜିତ ହେଉଥିବା ଓ ଏହା ମାଗଣା ଅଟେ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ରାକେଶ ଜୈନ ସୂଚନା ଦେଇଛନ୍ତି। ଆଉ କହିଛନ୍ତି ଯେ, ଦେଶ ର ବଛା ବଛା ସୁନାମ ଧନ୍ୟ କବି ଗଣଙ୍କ ଆଗମନ ଖରିଆର ରୋଡ ରେ ହେଉଛି।
Surendra Tiwari

More news from Odisha and nearby areas
- ଆମକୁ ଖବର ପଠାଇବା ପାଇଁ ଯୋଗାଯୋଗ କରନ୍ତୁ, 9337125578. 76539298691
- #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- #ଦିନେଦେଖେଇଦେଲୁରେ ratipunijn1
- *ଜାନୁଆରୀ ୨୯ ରେ ହେବ ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇ*1
- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ସିନାପାଲିରେ ୧୦ ଦାଦନ ଶ୍ରମିକ ଉଦ୍ଧାର ସହ ଆର୍ଟିକା ଗାଡି ଜବତ, ସର୍ଦ୍ଦାର କୋର୍ଟଚାଲାଣ I1