logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିହାଲପ୍ରସାଦ ଥାନା ଅଞ୍ଚଳରେ ପଥର ଖଣି ବିସ୍ପୋରଣ କୁ ମନ୍ତ୍ରୀ ଙ୍କୁ ଚେତାବନୀ କଲେ ଗ୍ରାମବାସୀ ପଥର ଖଣି ବିସ୍ପୋରଣ ରେ ଫାଟୁଛି ଘର ମନ୍ତ୍ରୀ ଙ୍କ ଗାଡିକୁ ନିହାଲପ୍ରସାଦ ଓ ବେଗା ଗ୍ରାମର ଲୋକ ଛେକି ଅଭିଯୋଗ ଜଣାଇଲେ କିନ୍ତୁ ମନ୍ତ୍ରୀ କହିଲେ ସରକାର ଗାଡିକୁ ଛେକିବା ଠିକ ନୁହେଁ କିନ୍ତୁ ଗ୍ରାମବାସୀ ଙ୍କ କହିବା ମତଲବ ଭୋଟ ନେଲା ବେଳେ କଣ ଏଇଆ କହିଥିଲେ ଧନ୍ୟ ରେ ସରକାରଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଅଞ୍ଚଳରେ ଆଜି ଏକ ଜନଶୁଣାଣି ଶିବିରରେ ଯୋଗଦେଇ ଫେରୁଥିବା ବେଳେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡିକୁ ଅଟକାଇଲେ ଶତାଧିକ ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା । #NihalPrasad #Dhenkanal #KrushnaChandraPatra #Odisha #Dhenkanal#newsodiaodisha #public #newsupdate

on 31 July
user_Tapasdas 6372788705
Tapasdas 6372788705
Journalist Dhenkanal Sadar, Odisha•
on 31 July

ନିହାଲପ୍ରସାଦ ଥାନା ଅଞ୍ଚଳରେ ପଥର ଖଣି ବିସ୍ପୋରଣ କୁ ମନ୍ତ୍ରୀ ଙ୍କୁ ଚେତାବନୀ କଲେ ଗ୍ରାମବାସୀ ପଥର ଖଣି ବିସ୍ପୋରଣ ରେ ଫାଟୁଛି ଘର ମନ୍ତ୍ରୀ ଙ୍କ ଗାଡିକୁ ନିହାଲପ୍ରସାଦ ଓ ବେଗା ଗ୍ରାମର ଲୋକ ଛେକି ଅଭିଯୋଗ ଜଣାଇଲେ କିନ୍ତୁ ମନ୍ତ୍ରୀ କହିଲେ ସରକାର ଗାଡିକୁ ଛେକିବା ଠିକ ନୁହେଁ କିନ୍ତୁ ଗ୍ରାମବାସୀ ଙ୍କ କହିବା ମତଲବ ଭୋଟ ନେଲା ବେଳେ କଣ ଏଇଆ କହିଥିଲେ ଧନ୍ୟ ରେ ସରକାରଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଅଞ୍ଚଳରେ ଆଜି ଏକ ଜନଶୁଣାଣି ଶିବିରରେ ଯୋଗଦେଇ ଫେରୁଥିବା ବେଳେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡିକୁ ଅଟକାଇଲେ ଶତାଧିକ ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା । #NihalPrasad #Dhenkanal #KrushnaChandraPatra #Odisha #Dhenkanal#newsodiaodisha #public #newsupdate

  • user_Ainthu sahu
    Ainthu sahu
    Balangir, Odisha
    🙏
    on 4 August
More news from ଓଡ଼ିଶା and nearby areas
  • Helicopter Taxi Services in J&K started.
    1
    Helicopter Taxi Services in J&K started.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • କେନ୍ଦ୍ରାପଡ଼ା, ଡେରାବିଶ ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଲେ କେନ୍ଦ୍ରାପଡ଼ା ବିଧାୟକ..!
    1
    କେନ୍ଦ୍ରାପଡ଼ା, ଡେରାବିଶ ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଲେ କେନ୍ଦ୍ରାପଡ଼ା ବିଧାୟକ..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    2 hrs ago
  • Post by Subrat Behera
    1
    Post by Subrat Behera
    user_Subrat Behera
    Subrat Behera
    Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
    3 hrs ago
  • ବୌଦ୍ଧ ପାକ୍ସ ପକ୍ଷରୁ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ
    1
    ବୌଦ୍ଧ ପାକ୍ସ ପକ୍ଷରୁ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    5 hrs ago
  • 300 ୟୁନିଟ ବିଜୁଳି ମାଗଣା ଦିଆଯାଉ ଓ ସ୍ମାର୍ଟ ମିଟର ହଟାଯାଉ:ଭକ୍ତ ଦାସ#highlights
    1
    300 ୟୁନିଟ ବିଜୁଳି ମାଗଣା ଦିଆଯାଉ ଓ ସ୍ମାର୍ଟ ମିଟର ହଟାଯାଉ:ଭକ୍ତ ଦାସ#highlights
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • କେନ୍ଦ୍ରାପଡ଼ା କଳାବୁଦା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର, ସୁବାସ ମଲିକ ଦୋକାନ ଘରେ ସୋଇଥିବା ବେଳେ ଦୋକାନ ସହ ମଲିକ ଙ୍କୁ ଜାଳିଦେଲେ ଦୃବୁତ, ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା..!
    1
    କେନ୍ଦ୍ରାପଡ଼ା କଳାବୁଦା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର, ସୁବାସ ମଲିକ ଦୋକାନ ଘରେ ସୋଇଥିବା ବେଳେ ଦୋକାନ ସହ ମଲିକ ଙ୍କୁ ଜାଳିଦେଲେ ଦୃବୁତ, ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
  • ଚାରିଛକ- ହରଭଙ୍ଗ। ରାସ୍ତାରେ ସଡ଼କ ଦୁର୍ଘଟଣା,ଜଣେ ମୃତ @boudhnews
    1
    ଚାରିଛକ- ହରଭଙ୍ଗ। ରାସ୍ତାରେ ସଡ଼କ ଦୁର୍ଘଟଣା,ଜଣେ ମୃତ @boudhnews
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.