Shuru
Apke Nagar Ki App…
କଣ୍ଟେନର-ବାଇକ ମୁହାଁ ମୁହିଁ ଧକ୍କା। ତିନି ବାଇକ ଆରୋହୀ ମୃତ। କଣ୍ଟେନର ରେ ଲାଗିଲା ନିଆଁ। କଣ୍ଟେନର ଟି ସମ୍ବଲପୁର ପଟୁ ଆସୁଥିବା ବେଳେ ବିପରୀତ ଜମନକିରା ପଟୁ ଗୋଟିଏ ବାଇକ ରେ ତିନିଜଣ ଯୁବକ ଆସୁଥିଲେ କଣ୍ଟେନର ସହ ସାମ୍ନା ସୁମନି ଧକ୍କା ଫଳରେ ତିନି ବାଇକ ଆରୋହୀ ମୃତ, ବାଇକ ଟି ସମ୍ପୂର୍ଣ ଜଳି ଯାଇଥିବା ବେଳେ କଣ୍ଟେନର ନିଆଁ କୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ, ମୃତକ ତିନି ଜଣଙ୍କ ପରିଚୟ ମିଳିପାରିନାହିଁ, ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି
Hemanta bhainsa

More news from Sambalpur and nearby areas
- बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श1
- ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ସହ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି1
- Post by Mangulu Sahu1
- ବେଲପାହାଡ଼ ଜୁନାଡିହି ରେ ମହାଆଡମ୍ବରରେ ଅନୁଷ୍ଠିତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ #belpahar #viralchallenge #akhanda8praharanamajagyan21
- Post by Jitendra Muduli1
- Post by Ghana Shyam Rana Digital Art1
- କୁଚିଣ୍ଡା ରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ପ୍ରତିକ୍ରିୟା1
- ସରକାରୀ ନର୍ସିଂ କଲେଜ ନଥିବା ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନର୍ସିଂ ଶିକ୍ଷା ପାଠ୍ୟକ୍ରମ ଖୋଲିବା ପାଇଁ ଚଳିତ ବଜେଟରେ ଘୋଷଣା କରାଯାଇଛି।1