Shuru
Apke Nagar Ki App…
ଜୟ ଜଗନ୍ନାଥ, ଆମ ସନାତନୀ ସେବାରେ ପାଢ଼ୀ ସାରଙ୍କ ଆଲୋଚନା ପୂର୍ବ ଦିନର,
Brajakishore Parhi
ଜୟ ଜଗନ୍ନାଥ, ଆମ ସନାତନୀ ସେବାରେ ପାଢ଼ୀ ସାରଙ୍କ ଆଲୋଚନା ପୂର୍ବ ଦିନର,
More news from ଓଡ଼ିଶା and nearby areas
- Post by NEWS MANORANJAN1
- ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଟ୍ରକ୍। . ପଳାଶୁଣୀ ଓଭରବ୍ରିଜ୍ ଉପରେ ଘଟିଛି ଘଟଣା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତକରିଥିଲେ ବି ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଭିତିପ୍ରସ୍ତାପ ଗୋଦାମ ଘର କରିବା ପାଇଁ ଫଳକ ଭଙ୍ଗି ଦେଲେ ଦୁବୁତ୍ତ3
- odisha re eie sabu emti badhi chalichi deha dekheile tanka badhia apana mane video ti dekhi apankara mata mata diantu dhanyabad sabu emti agaku badhi chaliba kn kariba kuhantu ethi paini kie dayai apana kuhantu1
- Post by Gagan Bhoi1
- Post by Bharat ମାତା1
- Post by NEWS MANORANJAN1
- ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।1
- ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l4