ସାଗଯୁରୀ ଉନ୍ନୀତ ହାଇସ୍କୁଲ ରେ ଦଶମ ଛାତ୍ରୀଛାତ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ସାଗଯୁରୀ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦନ କରାଯାଇଛି। ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ କିଶୋର କୁମାର ମେହେର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସର ରେ ଶିକ୍ଷକ ବ୍ରଜ ମୋହନ ତମଲିଆ, ରୁଦ୍ର ନାରାୟଣ ବରିହା,ଆନନ୍ଦ ଭୁଏ,ଚିରଞ୍ଜିବୀ ସେଠୀ,ସୁଶାନ୍ତ ଧରୁଆ, ରେଖାଚନ୍ଦ୍ର ମେହେର ଓ ବିଚିତ୍ର ବେହେରା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଶୁଭ କାମନା ଜଣାଇଥିଲେ। ଏହା ସହିତ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଦଶମ ଶେଣୀର ଛାତ୍ରୀଛାତ୍ରମାନେ ସ୍କୁଲରେ କରିଥିବା ସମୟ ର ସ୍ମୃତି ଚାରଣ କରିଥିଲେ। ଏହା ସହିତ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ସ୍କୁଲର ନୀତି ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ନବମ ଶ୍ରେଣୀରେ ଛାତ୍ରୀମାନେ ବିଦାୟୀ ସଙ୍ଗୀତ ଗାନ କରିଥିଲେ। ଦଶମ ଶ୍ରେଣୀରେ ଛାତ୍ରୀଛାତ୍ର ଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଚିରଞ୍ଜିବୀ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

- ସୋନପୁର ଜିଲ୍ଲା ରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି l ସେହି ମଞ୍ଚ ରେ ପରିବେଷଣ ହେଉଥିବା ଗୋଟିଏ ସୁନ୍ଦର କବିତା ଶୁଣିବା ଆସନ୍ତୁ l1
- ଶବ୍ଦରାଗ ଓ ଭାବ ଫଗୁଣ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରୟାଲ ପଡିଆଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ବା ଉତ୍ସବ - ଇଙ୍କଫେଷ୍ଟ - ୨୦୨୬ ଅବସରରେ ବହୁଭାଷୀ କବିତା ଆସର।1
- ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ1
- ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ1
- ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।1
- ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha1
- ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ1
- ସରକାରୀ ଜମିନ ଜବରଦଖଲ ଅଭିଯୋଗ ବୀରମହାରାଜପୁର ତହସିଲ କର୍ଡାପାଲରୁ ଆସଲା ଅଭିଯୋଗ ତହସିଲ ଅଫିସ୍ ଘେରି ଆନ୍ଦୋଲନ୍ କଲେ ଲୋକ୍ #Sonepur #OTV #Feedin1