logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୁରଭଞ୍ଜ ଜିଲ୍ଲାର କୁଡ଼ିଆ ଖୁଣ୍ଟା ଗ୍ରାମରେ ଢୋକ୍ରା ହସ୍ତଶିଳ୍ପ କାମରେ ଦିନକୁ ଦିନ ବୃଦ୍ଧି ବଢୁଛି..........

on 18 August
user_Dhokra Art
Dhokra Art
Tribal Artisan Mayurbhanj, Odisha•
on 18 August

ମୟୁରଭଞ୍ଜ ଜିଲ୍ଲାର କୁଡ଼ିଆ ଖୁଣ୍ଟା ଗ୍ରାମରେ ଢୋକ୍ରା ହସ୍ତଶିଳ୍ପ କାମରେ ଦିନକୁ ଦିନ ବୃଦ୍ଧି ବଢୁଛି..........

More news from ଓଡ଼ିଶା and nearby areas
  • ବାଲେଶ୍ବର: ବାଲେଶ୍ଵର ପରମିଟ୍ ପଡ଼ିଆରେ ସାଂସଦ ଖେଳ ମହୋତ୍ସବର ସମାରୋପ ଦିବସ ପାଳିତ। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ Live ସମ୍ବୋଧନ ମଧ୍ୟରେ ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ।
    3
    ବାଲେଶ୍ବର: ବାଲେଶ୍ଵର ପରମିଟ୍ ପଡ଼ିଆରେ ସାଂସଦ ଖେଳ ମହୋତ୍ସବର ସମାରୋପ ଦିବସ ପାଳିତ। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ Live ସମ୍ବୋଧନ ମଧ୍ୟରେ ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    20 hrs ago
  • Post by Pradeep Jena 9090008815
    1
    Post by Pradeep Jena 9090008815
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    19 hrs ago
  • ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    1
    ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    user_Rakesh das deba
    Rakesh das deba
    Journalist Jagatsinghapur, Odisha•
    20 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    1
    କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    16 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    1 hr ago
  • ଜଗତସିଂହପୁର ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।
    1
    ଜଗତସିଂହପୁର 
ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।
    user_Rakesh das deba
    Rakesh das deba
    Journalist Jagatsinghapur, Odisha•
    20 hrs ago
  • ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।
    1
    ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    12 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.