ଓଡିଶା ର ଅନନ୍ୟ କୣଷିଭିତ୍ତିକ ପର୍ଵ ଅକ୍ଷିମୁଠି ଅନୁକୂଳ କରିଛନ୍ତି ଵିଜେଡିର ପ୍ରମୁଖ ନେତା, ସମାଜ ସେଵୀ, ଭୁଵନେଶ୍ଵର ସାଂସଦ ପ୍ରାର୍ଥୀ ତଥା ଜଟଣୀ ନାଗରିକ କମିଟି ର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ। ଆଜି ପବିତ୍ର ଅକ୍ଷିତୃତୀୟା ଉପଲକ୍ଷେ ଭୁବନେଶ୍ୱର ବ୍ଲକ ମେଣ୍ଢାଶାଳ ନିକଟରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ଙ୍କ ନେତୃତ୍ୱରେ ଅକ୍ଷୀ ମୁଠି ଅନୁକୂଳ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ମେଣ୍ଢାଶାଳ ପଞ୍ଚାୟତ ର ମୁରବି ଭାସ୍କର ବାହିନୀପତି, ନଗେନ ସିଂ, ଭାସ୍କର ଚନ୍ଦ୍ର ସୁବୁଦ୍ଧି, ହରିହର ସାମନ୍ତରାୟ, ଚନ୍ଦକା ପଞ୍ଚାୟତ ର ପ୍ରତାପ ଚନ୍ଦ୍ର ବେହେରା, କୁସୁମାଟି ଛଣଘର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ସିଦ୍ଧେସ୍ୱର ବେହେରା, ବିଜୟ ଚନ୍ଦ୍ର ପ୍ରଧାନ, ଶେଖ ସହାଜାହାନ, ବିଷ୍ଣୁ ଚରଣ ବାହିନୀପତି, ଯାଆଁଳା ପଞ୍ଚାୟତଜଟଣୀ ବ୍ଲକ କଂଗ୍ରେସ ସଭାପତି ପୁପୁ ପଟ୍ଟନାୟକ,ବିପ୍ର ଚରଣ ସାମନ୍ତରାୟ ବେଣୁଧର ନାୟକ, କଳିଙ୍ଗ କୁମାର ସାହୁ,ଗଙ୍ଗାପଡା ପାଞ୍ଚୟତ ପିଣ୍ଟୁ ମହାରଥୀ,ରାଜ୍ୟ ଯୁବ ବିଜେଡି ସମ୍ପାଦକ ଜ୍ଞାନ ରଞ୍ଜନ ମାନସିଂହ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସଂକେତ ପlଟ୍ଟଶାଣି,ସୂର୍ଯ୍ୟକାନ୍ତ ବଳିୟାରସିଂ, ସୁନୀଲ ପରିଡା, ଯତୀନ ପ୍ରିୟ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ.

- Post by ମନୋଜ କୁମାର ପୁଣ୍ଟିଆ1
- Post by NEWS MANORANJAN1
- Post by KSHIROD CHANDRA PANDA1
- Post by Gagan Bhoi1
- Post by Prabhati Sahoo1
- କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,1
- ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।1
- Post by NEWS MANORANJAN1