logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆମ୍ ଆଦମୀ ପାର୍ଟିର ଚାରୋଟି ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନତା ଦିବସ ପାଳନ ଢେଙ୍କାନାଳ : ୭୯ ତମ ସ୍ବାଧିନତା ଦିବସ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ଏହି ଅବସରରେ ବରିଷ୍ଠ ନାଗରିକ ଅକ୍ଷୟ ପଟ୍ଟନାୟକ ଓ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିଳିତ ଭାବେ ପତାକା ଉତ୍ତୋଳନ କରିଥିଲେ, ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ମିଟୁ ମହାପାତ୍ର, ଇଂ ସ୍ୱାଗତ ସିଂହ, ସୁଧନ୍ୟ ନାଏକ, ରଚିତା ନାଏକ, ପ୍ରଶନ୍ନ ବରାଳ, ପିତାମ୍ବର ସାମନ୍ତରାୟ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ l ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ଠାରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଧଳଙ୍କ ସହିତ ଶତ୍ରୁଘ୍ନ ଭୂୟାଁ ଓ ବିଭୂରଞ୍ଜନ ସାହୁ ଧ୍ବଜାରୋହଣ କରି ସ୍ଵାଧୀନ ଭାରତରେ ନାଗରିକଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ସେହିପରି କାମାକ୍ଷାନଗର ଉପଖଣ୍ଡ ସଭାପତି ସୁବୋଧ ବେହେରା ଉପଖଣ୍ଡ ସ୍ତରୀୟ କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଆଜିର ଏହି ଉତ୍ସବରେ ଜିଲ୍ଲାର ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହର୍ଷୋଲ୍ଲାସର ସହିତ ମିଷ୍ଟାନ୍ନ ଖୁଆଇ ସ୍ୱାଧୀନତା ଦିବସ ପାଳନ କରିଥିଲେ l

on 15 August
user_Tapasdas
Tapasdas
Journalist Dhenkanal•
on 15 August
685efcda-d1b4-4765-a4c4-b05605350eb6

ଆମ୍ ଆଦମୀ ପାର୍ଟିର ଚାରୋଟି ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନତା ଦିବସ ପାଳନ ଢେଙ୍କାନାଳ : ୭୯ ତମ ସ୍ବାଧିନତା ଦିବସ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ଏହି ଅବସରରେ ବରିଷ୍ଠ ନାଗରିକ ଅକ୍ଷୟ ପଟ୍ଟନାୟକ ଓ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିଳିତ ଭାବେ ପତାକା ଉତ୍ତୋଳନ କରିଥିଲେ, ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ମିଟୁ ମହାପାତ୍ର, ଇଂ ସ୍ୱାଗତ ସିଂହ, ସୁଧନ୍ୟ ନାଏକ, ରଚିତା

97c35757-c2e7-4469-92a7-7cb7d62f03f8

ନାଏକ, ପ୍ରଶନ୍ନ ବରାଳ, ପିତାମ୍ବର ସାମନ୍ତରାୟ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ l ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ଠାରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଧଳଙ୍କ ସହିତ ଶତ୍ରୁଘ୍ନ ଭୂୟାଁ ଓ ବିଭୂରଞ୍ଜନ ସାହୁ ଧ୍ବଜାରୋହଣ କରି ସ୍ଵାଧୀନ ଭାରତରେ ନାଗରିକଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ସେହିପରି କାମାକ୍ଷାନଗର ଉପଖଣ୍ଡ ସଭାପତି ସୁବୋଧ ବେହେରା ଉପଖଣ୍ଡ ସ୍ତରୀୟ କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଆଜିର ଏହି ଉତ୍ସବରେ ଜିଲ୍ଲାର ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହର୍ଷୋଲ୍ଲାସର ସହିତ ମିଷ୍ଟାନ୍ନ ଖୁଆଇ ସ୍ୱାଧୀନତା ଦିବସ ପାଳନ କରିଥିଲେ l

More news from Cuttack and nearby areas
  • ଆଠଗଡ଼ ମହୋତ୍ସବ -2025
    1
    ଆଠଗଡ଼ ମହୋତ୍ସବ -2025
    user_Narendra Kumar Das
    Narendra Kumar Das
    Cuttack•
    20 hrs ago
  • ମିନି କେଦାରନାଥ ର ଦେଖନ୍ତୁ
    3
    ମିନି କେଦାରନାଥ ର ଦେଖନ୍ତୁ
    user_Rajendra kumar sahoo
    Rajendra kumar sahoo
    Grain Trader Cuttack•
    13 hrs ago
  • OTV କିସ୍ କୁ ବିରୋଧ କରୁଛି କଣ ପାଇଁ
    1
    OTV କିସ୍ କୁ ବିରୋଧ କରୁଛି କଣ ପାଇଁ
    user_Thabira Majhi
    Thabira Majhi
    Khordha•
    19 hrs ago
  • वाइल्डलाइफ सफारी के दौरान कैमरे में कैद हुआ एक बेहद अनोखा नज़ारा सोशल मीडिया पर तेजी से वायरल हो रहा है। वीडियो में एक वॉर्थॉग की पीठ पर बैठा मीरकैट दिखाई दे रहा है, जिसे लोग मज़ाकिया अंदाज़ में रियल-लाइफ “पुम्बा और टिमोन” कह रहे हैं। यह प्यारा और दुर्लभ पल जंगल की दोस्ती को दर्शाता है, जिसने इंटरनेट यूज़र्स का दिल जीत लिया है। #ViralVideo #WildlifeSafari #PumbaaAndTimon #NatureLovers #CuteAnimals #InternetBreaking #WildlifeMoments
    1
    वाइल्डलाइफ सफारी के दौरान कैमरे में कैद हुआ एक बेहद अनोखा नज़ारा सोशल मीडिया पर तेजी से वायरल हो रहा है। वीडियो में एक वॉर्थॉग की पीठ पर बैठा मीरकैट दिखाई दे रहा है, जिसे लोग मज़ाकिया अंदाज़ में रियल-लाइफ “पुम्बा और टिमोन” कह रहे हैं। यह प्यारा और दुर्लभ पल जंगल की दोस्ती को दर्शाता है, जिसने इंटरनेट यूज़र्स का दिल जीत लिया है।
#ViralVideo #WildlifeSafari #PumbaaAndTimon #NatureLovers #CuteAnimals #InternetBreaking #WildlifeMoments
    user_द संक्षेप
    द संक्षेप
    Media company Jagatsinghpur•
    5 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    14 hrs ago
  • ବୌଦ୍ଧ ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ I #boudhkhabar #ବୌଦ୍ଧ
    1
    ବୌଦ୍ଧ ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ I #boudhkhabar #ବୌଦ୍ଧ
    user_Ranjan Kumar Dash
    Ranjan Kumar Dash
    Journalist Boudh•
    21 hrs ago
  • ସାରା ବିଶ୍ୱ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ବେଳେ ହଜାର ହଜାର ଗଛ କାଟି ବାରିପଦାରେ ବସଷ୍ଟାଣ୍ଡ ନିର୍ମାଣ କରିବାର ଜିଦ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଅଭିଯୋଗ କରାଯାଇଛି...
    1
    ସାରା ବିଶ୍ୱ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ବେଳେ ହଜାର ହଜାର ଗଛ କାଟି ବାରିପଦାରେ ବସଷ୍ଟାଣ୍ଡ ନିର୍ମାଣ କରିବାର ଜିଦ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଅଭିଯୋଗ କରାଯାଇଛି...
    user_Shiba Shankar
    Shiba Shankar
    Journalist Mayurbhanj•
    10 hrs ago
  • OTV ମାଲିକ ଏ କୁନି ଝିଅ ର ବାପା ଙ୍କୁ ମାରିଦେଲେ କି?
    1
    OTV ମାଲିକ ଏ କୁନି ଝିଅ ର ବାପା ଙ୍କୁ ମାରିଦେଲେ କି?
    user_Thabira Majhi
    Thabira Majhi
    Khordha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.