logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଳଭଦ୍ର ଙ୍କ ଜନ୍ମ ଦିନ ଓ ରକ୍ଷା ବନ୍ଧନ ପାଳନ କଲେ ଗଡମଧୁପୁର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ । ବଳଭଦ୍ର ଙ୍କ ଜନ୍ମ ଦିନ ଓ ରକ୍ଷା ବନ୍ଧନ ପାଳନ କଲେ ଗଡମଧୁପୁର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ । ରାକ୍ଷୀ ବନ୍ଧନ ଭାଇ ଭଉଣୀ ର ଅତୁଟ ବନ୍ଧନ ହେଉଛି ରକ୍ଷା ବନ୍ଧନ । ତ୍ରେତୟା ହେଉ ବା ଦ୍ୱାପର ଯୁଗ ଯୁଗ ରୁ ଏହି ସମ୍ପରକ ରହି ଅଛି।ଏହି ରକ୍ଷା ବନ୍ଧନ ପାଳନ କରିଛନ୍ତି ଗଡମଧୁପୁର ପଞ୍ଚାୟତ ର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅକ୍ଷ କୁମାର ଦାସ, ଙ୍କ ତତ୍ତ୍ୱ ବ୍ଧାନ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରାରମ୍ଭ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀ ମାନେ ପ୍ରଥମେ ଗୋ ମାତା ଙ୍କୁ ପୂଜା ଅର୍ଚ୍ଚନା କରି ଥିଲେ। ପରେ ନିଜ ର ସହପାଠୀ ବଡ ଭାଇ ଭଉଣୀ ଓ ଗୁରୁଜି ଗୁରୁମା ଓ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ ଏବଂ ଗାଁ ପରି ଦର୍ଶନ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଡାକ୍ତର, ନର୍ସ, ଏବଂ ଗ୍ରାମବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ । ଏଥିରେ ବିଶେଷ ଅତିଥି ଭାବେ ସାମ୍ୱାଦିକ ଏବଂ ସେଚ୍ଛାସେବୀ ଅକାଶ ଧିର ଯୋଗ ଦେଇଥିଲେ । ଓ ବିଦ୍ୟାଳୟର ଶିକ୍ଷୟତ୍ରୀ,ସସ୍ମିତା ରାଏ (ଦିବା ପର୍ଯ୍ୟାୟ ପ୍ରମୁଖ ),ପ୍ରଭାସିନୀ ବେହୁରା (ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ),ମଧୁସ୍ମିତା ପଣ୍ଡା,ତିଲୋତ୍ତମା ବାରିକ,ପ୍ରିୟଙ୍କା ନାୟକ, ଶିକ୍ଷକ ଅଜୟ ମିଶ୍ର, ମାନସ ରଞ୍ଜନ ବଳ, କାହ୍ନା ବେହେରା,ଦୀପ୍ତିମୟୀ ଜେନା,ନେବେଦିତା ନାୟକ,ରୂପଶ୍ରୀ ବେହେରା,ତିଲୋତ୍ତମା ଦଳେଇ,ଅରୁଣ କୁମାର ମିଶ୍ର ,ବିଳାଶିନୀ ବେହେରା,କୁମାରୀ ପଲେଇ,କୁମାରୀ ପଲେଇ ପ୍ରମୁଖ ଉପ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁ ରୁପେ ନିର୍ବାହନ କରିଥିଲେ ।

1 hr ago
user_Akash Abhishek Dhir
Akash Abhishek Dhir
Graphic designer ଧର୍ମଶାଳା, ଯାଜପୁର, ଓଡ଼ିଶା•
1 hr ago
81cd8458-7dfb-4a76-9961-0fabbfb4d052

ବଳଭଦ୍ର ଙ୍କ ଜନ୍ମ ଦିନ ଓ ରକ୍ଷା ବନ୍ଧନ ପାଳନ କଲେ ଗଡମଧୁପୁର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ । ବଳଭଦ୍ର ଙ୍କ ଜନ୍ମ ଦିନ ଓ ରକ୍ଷା ବନ୍ଧନ ପାଳନ କଲେ ଗଡମଧୁପୁର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ । ରାକ୍ଷୀ ବନ୍ଧନ ଭାଇ ଭଉଣୀ ର ଅତୁଟ ବନ୍ଧନ ହେଉଛି ରକ୍ଷା ବନ୍ଧନ । ତ୍ରେତୟା ହେଉ ବା ଦ୍ୱାପର ଯୁଗ ଯୁଗ ରୁ ଏହି ସମ୍ପରକ ରହି ଅଛି।ଏହି ରକ୍ଷା ବନ୍ଧନ ପାଳନ କରିଛନ୍ତି ଗଡମଧୁପୁର ପଞ୍ଚାୟତ ର ସରସ୍ୱାତୀସିଶୁବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅକ୍ଷ କୁମାର ଦାସ, ଙ୍କ ତତ୍ତ୍ୱ ବ୍ଧାନ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରାରମ୍ଭ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀ ମାନେ ପ୍ରଥମେ ଗୋ ମାତା ଙ୍କୁ ପୂଜା ଅର୍ଚ୍ଚନା କରି ଥିଲେ। ପରେ

f5c69052-c368-4844-b57a-0883d32e2173

ନିଜ ର ସହପାଠୀ ବଡ ଭାଇ ଭଉଣୀ ଓ ଗୁରୁଜି ଗୁରୁମା ଓ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ ଏବଂ ଗାଁ ପରି ଦର୍ଶନ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଡାକ୍ତର, ନର୍ସ, ଏବଂ ଗ୍ରାମବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ । ଏଥିରେ ବିଶେଷ ଅତିଥି ଭାବେ ସାମ୍ୱାଦିକ ଏବଂ ସେଚ୍ଛାସେବୀ ଅକାଶ ଧିର ଯୋଗ ଦେଇଥିଲେ । ଓ ବିଦ୍ୟାଳୟର ଶିକ୍ଷୟତ୍ରୀ,ସସ୍ମିତା ରାଏ (ଦିବା ପର୍ଯ୍ୟାୟ ପ୍ରମୁଖ ),ପ୍ରଭାସିନୀ ବେହୁରା (ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ),ମଧୁସ୍ମିତା ପଣ୍ଡା,ତିଲୋତ୍ତମା ବାରିକ,ପ୍ରିୟଙ୍କା ନାୟକ, ଶିକ୍ଷକ ଅଜୟ ମିଶ୍ର, ମାନସ ରଞ୍ଜନ ବଳ, କାହ୍ନା ବେହେରା,ଦୀପ୍ତିମୟୀ ଜେନା,ନେବେଦିତା ନାୟକ,ରୂପଶ୍ରୀ ବେହେରା,ତିଲୋତ୍ତମା ଦଳେଇ,ଅରୁଣ କୁମାର ମିଶ୍ର ,ବିଳାଶିନୀ ବେହେରା,କୁମାରୀ ପଲେଇ,କୁମାରୀ ପଲେଇ ପ୍ରମୁଖ ଉପ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁ ରୁପେ ନିର୍ବାହନ କରିଥିଲେ ।

More news from Odisha and nearby areas
  • ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ  ବୋଲି ଜଣାପଡ଼ିଛି 
ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ  ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    41 min ago
  • ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି। ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
    1
    ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    45 min ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ  ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର  ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି
    1
    କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    1
    ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ #LatestNews #UpdateNews #apanankakhabara #boudha #news #OdishaNews #odisha
    1
    ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ  
ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ  #LatestNews #UpdateNews #apanankakhabara #boudha #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    23 hrs ago
  • ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    1
    ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll 
ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.