Shuru
Apke Nagar Ki App…
କୋଣାର୍କ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟ ରାସ୍ତା ପାର୍ଶୋରେ ଭାରସାମ୍ଯ ହରାଇ ପୁରୀର ଏକ ପର୍ଯ୍ଯଟକ ବସ ଟାଭେରା ଗାଡିକୁ କୁ ଧକ୍କାଦେଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା। କୋଣାର୍କ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟ ରାସ୍ତା ପାର୍ଶୋରେ ଭାରସାମ୍ଯ ହରାଇ ପୁରୀର ଏକ ପର୍ଯ୍ଯଟକ ବସ ଟାଭେରା ଗାଡିକୁ କୁ ଧକ୍କାଦେଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା।
Rashmi Babu Reporter gop
କୋଣାର୍କ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟ ରାସ୍ତା ପାର୍ଶୋରେ ଭାରସାମ୍ଯ ହରାଇ ପୁରୀର ଏକ ପର୍ଯ୍ଯଟକ ବସ ଟାଭେରା ଗାଡିକୁ କୁ ଧକ୍କାଦେଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା। କୋଣାର୍କ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟ ରାସ୍ତା ପାର୍ଶୋରେ ଭାରସାମ୍ଯ ହରାଇ ପୁରୀର ଏକ ପର୍ଯ୍ଯଟକ ବସ ଟାଭେରା ଗାଡିକୁ କୁ ଧକ୍କାଦେଇଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା।
More news from ଓଡ଼ିଶା and nearby areas
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା? କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- କଟକ ସହରର ବିଭିନ୍ନ ବ୍ରିଜ୍ ଉପରେ ଉଠୁଛି ଗଛ! ବ୍ରିଜ୍ ପାଇଁ ବଢୁଛି ବିପଦ, ପ୍ରଶାସନ କାହିଁକି ନିରବଦ୍ରଷ୍ଟା?1
- 'ଖଣିଜ ସମ୍ପଦ ଓଡ଼ିଶାବାସୀଙ୍କ ଅଧିକାର’—ପୁରୀରେ ଗର୍ଜିଲେ ବିରୋଧୀ ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ପୁରୀରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଓ ସର୍ବଦଳୀୟ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ଅବସରରେ ଡବଲ୍ ଇଞ୍ଜିନ୍ ସରକାର ବିରୋଧରେ ନାରାବାଜି ସହ ଆଇନ ପ୍ରତ୍ୟାହାର ପାଇଁ ଦାବି ଉଠିଛି। ପୁରୀରେ ଦେଖିବାକୁ ମିଳିଛି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକର ଶକ୍ତି ପ୍ରଦର୍ଶନ। ଖଣି ଏବଂ ଖଣିଜ ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ଆୟୋଜିତ ହୋଇଥିଲା ବିଶାଳ ମଶାଲ ଶୋଭାଯାତ୍ରା। ପରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ପ୍ରତିବାଦ ସଭା। ସଭାରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶାର ଅମୂଲ୍ୟ ଖଣିଜ ସମ୍ପଦ କୌଣସି ସରକାର କିମ୍ବା କର୍ପୋରେଟ୍ ସ୍ୱାର୍ଥର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାବାସୀଙ୍କ ଅଧିକାର ଓ ଭବିଷ୍ୟତର ସମ୍ପଦ ବୋଲି ମତ ପ୍ରକାଶ ପାଇଛି। ଜନସ୍ୱାର୍ଥକୁ ପଛରେ ପକାଇ କୌଣସି ଜନବିରୋଧୀ ନୀତି ଗ୍ରହଣ କରାଗଲେ ଏହାକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଦିଆଯାଇଛି ଚେତାବନୀ। ଗାଁରୁ ସହର ଏବଂ ରାସ୍ତାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଇଣ୍ଡିଆ ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି। ରିପୋର୍ଟ: ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ।4
- କାଳିଆ ସାଆନ୍ତେ ହୋ ତୁମ ବଡ଼ଦାଣ୍ଡ କୁ ମତେ ଟିକେ ଟାଣି ଟାଣି ନିଅ ହେ ସାଆନ୍ତେ ⭕❗⭕🙏1
- ଯେତେବେଳେ ଓଡିଶା ଏକ ଲକ୍ଷ୍ୟ କୋଟି ଟଙ୍କା ହରଉଛି,ସେତେବେଳେ ମୁଖ୍ୟମନ୍ତ୍ରୀ ଓ ୨୦ ସାଂସଦ କାହିଁକି ଚୁପ:ବିଜେଡି1
- ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର1
- ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଡିଓ ଭାଇରାଲ । ହୋମଗାର୍ଡ ହାତରେ କରୁଥିଲେ ଚାଲାଣ । ବୌଦ୍ଧ ଜିଲ୍ଲା ର ମାନଭଞ୍ଜନ ଜଗଦଲା ନାମକ ଜଣେ ହୋମଗାର୍ଡଙ୍କୁ ଗଞ୍ଜେଇ ଦେଇ ବାହାରକୁ ଚାଲାଣ। କରୁଥିଲେ ବାଘିଆପଡା ଫାଣ୍ଡି ବାବୁ । ତେବେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଉକ୍ତ ହୋମଗାର୍ଡ ପୋଲିସ ଚେକିଂରେ ଧରାପଡ଼ିଥିବା ବେଳେ ହୋମଗାର୍ଡ ଜଣକ ତାଙ୍କୁ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଗଞ୍ଜେଇ ଦେଇଥିବା କହିଥିବା ଦାବି ହେଉଛି ଭାଇ ରାଲ୍ ଓଡ଼ିଅରେ । ପରେ ଏହି ଘଟଣାକୁ ନେଇ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କର ଫୋନ୍ ବାର୍ତ୍ତାଳାପ ହୋଇଥିବା ଏବଂ ତାହାର ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଡିଓରେ ଗଞ୍ଜେଇ ଦେବା ଘଟଣାକୁ ନେଇ ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଥିବା ଦାବି ହେଉଛି। ତେବେ ଏହି ଅଡିଓରେ ଗଞ୍ଜେଇ କାରବାରରେ ଫାଣ୍ଡି ବାବୁ ବଘିଆପଡ଼ା ଫାଣ୍ଡି ରେ ଜବତ ହୋଇଥିବା ଗଞ୍ଜେଇ କୁ ୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଦେଇ ଜଣେ ହୋମଗାର୍ଡ କୁ ବିକ୍ରି କରିବାକୁ ଦେଇ ଥିଲେ ।। ରାତି ଅଧରେ ଫାଣ୍ଡିରୁ ଗଞ୍ଜେଇ ନେଇ ବାହାରିଥିଲେ ହୋମଗାର୍ଡ। ଉଦ୍ଦେଶ୍ୟ ଥିଲା ଗଞ୍ଜେଇ ବିକ୍ରି କରିବା। ହେଲେ ହାଟଗାଁ ନିକଟରେ ପୋଲିସ ଚେକିଂ ବେଳେ ଧରାପଡ଼ିଗଲେ। ଆଉ ଧରାପଡ଼ିବା ପରେ ଯାହା କହିଲେ, ତାହା ଏବେ ବୌଦ୍ଧ ପୋଲିସକୁ ଅଡୁଆରେ ପକାଇଛି।1
- ନିଆଳୀ ପାଇଁ ନୂତନ ନାରୀ ନେତ୍ରୀ ଙ୍କ ଯୋଗଦାନ କଂଗ୍ରେସ ଶିବିର ଉତ୍ସାହ1