logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ; ରାୟଗଡା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗୁଣପୁର / ରାୟଗଡା - ମହିଳାଙ୍କ ଅଧିକାରକୁ ନେଇ ରାଜନୀତି ନୁହେଁ ବରଂ ସ୍ପଷ୍ଟତା ଆବଶ୍ୟକ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ଆଜି ରାୟଗଡା ଠାରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରର ମହିଳା ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଛି। ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ସର୍ବଦଳୀୟ ସହମତିରେ ପାସ ହୋଇସାରିଛି ଏବଂ ଗତ ୧୬ ଏପ୍ରିଲ ୨୦୨୬ରୁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଆଗାମୀ ନିର୍ବାଚନକୁ ଆଖିରେ ରଖି ୨୦୧୧ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ବିଲ୍ ପାସ କରାଇବାକୁ ଯୋଜନା କରୁଛନ୍ତି, ଯାହାକୁ ବିରୋଧୀ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବର୍ତ୍ତମାନ ଦେଶରେ ଜନଗଣନା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ପରେ ହିଁ ନୂତନ ଜନସଂଖ୍ୟା ଭିତ୍ତିରେ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ଶାସନ ସମୟରେ ହିଁ ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ପ୍ରକୃତ ସଂରକ୍ଷଣ ଓ ଅଧିକାର ପ୍ରଦାନ କରାଯାଇଥିଲା ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କେନ୍ଦ୍ରର ବର୍ତ୍ତମାନର ଯୋଜନା କେବଳ ଭୋଟ୍ ହାତେଇବା ପାଇଁ ଏକ ଚାଲ୍ ବୋଲି କୁହାଯାଇଛି। ​ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତ୍ରୀ ରତ୍ନମଣୀ ଉଲ୍ଲାକା, ପର୍ଯ୍ୟବେକ୍ଷକ ବଖାଳୀ ସେଠୀ, ମୁରଲୀଧର ନାୟକଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସତ୍ୟକୁ ଜାଣି ସଚେତନ ହେବାକୁ ଅଞ୍ଚଳବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି।

4 hrs ago
user_Gunupur Updates
Gunupur Updates
Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    5 hrs ago
  • ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    1
    ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ଶୁଣନ୍ତି ଦେଖନ୍ତୁ 🙏🙏🙏
    1
    ଶୁଣନ୍ତି ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    7 hrs ago
  • ମା ଅର୍ଥାତ୍ ଈଶ୍ୱର ଙ୍କ ନା ନେଇ ଟଙ୍କା ଖାଇଦେଲେ ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମା ଅର୍ଥାତ୍ ଈଶ୍ୱର ଙ୍କ ନା ନେଇ ଟଙ୍କା ଖାଇଦେଲେ ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
  • କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    1
    କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    1
    🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପୋଲସରା ୨୨/୦୪/୨୬ ମହିଳା ମାନଙ୍କ ପାଇଁ ସଂରକ୍ଷଣ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବାକୁ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ଜରିଆରେ କଂଗ୍ରେସ, ବିଜେଡି ଓ ଅନ୍ୟ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ପୋଲସରା ଅବନ୍ତି ନଗର ବିଜେପି କାର୍ଯ୍ୟାଳୟ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରାରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ପ୍ରତିକ୍ରିୟା ରଖିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ 
ପୋଲସରା ୨୨/୦୪/୨୬ ମହିଳା ମାନଙ୍କ ପାଇଁ ସଂରକ୍ଷଣ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବାକୁ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ଜରିଆରେ କଂଗ୍ରେସ, ବିଜେଡି ଓ ଅନ୍ୟ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ପୋଲସରା ଅବନ୍ତି ନଗର ବିଜେପି କାର୍ଯ୍ୟାଳୟ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରାରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ପ୍ରତିକ୍ରିୟା ରଖିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
  • କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    1
    କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ବିଶ୍ୱ ଧରିତ୍ରୀ ଦିବସରେ ସାଇକେଲ ରାଲିରେ ବାହାରି ଜୟପୁର ଜନ ସାଧାରଣଙ୍କୁ କଲେ ସଚେତନା
    1
    ବିଶ୍ୱ ଧରିତ୍ରୀ ଦିବସରେ ସାଇକେଲ ରାଲିରେ ବାହାରି ଜୟପୁର ଜନ ସାଧାରଣଙ୍କୁ କଲେ ସଚେତନା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.