logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରତିବର୍ଷ ପରି ଏ ବର୍ଷ ନୀଳାଚଳ ଅଟୋ ଡ୍ରାଇଭର ଆସୋସିଏସନ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।ଏହି ଦିବସରେ ସଂଘର ସମ୍ପାଦକ ଦୀନମଣୀ ସାହୁ ଙ୍କ ତତ୍ୱବଧାନରେ ପରିଚାଳନା କରାଯାଇଥିଲା।ଅନୁଷ୍ଠାନର ସଭାପତି ଦୀପକ କୁମାର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ତାଙ୍କ ଅଭିଭାଷଣରେ ଏକତ୍ରିତ ରହି ଅହିଂସାନୀତିରେ ଚାଲିଲେ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି ହେବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଙ୍ଘର ସମ୍ପାଦକ ଦିନମଣି ସାହୁ,ସହ ସମ୍ପାଦକ କାହ୍ନୁ ଚରଣ ସାହୁ ଉପସଭାପତି ରବିନାରାୟଣ ମିଶ୍ର ସମସ୍ତ କାର୍ଯ୍ୟକର୍ତା କମିଟି ଏବଂ ସାଧାରଣ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

13 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
13 hrs ago

ପ୍ରତିବର୍ଷ ପରି ଏ ବର୍ଷ ନୀଳାଚଳ ଅଟୋ ଡ୍ରାଇଭର ଆସୋସିଏସନ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।ଏହି ଦିବସରେ ସଂଘର ସମ୍ପାଦକ ଦୀନମଣୀ ସାହୁ ଙ୍କ ତତ୍ୱବଧାନରେ ପରିଚାଳନା କରାଯାଇଥିଲା।ଅନୁଷ୍ଠାନର ସଭାପତି ଦୀପକ କୁମାର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ତାଙ୍କ ଅଭିଭାଷଣରେ ଏକତ୍ରିତ ରହି ଅହିଂସାନୀତିରେ ଚାଲିଲେ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି ହେବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଙ୍ଘର ସମ୍ପାଦକ ଦିନମଣି ସାହୁ,ସହ ସମ୍ପାଦକ କାହ୍ନୁ ଚରଣ ସାହୁ ଉପସଭାପତି ରବିନାରାୟଣ ମିଶ୍ର ସମସ୍ତ କାର୍ଯ୍ୟକର୍ତା କମିଟି ଏବଂ ସାଧାରଣ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ଖଣ୍ଡଗିରି ମେଳାରେ ନାଗା ବାବା ମୋହନ ଗିରି#hhighlights#news#livenews#odia
    1
    ଖଣ୍ଡଗିରି ମେଳାରେ ନାଗା ବାବା ମୋହନ ଗିରି#hhighlights#news#livenews#odia
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    Journalist ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    9 hrs ago
  • Post by HEMANTA KUMAR BHARADAJ
    1
    Post by HEMANTA KUMAR BHARADAJ
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Pharmacist Cuttack (M.Corp.) P.S, Odisha•
    22 hrs ago
  • ରସ ଲିଲା
    1
    ରସ ଲିଲା
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    16 hrs ago
  • ପାରାଦୀପ ର ବିଭିନ୍ନ ସ୍ଥାନରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ, ପାରାଦୀପ ଆଦର୍ଶ ଥାନା, ପାରାଦୀପ ବନ୍ଦର ଓ ଇଫକୋ ତରଫରୁ ଗଣତନ୍ତ୍ର ଦିବସ ପାଳନ ଅବସରରେ...
    1
    ପାରାଦୀପ ର ବିଭିନ୍ନ ସ୍ଥାନରେ ୭୭ ତମ ଗଣତନ୍ତ୍ର ଦିବସ ପାଳନ, ପାରାଦୀପ ଆଦର୍ଶ ଥାନା, ପାରାଦୀପ ବନ୍ଦର ଓ ଇଫକୋ ତରଫରୁ ଗଣତନ୍ତ୍ର ଦିବସ ପାଳନ ଅବସରରେ...
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    11 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    21 hrs ago
  • ଦେଢ଼ ବର୍ଷ ହେଲା ବିକାଶ ହେବ ହେବ ବୋଲି କହୁଛନ୍ତି:ଦେବୀ ମିଶ୍ର
    1
    ଦେଢ଼ ବର୍ଷ ହେଲା ବିକାଶ ହେବ ହେବ ବୋଲି କହୁଛନ୍ତି:ଦେବୀ ମିଶ୍ର
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    Journalist ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.