logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଏସ କରଡ଼ାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁଵାରକ ଅଲ୍ଲୀ ପ୍ରମୁଖ ଜନ ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି ଏସ କରଡାସିଂ ଗ୍ରାମ ପଞ୍ଚାୟତ ସମେତ କରଡାସିଂ , ଲାଇଲାଇ, ଓ ନାରାୟଣପୁର ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୭୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୧୮ ଗୋଟି ,ଗ୍ରାମ ଭିତ୍ତିକ ସମସ୍ୟା ୫୭ ଗୋଟି ଅଭିଯୋଗ ଆସିଥିଲା ଓ ଗୋଟିଏ ଅଭିଯୋଗ କୁ ତୁରନ୍ତ ସମାଧାନ କରଯାଇଛି।ସେଥିମଧ୍ୟରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ୬ ଜଣଙ୍କୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ୍ କରାଯାଇଛି। ସେହିପରି ଜଣ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସି ନାୟକ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତିରାଜ ପାଣି, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ,ତହସିଲଦାର,ସ୍ଥାନୀୟ ସମସ୍ତ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ଥିଲେ।

2 hrs ago
user_GUMMA UPDATE NEWS
GUMMA UPDATE NEWS
Journalist ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି l ମହୋତ୍ସବ ର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ର ଇଷ୍ଟଦେବୀ ମା ତାରାତାରିଣୀ ଙ୍କ ପୀଠରେ ପୂଜା ଅର୍ଚ୍ଚନା ପରେ ଏକ ମଶାଲ ଗୋପାଳପୁର ଅଭିମୁଖେ ବାହାରିଛି l ରାସ୍ତାରେ ବିଭିନ୍ନ ସ୍ଥାନରେ ଏହି ମଶାଲ ଜ୍ୟୋତି କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ମହୋତ୍ସବ ସଫଳ ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ପ୍ରତିନିଧି ମାନେ ମା ତାରାତାରିଣୀ ଙ୍କ ପୂଜାର୍ଚନା କରି ବହୁ ଆଡମ୍ବର ରେ ମଶାଲ ଜ୍ୟୋତି କୁ ମନ୍ଦିର ରୁ ଗୋପାଳପୁର ମହୋତ୍ସବ ଅଭିମୁଖେ ନିଆଯାଇଛି ।
    2
    ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି l ମହୋତ୍ସବ ର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ର ଇଷ୍ଟଦେବୀ ମା ତାରାତାରିଣୀ ଙ୍କ ପୀଠରେ ପୂଜା ଅର୍ଚ୍ଚନା ପରେ ଏକ ମଶାଲ ଗୋପାଳପୁର ଅଭିମୁଖେ ବାହାରିଛି l ରାସ୍ତାରେ ବିଭିନ୍ନ ସ୍ଥାନରେ ଏହି ମଶାଲ ଜ୍ୟୋତି କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ମହୋତ୍ସବ ସଫଳ ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ପ୍ରତିନିଧି ମାନେ ମା ତାରାତାରିଣୀ ଙ୍କ ପୂଜାର୍ଚନା କରି ବହୁ ଆଡମ୍ବର ରେ ମଶାଲ ଜ୍ୟୋତି କୁ ମନ୍ଦିର ରୁ ଗୋପାଳପୁର ମହୋତ୍ସବ ଅଭିମୁଖେ ନିଆଯାଇଛି ।
    user_Pitabas dash
    Pitabas dash
    Journalist ଆସିକା, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି କୁଲପଡିଆ କୋଟି କୋଟି ଟଙ୍କା ଠକେଇ ହୋଇଥିବା କାମବାସି ଅଭିଜୁକ କରିଥିଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି କୁଲପଡିଆ କୋଟି କୋଟି ଟଙ୍କା ଠକେଇ ହୋଇଥିବା କାମବାସି ଅଭିଜୁକ କରିଥିଲେ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab ||
    1
    ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab ||
    user_Odisha Prabhab
    Odisha Prabhab
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    12 hrs ago
  • ହଠାତ୍ ଲାଗିଗଲା ନିଆଁ ଆଉ ଚାଲିଗଲା 7ଜଣଙ୍କ ଜୀବନ ... #Kolkatta #fire #rending
    1
    ହଠାତ୍ ଲାଗିଗଲା ନିଆଁ ଆଉ ଚାଲିଗଲା 7ଜଣଙ୍କ ଜୀବନ ...
#Kolkatta #fire #rending
    user_Odisha Bhaskar
    Odisha Bhaskar
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    1
    ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି 
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    11 hrs ago
  • ଆମ ଗାଁ ରାସ୍ତା ଭଲ ନାହିଁ purusottompur to ranigam to karandapalli Village ରାସ୍ତା ଭଲ ନାହିଁ
    1
    ଆମ ଗାଁ ରାସ୍ତା ଭଲ ନାହିଁ 
purusottompur to ranigam to karandapalli Village  
ରାସ୍ତା ଭଲ ନାହିଁ
    user_G ABHIREDDY Reddy
    G ABHIREDDY Reddy
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    12 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    2 hrs ago
  • ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ  ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    1
    ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.