Shuru
Apke Nagar Ki App…
ଜିଲା ପାଳ ଙ୍କ ଅଭିଯୋଗ ଶୁଣାଣୀ। ବାରମ୍ବାର ଦାବି ସତ୍ତ୍ୱେ କାର୍ଯ୍ୟ କାରି ହେଉ ନାହିଁ।
HABIL DONGRI
ଜିଲା ପାଳ ଙ୍କ ଅଭିଯୋଗ ଶୁଣାଣୀ। ବାରମ୍ବାର ଦାବି ସତ୍ତ୍ୱେ କାର୍ଯ୍ୟ କାରି ହେଉ ନାହିଁ।
More news from ଓଡ଼ିଶା and nearby areas
- କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ୫୭ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦାମନଯୋଡି ସୁରକ୍ଷା ବିହାର ଠାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ନାଲକୋର ବିଭିନ୍ନ ବିଭାଗର ଚିଫ୍ ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଶିଳ୍ପ ନିରାପତ୍ତା ସହ ଦେଶର ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନଙ୍କ କାର୍ଯ୍ୟଶୈଳୀ ଅତୀବ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ସମଗ୍ର ଦେଶରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ,ବିମାନବନ୍ଦର,ମେଟ୍ରୋ ଏବଂ ଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ସିଆଇଏସଏଫ ଯବାନଙ୍କ କାର୍ଯ୍ୟ ଦକ୍ଷତା ଉପରେ କମାଣ୍ଡାଣ୍ଟ ଶ୍ରୀ ଆର୍ଯ୍ୟ ଆଲୋକପାତ କରିଥିଲେ।ସେହିପରି ଅଗ୍ନି ନିରାପତ୍ତା କ୍ଷେତ୍ରରେ ଅଗ୍ନିଶମ ଯବାନଙ୍କ ସାହସିକତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାସହିତ ବିଗତ ଦିନରେ ନାଲକୋ ମାଇନ୍ସ ନକ୍ସଲ ଆଟାକରେ ପ୍ରାଣବଳି ଦେଇଥିବା ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଆଖିରେ କଳା ପଟି ବାନ୍ଧି ଯବାନଙ୍କ ରାଇଫଲ୍ସ ଚାଳନା, ଶକ୍ତି ପ୍ରଦର୍ଶନ ଏବଂ ଯବାନ ପରିବାର ପିଲାମାନଙ୍କ ତାଇକୋଣ୍ଡ ମାର୍ଶାଲ ଆର୍ଟ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣୀୟ କରିଥିଲା।1
- ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଈ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡ଼ଃ ରାଜେନ୍ଦ୍ର ପାତ୍ର1
- ଜୟପୁର: ତାରା ପ୍ରସାଦ ବାହିନୀପତି ଜୟପୁର ବିଧାୟକଙ୍କ ନେତୃତ୍ୱରେ ଜୟପୁର ସେବା ପେପର୍ ମିଲ୍ ପୁନରୁଦ୍ଧାର ଓ ପୁନର୍ବାର ଚାଲୁ କରାଇବା ପାଇଁ ଦୁଇଟି ୟୁନିଅନର ସଦସ୍ୟା ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି।1
- ବିଷମକଟକ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଏସପି ଙ୍କ ଦ୍ୱାରା ପ୍ରଶଂସିତ1
- ଶୁଭ ବିବାହ ତାରିଖ/8/3/261
- ବର୍ଷ ବିଜେଡି ଶାସନ ଭିତରେ ତୁଙ୍ଗନେତା ଜନକଲ୍ୟାଣ ନାମ ରେ ନିଜ ଦଳର କର୍ମୀଙ୍କୁ ଆର୍ଥୀକ ସମ୍ବଳ ଯୋଗାଇ କଲ୍ୟାଣହି କାଗଜ କଲମରେ ଲିପିବଦ୍ଧ ହେ।ଇ ରହିଗଲା। ଯେଉଥି ପାଇଁ ଜନତା ଜନାର୍ଦନ ବିଜେଡି ସରକାରକୁ ପଦଚ୍ୟୁତ କଲେ। ହେଲେ ଓଡିଶାରେ ବିଜେପି ସରକାରର ଶାସନ ଚାଲୁଥିବା ବେଳେ ରାୟଗଡା ଜିଲ୍ଲାର ଏକ ପ୍ରକାର କଂଗ୍ରେସ ସରକାର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।1
- ନିମାପଡା : ପୋଲିସର ନିର୍ଯ୍ୟାତନା ସହି ନ ପାରି ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ଉତ୍ତ୍ୟକ୍ତ ଲୋକେ1
- କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟ ର ୩ ଜଣ ଛାତ୍ର କୋଲାବ ଜଲଭଣ୍ଡାରରେ ବୁଡି ମୃତ୍ୟୁ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କୋରାପୁଟ ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ କ୍ୟାଣ୍ଡେଲ ଜଳାଇ ସେମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି1