logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Najar hatati durghatna ghati #viralvideo #P24NEWSExpress Najar hatati durghatna ghati #viralvideo #P24NEWSExpress

8 hrs ago
user_Anuj Shrma
Anuj Shrma
Voice of people Ainthapali, Sambalpur•
8 hrs ago

Najar hatati durghatna ghati #viralvideo #P24NEWSExpress Najar hatati durghatna ghati #viralvideo #P24NEWSExpress

More news from ଓଡ଼ିଶା and nearby areas
  • ୫୧୦ ଲିଟର ମହୁରେ ବାବା ଧବଳେଶ୍ୱରଙ୍କ ମହୁସାୟୀ ଶ୍ରାବଣ ଶେଷ ସୋମବାରରେ କେଶଲଗାରେ ଭକ୍ତିମୟ ପରିବେଶ -୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ କେଶଲଗା ଯୋଗୀମୁଣ୍ଡାସ୍ଥିତ ବାବା ଧବଳେଶ୍ୱର ଶିବ ମନ୍ଦିରରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମହୁ ଅଭିଷେକ ‘ମହୁସାୟୀ’ ଅନୁଷ୍ଠିତ ହୋଇଛି। ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ମହୁସାୟୀ ଆୟୋଜିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା। କେଶଲଗା, ଦାଦରପାଲି ଓ କେନ୍ଦୁପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ରାଜସ୍ଥାନର ଜୟପୁରରୁ ପ୍ରାୟ ୫୧୦ ଲିଟର ମହୁ ଅଣାଯାଇଥିଲା। କେଶଲଗା ଗାଁମୁଣ୍ଡରୁ ଘଣ୍ଟ, ଶଙ୍ଖ, ସଙ୍କୀର୍ତ୍ତନ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଭବ୍ୟ ଶୋଭାଯାତ୍ରାରେ ମହୁକୁ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ପାରମ୍ପରିକ ପୂଜା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ବାବା ଧବଳେଶ୍ୱରଙ୍କ ମହୁସାୟୀ ଆରମ୍ଭ ହୋଇଥିଲା। ଏହି ଆୟୋଜନରେ ବହଳପଦର, ବାଘରତୈଲା, ଭୂତିଆପାଲି, ପୁରୁଷୋତ୍ତମପାଲି, ବାଘମାରି ଓ କମଳପୁର ବୋଲବମ୍‌ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଶଶି ଥାନାପତି ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜକ କମିଟିର ପୂର୍ବତନ ସରପଞ୍ଚ ରଞ୍ଜିତ ଖେତୀ, ଅମ୍ବରିଶ ପଣ୍ଡା, ଲମ୍ବୋଦର ମହାକୁରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଦୁର୍ଜନତୈଲା ପଞ୍ଚାୟତ ସମିତିସଭ୍ୟା ଇତିଶ୍ରୀ ମହାକୁର, ପୂର୍ବତନ ସରପଞ୍ଚ ସୁପ୍ରଭା ଖେତୀ ପ୍ରମୁଖ ଯୋଗଦେଇ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ। ମହୁସାୟୀ ଦର୍ଶନ ଓ ବାବା ଧବଳେଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବହଳପଦର ଓ ବାଘରତୈଲା ବୋଲ୍ ବମ୍ କମିଟି ତରଫରୁ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। କମ୍‌ ସଂଖ୍ୟକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ସମୟରେ କୌଣସି ଅଘଟଣ ଘଟି ନ ଥିବା ଜଣାପଡ଼ିଛି। ଅଞ୍ଚଳରେ ପ୍ରଥମ ମହୁସାୟୀ ହୋଇଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।
    4
    ୫୧୦ ଲିଟର ମହୁରେ ବାବା ଧବଳେଶ୍ୱରଙ୍କ ମହୁସାୟୀ
ଶ୍ରାବଣ ଶେଷ ସୋମବାରରେ କେଶଲଗାରେ ଭକ୍ତିମୟ ପରିବେଶ
-୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ କେଶଲଗା ଯୋଗୀମୁଣ୍ଡାସ୍ଥିତ ବାବା ଧବଳେଶ୍ୱର ଶିବ ମନ୍ଦିରରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମହୁ ଅଭିଷେକ ‘ମହୁସାୟୀ’ ଅନୁଷ୍ଠିତ ହୋଇଛି। ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ମହୁସାୟୀ ଆୟୋଜିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା।
କେଶଲଗା, ଦାଦରପାଲି ଓ କେନ୍ଦୁପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ରାଜସ୍ଥାନର ଜୟପୁରରୁ ପ୍ରାୟ ୫୧୦ ଲିଟର ମହୁ ଅଣାଯାଇଥିଲା। କେଶଲଗା ଗାଁମୁଣ୍ଡରୁ ଘଣ୍ଟ, ଶଙ୍ଖ, ସଙ୍କୀର୍ତ୍ତନ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଭବ୍ୟ ଶୋଭାଯାତ୍ରାରେ ମହୁକୁ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ପାରମ୍ପରିକ ପୂଜା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ବାବା ଧବଳେଶ୍ୱରଙ୍କ ମହୁସାୟୀ ଆରମ୍ଭ ହୋଇଥିଲା।
ଏହି ଆୟୋଜନରେ ବହଳପଦର, ବାଘରତୈଲା, ଭୂତିଆପାଲି, ପୁରୁଷୋତ୍ତମପାଲି, ବାଘମାରି ଓ କମଳପୁର ବୋଲବମ୍‌ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଶଶି ଥାନାପତି ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜକ କମିଟିର ପୂର୍ବତନ ସରପଞ୍ଚ ରଞ୍ଜିତ ଖେତୀ, ଅମ୍ବରିଶ ପଣ୍ଡା, ଲମ୍ବୋଦର ମହାକୁରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଦୁର୍ଜନତୈଲା ପଞ୍ଚାୟତ ସମିତିସଭ୍ୟା ଇତିଶ୍ରୀ ମହାକୁର, ପୂର୍ବତନ ସରପଞ୍ଚ ସୁପ୍ରଭା ଖେତୀ ପ୍ରମୁଖ ଯୋଗଦେଇ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ।
ମହୁସାୟୀ ଦର୍ଶନ ଓ ବାବା ଧବଳେଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବହଳପଦର ଓ ବାଘରତୈଲା ବୋଲ୍ ବମ୍ କମିଟି ତରଫରୁ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।  କମ୍‌ ସଂଖ୍ୟକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ସମୟରେ କୌଣସି ଅଘଟଣ ଘଟି ନ ଥିବା ଜଣାପଡ଼ିଛି। ଅଞ୍ଚଳରେ ପ୍ରଥମ ମହୁସାୟୀ ହୋଇଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। OASIS Movement, Gujaratର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ମେହୁଲ ପଞ୍ଚାଲ, Tofanpari Foundationର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଦସ୍ୟା ସୁଶ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ Tofanpari Foundation ଓ OASIS Movementର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଇଥିଲା। ଆଡଭୋକେଟ୍ ବିଶ୍ୱଜିତ ମିଶ୍ର ଯୁବପିଢ଼ି ମଧ୍ୟରେ ନେତୃତ୍ୱ ଓ ଚରିତ୍ର ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ତୋଫାନ ପରିଡ଼ା OASIS MISAAL ପ୍ରକଳ୍ପର ଲକ୍ଷ୍ୟ, ଦୃଷ୍ଟିକୋଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l ଶେଷରେ Tofanpari Foundationର ପରାମର୍ଶଦାତା ଶ୍ରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ।
    2
    ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ  MISAAL ପ୍ରକଳ୍ପର ଶୁଭାରମ୍ଭ l 
ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l 
ବୌଦ୍ଧ: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ  ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ।
OASIS Movement, Gujaratର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ମେହୁଲ ପଞ୍ଚାଲ, Tofanpari Foundationର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ସଦସ୍ୟା ସୁଶ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ Tofanpari Foundation ଓ OASIS Movementର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଇଥିଲା।
ଆଡଭୋକେଟ୍  ବିଶ୍ୱଜିତ ମିଶ୍ର ଯୁବପିଢ଼ି ମଧ୍ୟରେ ନେତୃତ୍ୱ ଓ ଚରିତ୍ର ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ତୋଫାନ ପରିଡ଼ା OASIS MISAAL ପ୍ରକଳ୍ପର ଲକ୍ଷ୍ୟ, ଦୃଷ୍ଟିକୋଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l 
ଶେଷରେ Tofanpari Foundationର ପରାମର୍ଶଦାତା ଶ୍ରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    9 hrs ago
  • ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    3
    ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ  MISAAL ପ୍ରକଳ୍ପର ଶୁଭାରମ୍ଭ l 
ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l 
ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ  ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ।
ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    9 hrs ago
  • ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    2
    ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା  ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    12 hrs ago
  • ବେହାଲ ହେଲାଣୀ କଣ୍ଟାମାଳ- ତରଭାର ବିଜୁ ସେତୁ ରାସ୍ତା । ଖାଲ ଖମାରେ ଭର୍ତ୍ତୀ ବର୍ଷାଜଳ । ସଂଧ୍ୟାରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ବାଇକ ଚାଳକ । ଦିନରେ ଗୋଡ଼,ଧୋଇବା, ରାତିରେ ଶୌଚ ହେବା ପାଲଟିଛି କଣ୍ଟାମାଳ-ତରଭାର ବିଜୁ ସେତୁ ରାସ୍ତା । ଭିଡ଼ିଓଟିକୁ ଭଲରେ ଦେଖନ୍ତୁ ।ଏହେଉଛି କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ସମ୍ମୁଖ ତରଭା କୁ ସଂଲଗ୍ନ ରାସ୍ତା । ବିଭାଗୀୟ ଅଧିକାରୀ ଚୁପ
    1
    ବେହାଲ ହେଲାଣୀ କଣ୍ଟାମାଳ- ତରଭାର ବିଜୁ ସେତୁ ରାସ୍ତା । ଖାଲ ଖମାରେ ଭର୍ତ୍ତୀ ବର୍ଷାଜଳ । ସଂଧ୍ୟାରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ବାଇକ ଚାଳକ ।
ଦିନରେ ଗୋଡ଼,ଧୋଇବା, ରାତିରେ ଶୌଚ ହେବା ପାଲଟିଛି କଣ୍ଟାମାଳ-ତରଭାର ବିଜୁ ସେତୁ ରାସ୍ତା । ଭିଡ଼ିଓଟିକୁ ଭଲରେ ଦେଖନ୍ତୁ ।ଏହେଉଛି କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ସମ୍ମୁଖ ତରଭା କୁ ସଂଲଗ୍ନ ରାସ୍ତା । ବିଭାଗୀୟ ଅଧିକାରୀ ଚୁପ
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    18 hrs ago
  • 🐄🏍️ बाइक सवार के पीछे दौड़ी गाय, पेट्रोल पंप तक पहुंचा युवक! सोशल मीडिया पर वायरल हो रहे इस वीडियो में एक गाय बाइक सवार के पीछे दौड़ती नजर आ रही है। युवक बचते-बचाते किसी तरह पेट्रोल पंप तक पहुंचा, जहां भी वह गाय से बचने की कोशिश करता दिखाई दिया। आखिर युवक ने किस तरह खुद को बचाया? देखिए पूरा वीडियो। 👀 ⚠️ सड़क पर अचानक ऐसे जानवर आने से हादसे का खतरा बढ़ सकता है, इसलिए वाहन चलाते समय सावधानी बरतें। #ViralVideo #CowChasing #BikeRider #ViralNews #TrendingVideo #RoadSafety #P24NewsExpress 🐄🏍️ बाइक सवार के पीछे दौड़ी गाय, पेट्रोल पंप तक पहुंचा युवक! सोशल मीडिया पर वायरल हो रहे इस वीडियो में एक गाय बाइक सवार के पीछे दौड़ती नजर आ रही है। युवक बचते-बचाते किसी तरह पेट्रोल पंप तक पहुंचा, जहां भी वह गाय से बचने की कोशिश करता दिखाई दिया। आखिर युवक ने किस तरह खुद को बचाया? देखिए पूरा वीडियो। 👀 ⚠️ सड़क पर अचानक ऐसे जानवर आने से हादसे का खतरा बढ़ सकता है, इसलिए वाहन चलाते समय सावधानी बरतें। #ViralVideo #CowChasing #BikeRider #ViralNews #TrendingVideo #RoadSafety #P24NewsExpress
    1
    🐄🏍️ बाइक सवार के पीछे दौड़ी गाय, पेट्रोल पंप तक पहुंचा युवक!

सोशल मीडिया पर वायरल हो रहे इस वीडियो में एक गाय बाइक सवार के पीछे दौड़ती नजर आ रही है। युवक बचते-बचाते किसी तरह पेट्रोल पंप तक पहुंचा, जहां भी वह गाय से बचने की कोशिश करता दिखाई दिया।

आखिर युवक ने किस तरह खुद को बचाया? देखिए पूरा वीडियो। 👀

⚠️ सड़क पर अचानक ऐसे जानवर आने से हादसे का खतरा बढ़ सकता है, इसलिए वाहन चलाते समय सावधानी बरतें।

#ViralVideo #CowChasing #BikeRider #ViralNews #TrendingVideo #RoadSafety #P24NewsExpress


🐄🏍️ बाइक सवार के पीछे दौड़ी गाय, पेट्रोल पंप तक पहुंचा युवक!
सोशल मीडिया पर वायरल हो रहे इस वीडियो में एक गाय बाइक सवार के पीछे दौड़ती नजर आ रही है। युवक बचते-बचाते किसी तरह पेट्रोल पंप तक पहुंचा, जहां भी वह गाय से बचने की कोशिश करता दिखाई दिया।
आखिर युवक ने किस तरह खुद को बचाया? देखिए पूरा वीडियो। 👀
⚠️ सड़क पर अचानक ऐसे जानवर आने से हादसे का खतरा बढ़ सकता है, इसलिए वाहन चलाते समय सावधानी बरतें।
#ViralVideo #CowChasing #BikeRider #ViralNews #TrendingVideo #RoadSafety #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ନିଖୋଜ ଖବର 🚨 ଦୟାକରି_ଖୁଜିବାରରେ_ସାହାଯ୍ୟ_କରନ୍ତୁ ନାଁ: ଶିବୁ ବାଦି ବୟସ୍: ୧୫ ବଛର୍ ନିଖୋଜ ଖବର 🚨 #ଦୟାକରି_ଖୁଜିବାରରେ_ସାହାଯ୍ୟ_କରନ୍ତୁ 🙏 ନାଁ: ଶିବୁ ବାଦି ବୟସ୍: ୧୫ ବଛର୍ ଠାନ୍: ଝାରସୁଗୁଡ଼ା, ଦିପୁପଡ଼ା ସରକାରୀ ପୋଖରୀ ପାଖରେ ନିଖୋଜ୍ ତାରିଖ୍: ଶନିବାର, ୨୨ ଅଗଷ୍ଟ ସମୟ: ସନ୍ଧ୍ୟା ୪:୦୮ ବଜେ ଘରୁ ବାହାରିକରି ଆସିଛନ୍ତି, ହେଲେ ଆଉ ଘରକେ ଫେରିନାହାନ୍ତି। କାହାର୍ ପାଖେ ଶିବୁ ବାଦିଙ୍କର୍ ବିଷୟରେ କିଛି ଖବର୍ ଥିଲେ, ଦୟାକରି ତୁରନ୍ତ ଇ ନମ୍ବର୍‌ମାନକେ ଯୋଗାଯୋଗ୍ କରନ୍ତୁ👇 📞 ୬୩୭୧୬୭୪୪୮୯(6371674489) 📞 ୬୩୭୨୧୪୭୫୭୧(6372147571) 🙏 ଆପଣଙ୍କର୍ ଗୁଟେ ସେୟାର୍ ବି ତାଙ୍କୁ ଘର୍‌କେ ଫେରାଇ ଆନବାରକେ ସାହାଯ୍ୟ କରିପାରେ। ଦୟାକରି ଇ ପୋଷ୍ଟ୍‌କେ ଅଧିକ୍‌ରୁ ଅଧିକ୍ ସେୟାର୍ କରନ୍ତୁ। 🙏
    1
    ନିଖୋଜ ଖବର 🚨
ଦୟାକରି_ଖୁଜିବାରରେ_ସାହାଯ୍ୟ_କରନ୍ତୁ 
ନାଁ: ଶିବୁ ବାଦି 
ବୟସ୍: ୧୫ ବଛର୍
ନିଖୋଜ ଖବର 🚨
#ଦୟାକରି_ଖୁଜିବାରରେ_ସାହାଯ୍ୟ_କରନ୍ତୁ 🙏
ନାଁ: ଶିବୁ ବାଦି 
ବୟସ୍: ୧୫ ବଛର୍
ଠାନ୍: ଝାରସୁଗୁଡ଼ା, ଦିପୁପଡ଼ା ସରକାରୀ ପୋଖରୀ ପାଖରେ
ନିଖୋଜ୍ ତାରିଖ୍: ଶନିବାର, ୨୨ ଅଗଷ୍ଟ
ସମୟ: ସନ୍ଧ୍ୟା ୪:୦୮ ବଜେ
ଘରୁ ବାହାରିକରି ଆସିଛନ୍ତି, ହେଲେ ଆଉ ଘରକେ ଫେରିନାହାନ୍ତି।
କାହାର୍ ପାଖେ ଶିବୁ ବାଦିଙ୍କର୍ ବିଷୟରେ କିଛି ଖବର୍ ଥିଲେ, ଦୟାକରି ତୁରନ୍ତ ଇ ନମ୍ବର୍‌ମାନକେ ଯୋଗାଯୋଗ୍ କରନ୍ତୁ👇
📞 ୬୩୭୧୬୭୪୪୮୯(6371674489)
📞 ୬୩୭୨୧୪୭୫୭୧(6372147571)
🙏 ଆପଣଙ୍କର୍ ଗୁଟେ ସେୟାର୍ ବି ତାଙ୍କୁ ଘର୍‌କେ ଫେରାଇ ଆନବାରକେ ସାହାଯ୍ୟ କରିପାରେ।
ଦୟାକରି ଇ ପୋଷ୍ଟ୍‌କେ ଅଧିକ୍‌ରୁ ଅଧିକ୍ ସେୟାର୍ କରନ୍ତୁ। 🙏
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    6 hrs ago
  • ବୀରମହାରାଜପୁର ବ୍ଲକ ଅମରପାଲି ଅଞ୍ଚଳରେ ଆଜି ସକାଳୁ ଲଗାଣ ବର୍ଷା ଲାଗି ରହିଛି।
    1
    ବୀରମହାରାଜପୁର ବ୍ଲକ ଅମରପାଲି ଅଞ୍ଚଳରେ ଆଜି ସକାଳୁ ଲଗାଣ ବର୍ଷା ଲାଗି ରହିଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।। ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l
    1
    ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।।
ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼  ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.