logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବମତିଆ ବଧି ଗ୍ରାମର ପାଣିରେ ବୁଡି ଯାଇ ବାଳକର ସଲିଳ ସମାଧି, ଅଞ୍ଚଳରେ ଶୋକର ଛାୟା l ସିମୁଳିଆ, -ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇ ବାଳକର ସଲିଳ ସମାଧି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଳ ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବମତିଆ ସାନବଧି ଗ୍ରାମର ଶଙ୍କର୍ଷଣ ଶିଅଳଙ୍କ ପୁଅ ରାଉଳ ଶିଅଳ(15)ବର୍ଷ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ପାଣିରୁ ଉପରକୁ ଆସି ନ ଥିଲା l ସାଙ୍ଗମାନେ ଭୟରେ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ସହାୟତାରେ ପୋଖରୀରୁ ବାଳକକୁ ଉଦ୍ଧାର କରିଥିଲେ l ଆରେ ତାକୁ ଚିକିତ୍ସା ନିମନ୍ତେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଛି l ରାଉଳ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାଯାଇଛି l ଖବର ପାଇ ପୂର୍ବତନ ସରପଞ୍ଚ ଦୀପକ ଖିଲାର ଶଙ୍କର୍ଷଣ ଅତ୍ୟନ୍ତ ଗରିବ, ଏଭଳି ଦୁଖଃଦ ଘଟଣା ରେ ତୁରନ୍ତ ତାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି l

6 hrs ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
6 hrs ago
1e6ffa20-ba79-4e8b-958b-7fb241ab0a51

ବମତିଆ ବଧି ଗ୍ରାମର ପାଣିରେ ବୁଡି ଯାଇ ବାଳକର ସଲିଳ ସମାଧି, ଅଞ୍ଚଳରେ ଶୋକର ଛାୟା l ସିମୁଳିଆ, -ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇ ବାଳକର ସଲିଳ ସମାଧି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଳ ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବମତିଆ ସାନବଧି ଗ୍ରାମର ଶଙ୍କର୍ଷଣ ଶିଅଳଙ୍କ ପୁଅ ରାଉଳ ଶିଅଳ(15)ବର୍ଷ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ପାଣିରୁ ଉପରକୁ ଆସି ନ ଥିଲା l ସାଙ୍ଗମାନେ ଭୟରେ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ସହାୟତାରେ ପୋଖରୀରୁ ବାଳକକୁ ଉଦ୍ଧାର କରିଥିଲେ l ଆରେ ତାକୁ ଚିକିତ୍ସା ନିମନ୍ତେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଛି l ରାଉଳ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାଯାଇଛି l ଖବର ପାଇ ପୂର୍ବତନ ସରପଞ୍ଚ ଦୀପକ ଖିଲାର ଶଙ୍କର୍ଷଣ ଅତ୍ୟନ୍ତ ଗରିବ, ଏଭଳି ଦୁଖଃଦ ଘଟଣା ରେ ତୁରନ୍ତ ତାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି l

More news from Odisha and nearby areas
  • ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l
    1
    ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    15 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 19.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada
    1
    ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ  ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି
    1
    ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଆଁରପୁର ଛକରେ ଯୁବନେତା ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଶିବିର ଉଦଘାଟିତ ହୋଇଯାଇଛି l
    3
    ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଆଁରପୁର ଛକରେ ଯୁବନେତା ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଶିବିର ଉଦଘାଟିତ ହୋଇଯାଇଛି l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    13 hrs ago
  • ମାର୍କୋଣା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡି ଯୁବକ ଗୁରୁତର l
    1
    ମାର୍କୋଣା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡି ଯୁବକ ଗୁରୁତର l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    16 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.