logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨କିଲୋରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି I ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ଚଢେଇପଡାର ଗୈରାଙ୍ଗ ସ୍ୱାଇଁ ଏକ ମୋଟର ସାଇକେଲରେ ପ୍ରାୟ ୨କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ନେଇ ସାଲେପୁର ଅଞ୍ଚଳକୁ ଚାଲାଣ କରିବାକୁ ନେଉଥ୍ ଉଥିବା ବେଳେ ସାଲେପୁର ଅବକାରୀ ଅଧୂକାରୀ ପ୍ରକାଶ କୁମାର ସାହୁ ବିଶେଷ ବିଶେଷ ସୁତ୍ରରୁ ଖବର ପାଇଁ ଗୈରାଙ୍ଗର ପିଛା କରି ସତ୍ୟଭାମ ତ୍ଯଭାମାପୁର ଗ୍ରାମ ନିକଟରୁ ଗୈରାଙ୍ଗକୁ ଗିରଫ କରିବା ସହ ତାଆ ନିକଟ ନଟରୁ ଗଞ୍ଜେଇ ଜବତ କରିବା ସହ ଗୈରାଙ୍ଗକୁ ଗିରଫ କରିଥିବା ଜଣାପଡିଛି । ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨କିଲୋରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି I ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ଚଢେଇପଡାର ଗୈରାଙ୍ଗ ସ୍ୱାଇଁ ଏକ ମୋଟର ସାଇକେଲରେ ପ୍ରାୟ ୨କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ନେଇ ସାଲେପୁର ଅଞ୍ଚଳକୁ ଚାଲାଣ କରିବାକୁ ନେଉଥ୍ ଉଥିବା ବେଳେ ସାଲେପୁର ଅବକାରୀ ଅଧୂକାରୀ ପ୍ରକାଶ କୁମାର ସାହୁ ବିଶେଷ ବିଶେଷ ସୁତ୍ରରୁ ଖବର ପାଇଁ ଗୈରାଙ୍ଗର ପିଛା କରି ସତ୍ୟଭାମ ତ୍ଯଭାମାପୁର ଗ୍ରାମ ନିକଟରୁ ଗୈରାଙ୍ଗକୁ ଗିରଫ କରିବା ସହ ତାଆ ନିକଟ ନଟରୁ ଗଞ୍ଜେଇ ଜବତ କରିବା ସହ ଗୈରାଙ୍ଗକୁ ଗିରଫ କରିଥିବା ଜଣାପଡିଛି ।

7 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
7 hrs ago
132a6adf-218b-4366-a930-4dc21ee448e4

ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨କିଲୋରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି I ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ଚଢେଇପଡାର ଗୈରାଙ୍ଗ ସ୍ୱାଇଁ ଏକ ମୋଟର ସାଇକେଲରେ ପ୍ରାୟ ୨କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ନେଇ ସାଲେପୁର ଅଞ୍ଚଳକୁ ଚାଲାଣ କରିବାକୁ ନେଉଥ୍ ଉଥିବା ବେଳେ ସାଲେପୁର ଅବକାରୀ ଅଧୂକାରୀ ପ୍ରକାଶ କୁମାର ସାହୁ ବିଶେଷ ବିଶେଷ ସୁତ୍ରରୁ ଖବର ପାଇଁ ଗୈରାଙ୍ଗର ପିଛା କରି ସତ୍ୟଭାମ ତ୍ଯଭାମାପୁର ଗ୍ରାମ ନିକଟରୁ ଗୈରାଙ୍ଗକୁ ଗିରଫ କରିବା ସହ ତାଆ ନିକଟ ନଟରୁ ଗଞ୍ଜେଇ ଜବତ କରିବା ସହ ଗୈରାଙ୍ଗକୁ ଗିରଫ କରିଥିବା ଜଣାପଡିଛି । ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨କିଲୋରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି I ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ଚଢେଇପଡାର ଗୈରାଙ୍ଗ ସ୍ୱାଇଁ ଏକ ମୋଟର ସାଇକେଲରେ ପ୍ରାୟ ୨କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ନେଇ ସାଲେପୁର ଅଞ୍ଚଳକୁ ଚାଲାଣ କରିବାକୁ ନେଉଥ୍ ଉଥିବା ବେଳେ ସାଲେପୁର ଅବକାରୀ ଅଧୂକାରୀ ପ୍ରକାଶ କୁମାର ସାହୁ ବିଶେଷ ବିଶେଷ ସୁତ୍ରରୁ ଖବର ପାଇଁ ଗୈରାଙ୍ଗର ପିଛା କରି ସତ୍ୟଭାମ ତ୍ଯଭାମାପୁର ଗ୍ରାମ ନିକଟରୁ ଗୈରାଙ୍ଗକୁ ଗିରଫ କରିବା ସହ ତାଆ ନିକଟ ନଟରୁ ଗଞ୍ଜେଇ ଜବତ କରିବା ସହ ଗୈରାଙ୍ଗକୁ ଗିରଫ କରିଥିବା ଜଣାପଡିଛି ।

More news from Odisha and nearby areas
  • ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    1
    ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    11 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । 
ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    1
    ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    9 hrs ago
  • पिछली सरकारें युवाओं के भविष्य के साथ, खिलवाड़ करती थीं ⚡ कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। ~ योगी आदित्यनाथ जी, मुख्यमंत्री, उत्तर प्रदेश
    1
    पिछली सरकारें युवाओं के भविष्य के साथ, खिलवाड़ करती थीं ⚡
कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। 
~ योगी आदित्यनाथ जी, मुख्यमंत्री, उत्तर प्रदेश
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . ‌‌ *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*
    1
    .               *🙏 ଶୁଭ ସନ୍ଧ୍ୟା 🙏*


.                    *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia  #devotional #motivation* 

 .       ‌‌    *🙏ଜୟ ଶ୍ରୀ ଜଗନ୍ନାଥ 🙏*
             *🙏ଜୟ ଶ୍ରୀ କୃଷ୍ଣ 🙏*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    10 hrs ago
  • ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    1
    ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll 
ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
  • ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll
    1
    ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll 
ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.