logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଖ୍ୟାତ ସଂଚାର ବାଦକ ଦୁଃଖନାଶନ ବେହେରା ଆଉ ନାହାନ୍ତି , ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥାଇ ନିଜ ଘରେ ଚିକିତ୍ସା ହେଉଥିଲେ। ପ୍ରାଚୀନ ଲୋକକଳା ସଂଚାର କୁ ଦରିଆ ସେ ପାରି ଜାପାନ, ଦୁବେଇ ଭଳି ଦେଶକୁ ପହଞ୍ଚାଇ ପାରିଥିବା ପ୍ରଖ୍ୟାତ ସଂଚାର ବାଦକ ଦୁଃଖନାଶନ ବେହେରା ଆଜି ସକାଳେ ଦେହତ୍ୟାଗ କରିଛନ୍ତି। ସାଂପ ଲହରା, ଶ୍ରଦ୍ଧାପାଲି, ଗୋପାଲପାଲି ନେ ଗାଁ ପରିକ୍ରମା ପରେ ତାଙ୍କ ଶେଷକୃତ୍ୟ କରାଯାଇ ଥିଲା।

3 hrs ago
user_Rajendra Nayak
Rajendra Nayak
Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
3 hrs ago
0369359d-879b-4406-9bf7-8639d1794fa8

ପ୍ରଖ୍ୟାତ ସଂଚାର ବାଦକ ଦୁଃଖନାଶନ ବେହେରା ଆଉ ନାହାନ୍ତି , ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥାଇ ନିଜ ଘରେ ଚିକିତ୍ସା ହେଉଥିଲେ। ପ୍ରାଚୀନ ଲୋକକଳା ସଂଚାର କୁ ଦରିଆ ସେ ପାରି ଜାପାନ, ଦୁବେଇ ଭଳି ଦେଶକୁ ପହଞ୍ଚାଇ ପାରିଥିବା ପ୍ରଖ୍ୟାତ ସଂଚାର ବାଦକ ଦୁଃଖନାଶନ ବେହେରା ଆଜି ସକାଳେ ଦେହତ୍ୟାଗ କରିଛନ୍ତି। ସାଂପ ଲହରା, ଶ୍ରଦ୍ଧାପାଲି, ଗୋପାଲପାଲି ନେ ଗାଁ ପରିକ୍ରମା ପରେ ତାଙ୍କ ଶେଷକୃତ୍ୟ କରାଯାଇ ଥିଲା।

More news from ଓଡ଼ିଶା and nearby areas
  • ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।
    1
    ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।
    3
    ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |
    1
    ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି  ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ  ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ,  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି  ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    21 hrs ago
  • ୩୨ତମ ବାର୍ଷିକ ଉତ୍ସବ ୨୦୨୭ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    1
    ୩୨ତମ ବାର୍ଷିକ ଉତ୍ସବ ୨୦୨୭ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    22 hrs ago
  • पश्चिम मेदिनीपुर, पश्चिम बंगाल: उत्तर प्रदेश के सीएम योगी आदित्यनाथ ने कहा, "...कांग्रेस, TMC और INDI गठबंधन ने 60 साल से ज़्यादा भारत पर राज किया। लेकिन उनके पास अनुसूचित जातियों और अनुसूचित जनजातियों के लिए कोई एजेंडा नहीं था।
    1
    पश्चिम मेदिनीपुर, पश्चिम बंगाल: उत्तर प्रदेश के सीएम योगी आदित्यनाथ ने कहा, "...कांग्रेस, TMC और INDI गठबंधन ने 60 साल से ज़्यादा भारत पर राज किया। लेकिन उनके पास अनुसूचित जातियों और अनुसूचित जनजातियों के लिए कोई एजेंडा नहीं था।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। 📍 ମୁଖ୍ୟ ଆଲୋଚନା: ✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ। ✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା। ✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା। ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    1
    ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।
📍 ମୁଖ୍ୟ ଆଲୋଚନା:
✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ।
✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା।
✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା।
ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ।
ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    17 hrs ago
  • Post by Titu Dehuru
    1
    Post by Titu Dehuru
    user_Titu Dehuru
    Titu Dehuru
    Art Centre କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    2 hrs ago
  • ଷ୍ଟଣ୍ଡ କରୁ କରୁ ବାଇକ୍ ଜଲିଗଲା
    1
    ଷ୍ଟଣ୍ଡ କରୁ କରୁ ବାଇକ୍ ଜଲିଗଲା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.