ଗଞ୍ଜାମ ଜିଲ୍ଲା ପାଣି ସମସ୍ୟା ନେଇ ବିଧାୟକ ଙ୍କୁ ଭେଟିଲେ ଗ୍ରାମବାସୀ l ଆସିକା:(9/3/2026)( ଗଣେଶ ପାଣିଗ୍ରାହୀ ରିପୋର୍ଟ) ସାମ୍ପ୍ରତିକ ଗ୍ରୀଷ୍ମରୁତୁ ଆରମ୍ବରୁ ଆସିକା ର ଦୁଇ ପାର୍ଶ୍ଵରେ ପ୍ରଭାବିତ ଦୁଇ ନଦୀ ରହିଥିଲେ ମଧ୍ଯ ଗାଁ ଗାଁ ରେ ଜଳ ସମସ୍ୟା ଦେଖା ଦେଲନି l ଆଲ୍ଲିପୁର ପଂଚାୟତ ର ପଥରା ରେ ଜଳ ସମସ୍ୟା ପରେ ଆଜି ବଡଖୋଲି ପଂଚାୟତ ର ଧନିଯା ଗ୍ରାମବାସୀ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ନେଇ ଗ୍ରାମର ଶତାଧୂକ ପୁରୁଷ ଓ ମହିଳା ଆସିକା ବିଧାୟକ ଙ୍କ ବାସଭବାନରେ ପହଂଚି ଆଲୋଚନା କରିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯଥାଶୀଘ୍ର ସ୍ଥାନୀୟ ଗ୍ରାମ୍ଯ ଜଳ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ଯଥାଶୀଘ୍ର କିଭଳି ଗ୍ରାମ ମାନଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଳ ପହଂଚିବ ପହ ବୋଲି କହିଥିଲେ l ଏସମ୍ପର୍କ ରେ କନିଷ୍ଠ ଯନ୍ତ୍ରୀ ଇ. ଶ୍ରୀଧର ସେନାପତି ଙ୍କୁ ପଚାରିବାରୁ ସେ ଗ୍ରାମରେ ଥିବା ପାନୀୟ ଜଳ ର ଉତ୍ସ ରେ ଜଳ ସ୍ତର କମିବା ହେତୁ ହତୁ ଏଭଳି ସମସ୍ୟା ଦେଖା ଦେଇଛି l ଅନ୍ୟ ଗୋଟିଏ ବୋର ଖୋଳି ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ପାଣି ସମସ୍ୟା ନେଇ ବିଧାୟକ ଙ୍କୁ ଭେଟିଲେ ଗ୍ରାମବାସୀ l ଆସିକା:(9/3/2026)( ଗଣେଶ ପାଣିଗ୍ରାହୀ ରିପୋର୍ଟ) ସାମ୍ପ୍ରତିକ ଗ୍ରୀଷ୍ମରୁତୁ ଆରମ୍ବରୁ ଆସିକା ର ଦୁଇ ପାର୍ଶ୍ଵରେ ପ୍ରଭାବିତ ଦୁଇ ନଦୀ ରହିଥିଲେ ମଧ୍ଯ ଗାଁ ଗାଁ ରେ ଜଳ ସମସ୍ୟା ଦେଖା ଦେଲନି l ଆଲ୍ଲିପୁର ପଂଚାୟତ ର ପଥରା ରେ ଜଳ ସମସ୍ୟା ପରେ ଆଜି ବଡଖୋଲି ପଂଚାୟତ ର ଧନିଯା ଗ୍ରାମବାସୀ
ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ନେଇ ଗ୍ରାମର ଶତାଧୂକ ପୁରୁଷ ଓ ମହିଳା ଆସିକା ବିଧାୟକ ଙ୍କ ବାସଭବାନରେ ପହଂଚି ଆଲୋଚନା କରିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯଥାଶୀଘ୍ର ସ୍ଥାନୀୟ ଗ୍ରାମ୍ଯ ଜଳ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ଯଥାଶୀଘ୍ର କିଭଳି ଗ୍ରାମ ମାନଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ
ଳ ପହଂଚିବ ପହ ବୋଲି କହିଥିଲେ l ଏସମ୍ପର୍କ ରେ କନିଷ୍ଠ ଯନ୍ତ୍ରୀ ଇ. ଶ୍ରୀଧର ସେନାପତି ଙ୍କୁ ପଚାରିବାରୁ ସେ ଗ୍ରାମରେ ଥିବା ପାନୀୟ ଜଳ ର ଉତ୍ସ ରେ ଜଳ ସ୍ତର କମିବା ହେତୁ ହତୁ ଏଭଳି ସମସ୍ୟା ଦେଖା ଦେଇଛି l ଅନ୍ୟ ଗୋଟିଏ ବୋର ଖୋଳି ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ
- ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ #Privet #People #Government #Viral #Update #latest #Recent #odisha #India #news1
- Post by Ansubhai Pandey1
- କୁକୁଡ଼ାଖଣ୍ତି ବ୍ଳକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି #live_odisha_news_update #published_from #kukudakhandi #block1
- ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa1
- Post by Samanta Sekhar Nayak1
- sad shyari 😥1
- ମରଣଯନ୍ତା ସାଜିଛି ବାଲେଶ୍ଵରର ମୁଖଶାଳା, ପ୍ରଶାସନ ବିରୋଧରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା.. ଅଚଳ ହେଲା ରାଜପଥ... ଗଣେଶ ପାଣିଗ୍ରାହୀ ରିପୋର୍ଟ1