logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଖପ୍ରଖୋଲ ଦାୟିତ୍ୱରେ କାର୍ଯ୍ୟରତ ଥିବା ଯନ୍ତ୍ରୀଙ୍କ ଅପାରଗତା, ଖାମ ଖିଆଲି ଓ ତଦାରଖ କାର୍ଯ୍ୟରେ ଅବହେଳା ଯୋଗୁଁ ଠିକାଦାର ମାନେ ମନମୁଖି କାମ କରୁଛନ୍ତି ଯ ଦ୍ୱାରା ନିମ୍ନ ମାନର କାମ ହେଉଛି। ଯନ୍ତ୍ରୀ ବାବୁ ଖାଲି ଅଫିସରେ ବସି ସବୁ ତଦାରଖ କାମ କରି ଦେଉଛନ୍ତି। ଯେଉଁଠି ଅଭିଯୋଗ ହେଲେ ଆମେ Rectify କରିବୁ କୁହନ୍ତି । ମୋ କହିବା କଥା ଏୟା ଜେ ଯଦି କାମ ମୂଳରୁ ତଦାରଖ କଲେ Rectify ର ଆବଶ୍ୟକ କାହିଁକି ପଡ଼ିବ। ତାଙ୍କ କଥା ରୁ ସ୍ପଷ୍ଟ ହେଉଛି ଯେ ବାବୁ ମୋଟା ଅଙ୍କ ନେଇ କାର୍ଯ୍ୟର ତଦାରଖ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଖପ୍ରାଖୋଲ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଯେତିକି ବି କାମ ହେଉଛି ବା ହେଇଛି ସବୁ ନିମ୍ନ ମାନର କାମ । ଏହି ସବୁ କାମ କୁ ସ୍ଵତନ୍ତ୍ର ଭାବେ ଭିଜଲାନ୍ସ ଓ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି। #CMOOdisha #RW #ruralwork #pmsy #ruraldevlopmemtminister #rwchiefଇଞ୍ଜିନିୟର #dmbgr #viral #highlights ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଖପ୍ରଖୋଲ ଦାୟିତ୍ୱରେ କାର୍ଯ୍ୟରତ ଥିବା ଯନ୍ତ୍ରୀଙ୍କ ଅପାରଗତା, ଖାମ ଖିଆଲି ଓ ତଦାରଖ କାର୍ଯ୍ୟରେ ଅବହେଳା ଯୋଗୁଁ ଠିକାଦାର ମାନେ ମନମୁଖି କାମ କରୁଛନ୍ତି ଯ ଦ୍ୱାରା ନିମ୍ନ ମାନର କାମ ହେଉଛି। ଯନ୍ତ୍ରୀ ବାବୁ ଖାଲି ଅଫିସରେ ବସି ସବୁ ତଦାରଖ କାମ କରି ଦେଉଛନ୍ତି। ଯେଉଁଠି ଅଭିଯୋଗ ହେଲେ ଆମେ Rectify କରିବୁ କୁହନ୍ତି । ମୋ କହିବା କଥା ଏୟା ଜେ ଯଦି କାମ ମୂଳରୁ ତଦାରଖ କଲେ Rectify ର ଆବଶ୍ୟକ କାହିଁକି ପଡ଼ିବ। ତାଙ୍କ କଥା ରୁ ସ୍ପଷ୍ଟ ହେଉଛି ଯେ ବାବୁ ମୋଟା ଅଙ୍କ ନେଇ କାର୍ଯ୍ୟର ତଦାରଖ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଖପ୍ରାଖୋଲ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଯେତିକି ବି କାମ ହେଉଛି ବା ହେଇଛି ସବୁ ନିମ୍ନ ମାନର କାମ । ଏହି ସବୁ କାମ କୁ ସ୍ଵତନ୍ତ୍ର ଭାବେ ଭିଜଲାନ୍ସ ଓ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି। #CMOOdisha #RW #ruralwork #pmsy #ruraldevlopmemtminister #rwchiefଇଞ୍ଜିନିୟର #dmbgr #viral #highlights

17 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
17 hrs ago
4c8ec0d5-8329-442b-916f-ca382e57685a

More news from ଓଡ଼ିଶା and nearby areas
  • କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    1
    କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    47 min ago
  • ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴 We Want Separate from Odisha ✊ We Demand Koshal State ✊ Jay Koshal ✊ Jay Maa Koshal 🙏
    1
    ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴
We Want Separate from Odisha ✊
We Demand Koshal State ✊
Jay Koshal ✊ Jay Maa Koshal 🙏
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    1
    #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ
ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ।
#ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    18 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    1
    #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    39 min ago
  • ଉତ୍କଳ ଦିବସ କୁ ବିରୋଧ କରି ଆଜି ବେଳପଡା କୋଶଳ ମୁକ୍ତି ମୋର୍ଚ୍ଚା ସଂଘଠନ ପକ୍ଷରୁ ବିରୋଧ ।
    1
    ଉତ୍କଳ ଦିବସ କୁ ବିରୋଧ କରି ଆଜି ବେଳପଡା କୋଶଳ ମୁକ୍ତି ମୋର୍ଚ୍ଚା ସଂଘଠନ ପକ୍ଷରୁ ବିରୋଧ ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    1 hr ago
  • #ଇରାନରେ_ପଡ଼ିଲା_୯୦୭_କେଜିର_ବୋମା ଯାହ କହିଥିଲେ ସେଇଆ କରିଦେଲେ ଟ୍ରମ୍ପ। ରାତି ଅଧରେ ଇରାନ୍‌ ଉପରେ ପଡ଼ିଲା ୯୦୭ କେଜିର ବୋମା । ପ୍ରଚଣ୍ଡ ବିସ୍ଫୋରଣରେ ଧ୍ବଂସ ହୋଇଗଲା ଇରାନ୍‌ର ପରମାଣୁ କେନ୍ଦ୍ର । ବିସ୍ଫୋରଣ ଭିଡିଓକୁ ସେୟାର କଲେ ଟ୍ରମ୍ପ... #ArgusDigital #iranamericawar #IranNuclear #DonaldTrump #BunkerBuster #b2bomber #MiddleEastWar #SoumyaWithArgus
    1
    #ଇରାନରେ_ପଡ଼ିଲା_୯୦୭_କେଜିର_ବୋମା 
ଯାହ କହିଥିଲେ ସେଇଆ କରିଦେଲେ ଟ୍ରମ୍ପ। ରାତି ଅଧରେ ଇରାନ୍‌ ଉପରେ ପଡ଼ିଲା ୯୦୭ କେଜିର ବୋମା । ପ୍ରଚଣ୍ଡ ବିସ୍ଫୋରଣରେ ଧ୍ବଂସ ହୋଇଗଲା ଇରାନ୍‌ର ପରମାଣୁ କେନ୍ଦ୍ର । ବିସ୍ଫୋରଣ ଭିଡିଓକୁ ସେୟାର କଲେ ଟ୍ରମ୍ପ...
#ArgusDigital #iranamericawar #IranNuclear #DonaldTrump #BunkerBuster #b2bomber #MiddleEastWar #SoumyaWithArgus
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.