(anchlik news nuapada) *ଭୁବନେଶ୍ବର ୧୩।୮: ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ, ଏଣିକି କ୍ଷମତାଶାଳୀ ହେବେ ବିଡିଓ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର । ସଙ୍କୁଚିତ କଲେ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଏହି କ୍ଷମତା ଏବେ ବିଡିଓଙ୍କ ହାତରେ ଦେଇଦେଇଛନ୍ତି ସରକାର । ଏ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।* *ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ । ଆଉ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ବାଧ୍ୟତାମୂଳକ ଥିଲା । ଏଣିକି ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ବଦଳରେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷ ଦସ୍ତଖତ କରିବେ । ବ୍ଲକର ଅଧିକାଂଶ କାମ ୨୦ ଲକ୍ଷ ଭିତରେ ରହୁଥିବାରୁ ଏହାକୁ ବିଡିଓ ହିଁ ପାସ୍ କରିଦେବେ । ଫଳରେ ଅଧ୍ୟକ୍ଷଙ୍କର କୌଣସି ଭୂମିକା ରହିବନି । ଆଉ ୨୦ ଲକ୍ଷରୁ ୫୦ ଲକ୍ଷ ଭିତରେ କମ୍ ପ୍ରକଳ୍ପ ରହୁଥିବାରୁ, ବ୍ଲକ୍ ଅଧ୍ୟକ୍ଷଙ୍କ ପାଖକୁ ଅଳ୍ପ କିଛି ପ୍ରକଳ୍ପ ଆସିବ । ତେଣୁ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ, କ୍ଷମତାଶାଳୀ ହେବେ ବିଡିଓ ।*

- ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 70910778981
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- Post by Tapasdas1
- Post by User5115 Susanta Kumar Pattnaik1
- ହରିଣ ପାରର୍କ1
- proud moment for all indian1
- OMAN AND INDIA RELATIONSHIP1
- Jay Jagannath 🙏1
- Orissa Subha sakal good morning1