logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା

1 hr ago
user_MN.NEWS ODIA
MN.NEWS ODIA
Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା

More news from ଓଡ଼ିଶା and nearby areas
  • #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    1
    #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ
ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ବାଲେଶ୍ୱରରେ ୪୭ ୟୁନିଟ ରକ୍ତ ଦାନ! ସାଲୁଟ୍ 🙏 ବାଲେଶ୍ୱର ପାଇଁ ଗର୍ବର କଥା! ❤️🙏 ବାଲେଶ୍ବର ରେ ରକ୍ତ ଅଭାବ ଦୂର କରିବାକୁ ୱେଲନେସ ଅନ ହୁଇଲସ ର ମହାନ ପଦକ୍ଷେପ!
    1
    ବାଲେଶ୍ୱରରେ ୪୭ ୟୁନିଟ ରକ୍ତ ଦାନ! ସାଲୁଟ୍ 🙏
ବାଲେଶ୍ୱର ପାଇଁ ଗର୍ବର କଥା! ❤️🙏
ବାଲେଶ୍ବର ରେ ରକ୍ତ ଅଭାବ ଦୂର କରିବାକୁ ୱେଲନେସ ଅନ ହୁଇଲସ ର ମହାନ ପଦକ୍ଷେପ!
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    12 hrs ago
  • ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ
    1
    ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ 
ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    22 hrs ago
  • ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    1
    ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ।
ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    14 hrs ago
  • ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ
    1
    ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    19 hrs ago
  • ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ପୂଜା
    1
    ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ପୂଜା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • #ଲିପୁନ୍_ବହୁତ୍_କିଛି #କଥା_ଲୁଚେଇଛି ! ସୌମ୍ୟ କୁ ମର୍ଡର କରିବାକୁ, ୨ ଦିନ ଆଗରୁ ପ୍ଲାନ୍ ହେଇଥିଲା ! ୨ ଝିଅ ବି ମିଛ କହୁଥିବା କଥା ମାନି ସାରିଲେଣି, ଲିପୁନ୍ ବହୁତ୍ କଥା ଲୁଚାଉଛି। ପୋଲିସ ଏଯାଏଁ ତଦନ୍ତ ଠିକ୍ କରି ପାରିଲା ନାହିଁ।
    1
    #ଲିପୁନ୍_ବହୁତ୍_କିଛି
#କଥା_ଲୁଚେଇଛି !
ସୌମ୍ୟ କୁ ମର୍ଡର କରିବାକୁ, ୨ ଦିନ ଆଗରୁ ପ୍ଲାନ୍ ହେଇଥିଲା ! ୨ ଝିଅ ବି ମିଛ କହୁଥିବା କଥା ମାନି ସାରିଲେଣି, ଲିପୁନ୍ ବହୁତ୍ କଥା ଲୁଚାଉଛି। ପୋଲିସ ଏଯାଏଁ ତଦନ୍ତ ଠିକ୍ କରି ପାରିଲା ନାହିଁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • Post by Bhadrak bulletin
    1
    Post by Bhadrak bulletin
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    15 hrs ago
  • #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |
    1
    #ପୂର୍ବ_ଶତ୍ରୁତାରୁ_ମାରିଦେଲେ 
ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.