Shuru
Apke Nagar Ki App…
Slug- ପିଏମ୍ କିଶାନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧ ରିପୋର୍ଟର ନରୋତ୍ତମ ପାଢ଼ୀ Anchor, ମୁନିଗୁଡା:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ପିଏମ୍ କିଶାନର ୨୦ତମ କିସ୍ତି ପ୍ରଦାନ କରିଥିବାବେଳେ ମୁନିଗୁଡା ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଲାଇଭ୍ ଷ୍ଟ୍ରିମିଙ୍ଗ କାର୍ଯ୍ୟକ୍ରମରେ ବିଷମକଟକ ବିଧାୟକ ନିଳମାଧବ ହିକକା ଯୋଗ ଦେଇଛନ୍ତି । ଏହି ଅବସରରେ ଟିଭି ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବା ସହ ଡ଼ଙ୍ଗରିଆ ଚାଷୀଙ୍କୁ ମାଣ୍ଡିଆ ବଣ୍ଟନ ଓ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିଛନ୍ତି। ମୁନିଗୁଡା ବ୍ଲକର ଅଧା ଚାଷି ପିଏମ୍ କିଶାନ ରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ଚାଷୀ ଯେଭଳି ଏହି ସୁବିଧା ପାଇ ପାରିବେ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି।ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ ବାଇଟ- ନିଳମାଧବ ହିକକା, ବିଧାୟକ, ବିଷମକଟକ
Narattam Kumar padhy

More news from Kalahandi and nearby areas
- bajar ne1
- Post by ଓମ୍ ସାଇ ରାମ୍1
- ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭1
- r2
- ମୋବାଇଲ ଚୋରକୁ ଲୋକେ ଧରି ଜିମା ଦେଲେ ପୋଲିସ ହାତେ ।1
- ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia1
- सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow1
- Post by ଓମ୍ ସାଇ ରାମ୍1