logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ପୁସ୍ତକ ମେଳାରେ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ମାନିତ କଲେ ବିଧାୟକ ତାଳଚେର ପୁସ୍ତକ ମେଳାରେ କ୍ଷିରୋଦ ସାହୁଙ୍କୁ ସମ୍ମାନିତ କଲେ ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର :- ତାଳଚେର ୨୩ତମ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି l ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଓ ପୁସ୍ତକ ମେଳାରେ ସହଯୋଗ କରି ଆସୁଥିବାରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l ଏହି ଉଦଯାପନୀ ସଂନ୍ଧ୍ୟାରେ ପୁସ୍ତକ ମେଳାର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା, ପୂର୍ବତନ ସାଂସଦ ମହେଶ ସାହୁ, ଉପ ସଭାପତି ତଥା ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ଚନ୍ଦ୍ର ସାହୁ ଡ଼ଃ ରଶ୍ମୀ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଦେବି କିଶୋର ମିଶ୍ର, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, କେଶବ ଭୂତିଆ, ଅଡିଟର ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

on 5 February
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 5 February
2a18935b-0467-42ba-9cd0-c8874899936a

ତାଳଚେର ପୁସ୍ତକ ମେଳାରେ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ମାନିତ କଲେ ବିଧାୟକ ତାଳଚେର ପୁସ୍ତକ ମେଳାରେ କ୍ଷିରୋଦ ସାହୁଙ୍କୁ ସମ୍ମାନିତ କଲେ ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର :- ତାଳଚେର ୨୩ତମ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି l ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଓ ପୁସ୍ତକ ମେଳାରେ ସହଯୋଗ କରି ଆସୁଥିବାରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l ଏହି ଉଦଯାପନୀ ସଂନ୍ଧ୍ୟାରେ ପୁସ୍ତକ ମେଳାର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା, ପୂର୍ବତନ ସାଂସଦ ମହେଶ ସାହୁ, ଉପ ସଭାପତି ତଥା ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ଚନ୍ଦ୍ର ସାହୁ ଡ଼ଃ ରଶ୍ମୀ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଦେବି କିଶୋର ମିଶ୍ର, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, କେଶବ ଭୂତିଆ, ଅଡିଟର ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

More news from ଓଡ଼ିଶା and nearby areas
  • Post by Kumuda Nayak
    5
    Post by Kumuda Nayak
    user_Kumuda Nayak
    Kumuda Nayak
    ଗଣିଆ, ନୟାଗଡ଼, ଓଡ଼ିଶା•
    10 hrs ago
  • ଚାଷୀଙ୍କ ପାଇଁ ବିଜେଡି ଫଁ ଫଁ ହେଉଛି | ବିଜେଡ଼ି ଅମଳରେ ଥିଲା କି ସତ୍ୟ ଯୁଗ ! ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ଚାଷୀଙ୍କ ପାଇଁ ବିଜେଡି ଫଁ ଫଁ ହେଉଛି | ବିଜେଡ଼ି ଅମଳରେ ଥିଲା କି ସତ୍ୟ ଯୁଗ !
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି । ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    4
    ଥାନା ପରିସରରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷରେ ସରକାର ଶିଶୁ ମିତ୍ର ଥାନାର ପରିକଳ୍ପନା କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଆଜି ଏଥିରେ ଯୋଡି ହୋଇଥିବା ବେଳେ ଶିଶୁମିତ୍ର ଥାନାର ଉଦଘାଟନ କରାଯାଇଛି । ଥାନା ଭିତରେ ପିଲାଙ୍କ ପାଇଁ ଶିଶୁ ଅନୁକୂଳ ପ୍ରକୋଷ୍ଠ ଖୋଲାଯାଇଛି । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିଛନ୍ତି । ବିଭିନ୍ନ ସମୟରେ ପୋଲିସର ସହାୟତା ପାଇଁ କିମ୍ବା ପରିବାର ଲୋକଙ୍କ ସହିତ ଶିଶୁ ମାନେ ଥାନା ପରିସରକୁ ଆସିଥାନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଥାନାରେ ରହିବାକୁ ମଧ୍ୟ ପଡିଥାଏ । ଉକ୍ତ ସମୟରେ ଥାନା ପରିସରରେ ଶିିଶୁ ମାନେ ଯେଭଳି ଏକ ଅନୁକୂଳ ପରିବେଶ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୁଲିସ ତରଫରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁଙ୍କ ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି । ପଢିବା ପାଇଁ ପିଲାଙ୍କ ବହି ରଖାଯାଇଥିବା ବେଳେ ଥାନା ପରିସରରେ ବିଭିନ୍ନ ପ୍ରକାରର ଦୋଳି ଖଂଜା ଯାଇଛି । ପ୍ରକୋଷ୍ଠର ସମସ୍ତ କାନ୍ଥରେ ପିଲାଙ୍କୁ ସୁହାଇଲା ଭଳି ରଙ୍ଗ ବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଶିଶୁ ଆଇନ, ଶିଶୁ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାର ସମ୍ବଳିତ ବିଭିନ୍ନ ବ୍ୟାନର ଲଗାଯାଇଛି ।  ଖାଲି ଏତିକି ନୁହେଁ କୌଣସି ମହିଳା ଯଦି ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି ସ୍ତନ୍ୟପାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକୋଷ୍ଠ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଥାନା ଭିତରେ ପୁଲିସ ପ୍ରତି ଜଣେ ଶିଶୁର ଭୟ ଯେଭଳି ସୃଷ୍ଟି ନହେବ ଏବଂ ଏକ ଉତମ ପରିବେଶ ଭିତରେ ନିଜକୁ ସାମିଲ କରିପାରିବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି । ଏଥିପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା ଜଣାପଡିଛି । ତେବେ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶତାଧିକ କୁନିକୁନୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ କୁମାର ମାହାନା, ଡିଆଇବି ଡିଏସପି ପବିତ୍ର କିସାନ, ଏଚଆରପିସି ଡିଏସପି ଅମୂଲ୍ୟ ପୁନମ ଲାକ୍ରା, ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, କିଶୋର ନ୍ୟାୟ ପରିଷଦ ସଦସ୍ୟା ଗାୟତ୍ରୀ ଦ୍ୱିବେଦୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଚିନ୍ମୟ ସ୍ୱାଇଁ, ଅଭିଯୋଜନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ନିରଞ୍ଜନ ନାୟକ, ଚାଇଲ୍ଟ ହେଲ୍ପଲାଇନ କରିସ୍ମା ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ବାରକୋଟ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ରିଆମାଳ, କୁଣ୍ଢେଇଗୋଳା ଏବଂ ଲଇମୁରା ଥାନାକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    13 hrs ago
  • ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ ଜଣେ ଗିରଫ । *ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ । *ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ। *ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା । * ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା *ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା ବହୁଦିନ ର ଲୁଚକାଳି ଖେକ ପରେ ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ କଂପାନୀରେ କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। #public#newsodiaodisha
    1
    ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ  ଜଣେ ଗିରଫ ।
*ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ ।
*ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ।
*ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା ।
* ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା 
*ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା 
ବହୁଦିନ ର ଲୁଚକାଳି ଖେକ ପରେ  ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର  ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା  ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l
ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ  ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ  କଂପାନୀରେ  କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି  ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ  ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
#public#newsodiaodisha
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    16 hrs ago
  • ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    1
    ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    17 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    11 hrs ago
  • ବହୁତ୍ କିଛି କହିଗଲେ ସମ୍ବଲପୁରର ବିଜେଡ଼ି ନେତା | ଆମ ବେଳେ ଏମିତି ନଥିଲା, ତୁମ ବେଳେ କାହିଁକି ! ଭୁବନେଶ୍ୱର ସ୍ଥିତ, ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ବହୁତ୍ କିଛି କହିଗଲେ ସମ୍ବଲପୁରର ବିଜେଡ଼ି ନେତା | ଆମ ବେଳେ ଏମିତି ନଥିଲା, ତୁମ ବେଳେ କାହିଁକି ! ଭୁବନେଶ୍ୱର ସ୍ଥିତ, ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ |
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ।  ଘଟଣା ସ୍ଥଳରେ ଉତ୍ତେଜନା !
ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.