Format - ପକେଜ Date -27. 8.26 Slug - NEET ରେ ସଫଳତା ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ! Place - ବିଷମକଟକ Report - ନରୋତ୍ତମ ପାଢ଼ୀ Anchor, ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି । VO -1- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ ମାତା କମଳା ହିକକାଙ୍କ ଏକମାତ୍ର ଝିଅ କବିତା ହିକକା। ଚଳିତ ନିଟ ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି। କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖ୍ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବରର ଆଇକନିକ୍ରେ ମନୋନୀତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ। ଦୃଢ଼ଇଚ୍ଛା ଶକ୍ତି ଅଗ୍ଲାନ୍ତ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍ଟି ୧୩୭ ରେଙ୍କରେ ଉତ୍ତୀର୍ଣ୍ଣହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ସହ ବାପା ମା, ଗୁରୁଜୀଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଦେଇଥିବା କହିଛନ୍ତି କବିତା. ତେବେ ଉଦ୍ୟମ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବହୁ ଆଦିବାସୀ ଛାତ୍ରୀ ନିଟ ପରୀକ୍ଷାରେ ତାଙ୍କୁ ସନୁସରଣ କରିବେ ବୋଲି କହିଛନ୍ତି କବିତା। Byte -କବିତା ହିକକା, ସଫଳ ପ୍ରଥମ ଆଦିବାସୀ ଝିଅ। VO -2- କବିତାଙ୍କ ବାପା ଲବ ହିକକା ଓ ମାତା କମଳା ହିକକା ଦିନମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରୁଛନ୍ତି । ସୀମିତ ଆୟରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ଶିକ୍ଷାର ଖର୍ଚ୍ଚ ବହନ କରିବା ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଟଙ୍କା କେଉଁଠୁ ଆଣି ଝିଅକୁ କେମିତି ଡାକ୍ତରୀ ପାଠ ପଢ଼ାଇବେ ଚିନ୍ତାରେ ରହି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର। Byte -ବାପା ଲବ ହିକକା ! ଅନ୍ୟପଟେ ରାୟଗଡା ଜ଼ିଲ୍ଲା ର ପୂର୍ବତନ ସଭାପତି ଶ୍ରୀ ସୁଧୀର ଦାସ ଏଇ ଆଦିବାସୀ ଝିଅର ସଫଳତା କୁ ଆହୁରି ମଜବୁତ କରିବା ଦିଗରେ ପରିବାର କୁ ଭେଟି ଶିକ୍ଷା ପାଇଁ ପ୍ରତିବର୍ଷ 50000 ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ , ଆଦିବାସୀ ଝିଅ ର ମନବଳ କୁ ଆହୁରି ସୁଦୃଢ କରି , ଭବିଷ୍ୟ ଗଠନ ର ମାର୍ଗ ଦର୍ଶକ ହୋଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଛନ୍ତି , Byte - ସୁଧୀର ଦାସ ( ପୂର୍ବତନ ଜ଼ିଲ୍ଲା ବିଜେଡି ସଭାପତି ) ଏବଂ ବରଗଡ଼ ଜ଼ିଲ୍ଲା ର ଏକ ଡାକ୍ତର ଦମ୍ପତି ସସ୍ମିତା ଦାସ ଓ ରାଜିବ ତ୍ରିପାଠି ଖବର ପାଇ ଚଳିତ ବର୍ଷ ର ଫି ବହନ ପାଇଁ ସହଯୋଗ ର ହାତ ବଢ଼େଇ ଛନ୍ତି ! ଏଥିସହ ସ୍ଥାନୀୟ ତହସିଲଦାର ମଧ୍ୟ ସରକାର ଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା କଥା ମଧ୍ୟ ଜଣାଇ ଥିବା ବେଳେ , ଭୁବନେଶ୍ୱର ନୟାପଲ୍ଲୀ ର ଜଣେ ବ୍ୟବସାୟୀ ଶ୍ରୀ ବିକାଶ ରାଉତ ପରିବାର ସହ ଯୋଗାଯୋଗ କରି ତାଙ୍କ ଏକାଉଣ୍ଟ କୁ 41 ହଜାର ଟଙ୍କା ପଠେଇ ଝିଅ ଟିର ଶିକ୍ଷା ଦିଗରେ ସହାନୁଭୂତି ର ଦୃଢତା କୁ ସଶକ୍ତ କରିଛନ୍ତି ! Vol 3 ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ଡାକ୍ତରୀ ପଢି ସମାଜ ର ସେବା ରେ ସମର୍ପିତ ପାଇଁ ଆଗଭର ହେଉଥିବା ବେଳେ ସମସ୍ତଙ୍କ ଆଶ୍ରିବାଦ ଓ ସହାନୁଭୂତି କୁ ପାଥେୟ କରି ଉଜ୍ବଳ ଭବିଷ୍ୟ ଗଠନ ରେ ସହାୟ ହେଉ ଏହା ସମସ୍ତ ଙ୍କ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଶୁଭ କାମନା ରହିବ ! Byte - ଅଶୋକ ପାଢ଼ୀ ( ସମାଜ ସେବୀ ) Byte 1 - ସୁଧୀର ଦାସ ( ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ) Byte -2 କବିତା ହିକକା ( ଛାତ୍ରୀ ) Byte 3, ଅଶୋକ ପାଢ଼ୀ ( ସମାଜ ସେବୀ ) Byte 4 , ରାମଚାନ୍ଦ୍ର କୁତୃକା (ଆଦିବାସୀ ସମାଜ ସଭାପତି )
Format - ପକେଜ Date -27. 8.26 Slug - NEET ରେ ସଫଳତା ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ! Place - ବିଷମକଟକ Report - ନରୋତ୍ତମ ପାଢ଼ୀ Anchor, ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ, ଅର୍ଥାଭାବ ଏବେ ତାଙ୍କ ଡାକ୍ତରୀ ପାଠପଢ଼ାରେ ବଡ଼ ବାଧକ ସାଜିଛି । VO -1- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଲବ ହିକକା ଓ ମାତା କମଳା ହିକକାଙ୍କ ଏକମାତ୍ର ଝିଅ କବିତା ହିକକା। ଚଳିତ ନିଟ ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି। କବିତା ନିଜ ଶିକ୍ଷା ଗାଁ ବିଦ୍ୟାଳୟରୁ ଆରମ୍ଭ କରି ଭାଲେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମରେ ୯୦ ପ୍ରତିଶତ ନମ୍ବର ରଖ୍ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବରର ଆଇକନିକ୍ରେ ମନୋନୀତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ। ଦୃଢ଼ଇଚ୍ଛା ଶକ୍ତି ଅଗ୍ଲାନ୍ତ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି।
କବିତା ଓଡ଼ିଶା ରାଜ୍ୟ ରେଙ୍କ ୪୧୭୮ ଓ ଏସ୍ଟି ୧୩୭ ରେଙ୍କରେ ଉତ୍ତୀର୍ଣ୍ଣହୋଇ କୋରାପୁଟ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ସହ ବାପା ମା, ଗୁରୁଜୀଙ୍କ ପ୍ରେରଣା ତାଙ୍କୁ ଏହି ସଫଳତା ଆଣିଦେଇଥିବା କହିଛନ୍ତି କବିତା. ତେବେ ଉଦ୍ୟମ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବହୁ ଆଦିବାସୀ ଛାତ୍ରୀ ନିଟ ପରୀକ୍ଷାରେ ତାଙ୍କୁ ସନୁସରଣ କରିବେ ବୋଲି କହିଛନ୍ତି କବିତା। Byte -କବିତା ହିକକା, ସଫଳ ପ୍ରଥମ ଆଦିବାସୀ ଝିଅ। VO -2- କବିତାଙ୍କ ବାପା ଲବ ହିକକା ଓ ମାତା କମଳା ହିକକା ଦିନମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରୁଛନ୍ତି । ସୀମିତ ଆୟରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ଶିକ୍ଷାର ଖର୍ଚ୍ଚ ବହନ କରିବା ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଟଙ୍କା କେଉଁଠୁ ଆଣି ଝିଅକୁ କେମିତି ଡାକ୍ତରୀ ପାଠ ପଢ଼ାଇବେ ଚିନ୍ତାରେ ରହି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର। Byte -ବାପା ଲବ ହିକକା ! ଅନ୍ୟପଟେ ରାୟଗଡା ଜ଼ିଲ୍ଲା ର ପୂର୍ବତନ ସଭାପତି ଶ୍ରୀ ସୁଧୀର ଦାସ ଏଇ ଆଦିବାସୀ ଝିଅର ସଫଳତା କୁ ଆହୁରି ମଜବୁତ କରିବା ଦିଗରେ
ପରିବାର କୁ ଭେଟି ଶିକ୍ଷା ପାଇଁ ପ୍ରତିବର୍ଷ 50000 ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ , ଆଦିବାସୀ ଝିଅ ର ମନବଳ କୁ ଆହୁରି ସୁଦୃଢ କରି , ଭବିଷ୍ୟ ଗଠନ ର ମାର୍ଗ ଦର୍ଶକ ହୋଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇ ଛନ୍ତି , Byte - ସୁଧୀର ଦାସ ( ପୂର୍ବତନ ଜ଼ିଲ୍ଲା ବିଜେଡି ସଭାପତି ) ଏବଂ ବରଗଡ଼ ଜ଼ିଲ୍ଲା ର ଏକ ଡାକ୍ତର ଦମ୍ପତି ସସ୍ମିତା ଦାସ ଓ ରାଜିବ ତ୍ରିପାଠି ଖବର ପାଇ ଚଳିତ ବର୍ଷ ର ଫି ବହନ ପାଇଁ ସହଯୋଗ ର ହାତ ବଢ଼େଇ ଛନ୍ତି ! ଏଥିସହ ସ୍ଥାନୀୟ ତହସିଲଦାର ମଧ୍ୟ ସରକାର ଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା କଥା ମଧ୍ୟ ଜଣାଇ ଥିବା ବେଳେ , ଭୁବନେଶ୍ୱର ନୟାପଲ୍ଲୀ ର ଜଣେ ବ୍ୟବସାୟୀ ଶ୍ରୀ ବିକାଶ ରାଉତ ପରିବାର ସହ ଯୋଗାଯୋଗ କରି ତାଙ୍କ ଏକାଉଣ୍ଟ କୁ 41 ହଜାର ଟଙ୍କା
ପଠେଇ ଝିଅ ଟିର ଶିକ୍ଷା ଦିଗରେ ସହାନୁଭୂତି ର ଦୃଢତା କୁ ସଶକ୍ତ କରିଛନ୍ତି ! Vol 3 ରାୟଗଡା ଜ଼ିଲ୍ଲା ର ପ୍ରଥମ ଆଦିବାସୀ ଝିଅ ଡାକ୍ତରୀ ପଢି ସମାଜ ର ସେବା ରେ ସମର୍ପିତ ପାଇଁ ଆଗଭର ହେଉଥିବା ବେଳେ ସମସ୍ତଙ୍କ ଆଶ୍ରିବାଦ ଓ ସହାନୁଭୂତି କୁ ପାଥେୟ କରି ଉଜ୍ବଳ ଭବିଷ୍ୟ ଗଠନ ରେ ସହାୟ ହେଉ ଏହା ସମସ୍ତ ଙ୍କ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଶୁଭ କାମନା ରହିବ ! Byte - ଅଶୋକ ପାଢ଼ୀ ( ସମାଜ ସେବୀ ) Byte 1 - ସୁଧୀର ଦାସ ( ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ) Byte -2 କବିତା ହିକକା ( ଛାତ୍ରୀ ) Byte 3, ଅଶୋକ ପାଢ଼ୀ ( ସମାଜ ସେବୀ ) Byte 4 , ରାମଚାନ୍ଦ୍ର କୁତୃକା (ଆଦିବାସୀ ସମାଜ ସଭାପତି )
- ଶୀର୍ଷକ: ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି ସ୍ଲଗ୍: ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର ଆଙ୍କର: ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଭଏସ୍ ଓଭର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ ଶୀର୍ଷକ: ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି ସ୍ଲଗ୍: ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର ଆଙ୍କର: ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଭଏସ୍ ଓଭର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି।4
- ଭଞ୍ଜନଗରରେ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା... #ଭଞ୍ଜନଗର #ତିରଙ୍ଗାଯାତ୍ରା #ତିରଙ୍ଗାଶୋଭାଯାତ୍ରା #ସ୍ୱାଧୀନତାଦିବସ #ଦେଶପ୍ରେମ #ଜାତୀୟଏକତା #ହରଘରତିରଙ୍ଗା #ଆମତିରଙ୍ଗା #ଘୁମୁସର #ଭଞ୍ଜନଗରଖବର #ଗଞ୍ଜାମଖବର #OdishaNews #Bhanjanagar #GanjamNews #TirangaYatra #IndependenceDay #HarGharTiranga #ProudIndian 🇮🇳1
- ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ ଜୟପୁରରେ ପୋଲିସର ବଡ଼ ସଫଳତା: ୮ ବାଇକ ଜବତ, ୧୦ ଜଣ କୋର୍ଟ ଚାଲାଣ1
- କଣ୍ଟାବାଞ୍ଜି ପୋଲିସ ଓ ଡାକ୍ତର ର ପରିଚୟ ଦେଇ ସ୍ବାମୀ ସ୍ତ୍ରୀ ଙ୍କ ଠାରୁ ୮୭ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା1
- ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |1
- ତ୍ରିରଙ୍ଗା ରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା1
- ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି3
- ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର ଜୟପୁରରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର1
- ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍, ୭ଟି ଦାମୀ ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। #BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha1