Shuru
Apke Nagar Ki App…
ନର୍ଲା ବିଡ଼ିଓ ଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି କର୍ମୀ
Ukadev.padhan
ନର୍ଲା ବିଡ଼ିଓ ଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି କର୍ମୀ
More news from Kesinga and nearby areas
- କେସିଙ୍ଗା ଦେଓ ଗାଁ ଠାରେ ସମ୍ବିଧାନ ଦିବସ ପାଳନ। Odisha news1
- କୁଟିଆ ନାଚ ବେଲଘର ଫୁଲବାଣୀ// Viral dance//1
- କଳାହାଣ୍ଡି ଗ୍ରାମସଭା ମହାସଂଘର ଜିଲ୍ଲା ସ୍ତରୀୟ ପଦଯାତ୍ରା ଓ ଗଣ ଧାରଣା । BE NEWS ODISHA ।।1
- କଳାହାଣ୍ଡି ଗ୍ରାମସଭା ମହାସଂଘର ଜିଲ୍ଲାସ୍ତରୀୟ ପଦଯାତ୍ରା ଓ ଗଣଧାରଣା | Protest | nirapekshyadigital1
- Kalahandi palace at Bhawanipatana ।। କଳାହାଣ୍ଡି ନାଗ ବଂଶୀ ରାଜା ଙ୍କ ରାଜ ଉଆସ ।। DibyaOfficial।।1
- କଳାହାଣ୍ଡି ରଙ୍ଗୀନ୍ କିର୍ତନ୍ କଡ଼ା ଶ୍ଳୋକ ବାଦ୍ୟ1
- କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ।1
- ଲାଞ୍ଜିଗଡ଼ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅନୁଷ୍ଠିତ। ଆଜି ମଙ୍ଗଳବାର ପୂର୍ବାହ୍ନ ଏଗାରଟା ସମୟରେ ଲାଞ୍ଜିଗଡ଼ ବ୍ଲକ ମୂଖ୍ୟାଳୟ ବିଶ୍ଵନାଥ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର ତତ୍ବାବଧାନରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ମୃଖ୍ୟ ଅତିଥି ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜିବ କୁମାର ନାୟକ,ଡିଏସଏସଓ ବିରେନ୍ଦ୍ର କୁମାର କହଁର,ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ଡୋଲାମଣି ପଧାନ ମଞ୍ଚାସିନ ହୋଇ ଭିନ୍ନ କ୍ଷମ ମାନଙ୍କୁ ସରକାର ଙ୍କ ଦ୍ଵାରା ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିରେ ମାନସିକ ରୋଗୀ ୪୩ଜଣ,ଦୃଷ୍ଟି ବାଧିତ ୩୬ଜଣ,ସିକଲିନ ୧୫ଜଣ,ଶ୍ରବଣ ୭୬ଜଣ,ଚଳନ ଅସମର୍ଥ୨୪୬,ବିକଳାଙ୍ଗ ଗ୍ରୁପ ଜଣେ, DRI ରୁଣଜଣେ,ଭତ୍ତା୧୨ଜଣଙ୍କ ସମେତ ସମୁଦାୟ ୪୧୪ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଶେଷଜ୍ଞ ଡାକ୍ତର ଆସି ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ସାମାଜିକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାର ସିଂହ,ବଜାର ନିରୀକ୍ଷକ ଦିଲିପ କୁମାର ନାୟକ,ଅଙ୍ଗନୱାଡ଼ି କର୍ମୀ,ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ଛାତ୍ରଛାତ୍ରୀ ସମେତ ସମସ୍ତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। #Ommtv #Kalahandi #Lanjigad #Ommtvdigital #Kalingabikash #Odisha BHIMVOY Disability Empowerment is held in Lanjigarh block premises. Today Tuesday at eleven o'clock in the morning at Lanjigarh block headquarters Vishwanath under the supervision of the group development officer Shasha pot, the block level Bhimvoi disabled capacity Shivar has been held. Mrkhya Ahrithinjigarh Panchayat Samithi Chairperson Kamala Patra was present as guest of honor while Vice President Sanjib Kumar Naik, DSSO Birendra Kumar Kaher, Odisha Disability Forum President Dolamani Padhan were present. Taking the stage, he highlighted the various schemes offered by the government to the differently abled. There are 43 mentally ill, 36 visually impaired, 15 visually impaired, 76 hearing impaired, 246 disabled, one disabled group. A total of 414 names were registered, including one DRI employee and 12 allowances. In the said program, district chief hospital specialist doctors from various departments came and issued Dibang certificates. Block Social Security Officer Arvind Mohapatra, Social Welfare Officer Pankaj Sabhiyar Singh, Market Inspector Dilip Kumar Naik, Anganwadi workers, teachers and students of all blocks including school students participated in this program.1
- ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ସମସ୍ତ ୱାର୍ଡ଼୍ ର ସମସ୍ୟା ର ଅନୁଧ୍ୟାନ।1