Shuru
Apke Nagar Ki App…
OTV SONEPUR
More news from Odisha and nearby areas
- ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।1
- ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ1
- Post by OTV SONEPUR1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।1
- ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା1
- कैमरे में कैद एक अनोखे वाकये ने सोशल मीडिया पर हलचल मचा दी है। एक व्यक्ति सैलून में पहुंचा, नाई से हेयरकट कराने के बजाय खुद ही औज़ार उठाए और अपने बाल काट लिए। आसपास मौजूद लोग हैरान रह गए। हेयरकट पूरा करने के बाद उसने सैलून स्टाफ को औज़ार इस्तेमाल करने का पैसा चुकाया और बिना किसी बहस के चला गया। यह वीडियो लोगों को खूब हंसा रहा है। #ViralVideo #FunnyMoment #SalonLife #HairStyle #BarberShop #Unexpected #InternetReacts1
- ସୁବର୍ଣ୍ଣପୁର: ବାନ୍ଧ କଳା ଓ ବୁଣାକାର ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ କମନ୍ ସର୍ଭିସ୍ ସେଣ୍ଟର୍ (ORMAS) ଠାରେ ଅନୁଷ୍ଠିତ ହୋଇଥିଲା। ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଏନଜିଓ ଭାବ ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ଏହି କର୍ମଶାଳାରେ ଏସଟିଏସସି କଟକର ବୈଜ୍ଞାନିକ - ବି ଅମୃତ ନାୟକ, ଓର୍ମାସ ସିଇଓ ସୁଶାନ୍ତ ନାୟକ,ଭାବ ନିର୍ଦେଶକ ସୌରଭ କର ପ୍ରମୁଖ ଉପସ୍ଥିତ ଥିଲେ।1