logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏଆଇ କ୍ୟାମେରାରେ ଶିକାରୀ ଙ୍କ ପୋଲ ଖୋଲିଲା,୩ ବନ୍ଧୁକ ସମେତ ୫ ଜଣ ଶିକାରୀ ଗିରଫ ଉଦଳା- ୧/୮/୨୫( ରାଜୀବ ବେହେରା ) - ପୁଣି ଏଆଇ କ୍ୟାମେରା ରେ ରେ କଏଦ ହେଲା ଶିକାରୀ ଙ୍କ ଭିଡିଓ l ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଜଙ୍ଗଲ ମାନଙ୍କ ରେ ଶିକାରୀ ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ତେଵେ ବିଭାଗ ପକ୍ଷରୁ ଅଭୟାରଣ୍ୟରେ ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷାକୁ ଦୃଷ୍ଟି ରେ ରଖି ବନବିଭାଗ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଏଆଇ କ୍ୟାମେରା ଲଗାଇଛି। ବୁଧବାର ଖୁଣ୍ଟା ବ୍ଳକ ଅଞ୍ଚଳର କେତେକ ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ଡୁକୁରା ୱାଇଲ୍ଡ ଲାଇଫ ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ମଧ୍ଯକୁ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଧରି ଅବାଧରେ ଜଙ୍ଗଲ ଭିତରେ ଯାଇଥିବା ବେଳେ ସେମାନେ ଙ୍କ ଗତିବିଧି ଏଆଇ କ୍ୟାମେ ମେରା ରେ ରେକର୍ଡ ହୋଇ ଥିଲା। ତେବେ ସେମାନେ ଏଆଇ କ୍ୟାମେରା ଫୁଟେଜ ରେ ଚିତ୍ର ଆସିବା ପରେ ତତ୍ପର ତା ଦେଖାଇଛି ବନ ବିଭାଗ,ଗତ ଗୁରୁବାର ୫ ଜଣ ଶିକାରୀ ଙ୍କୁ ଠାବ କରି ସେମାନଙ୍କ ନିକଟରୁ ୩ଟି ଗୋଟି ଦେଶୀ ବନ୍ଧୁକ ସମେତ, ବାରୁଦ ଜବଦ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ମୟୁରଭଞ୍ଜ ଖୁଣ୍ଟା ଥାନା ଅଧୀନ ଜୁରାଡିହି ଗ୍ରାମର କାହ୍ନୁ ଜାମଦା ସିଂ (୩୦),ବହଳଦା,ଗଭେଇ ଗ୍ରାମର ଦେବେନ୍ଦ୍ର ସିଂ (୨୦), ସୋମନାଥ ସିଂ (୩୫), ପ୍ରଦୀପ ସିଂ (୩୧), ଗୌର ସିଂ (୨୪)। ସେମାନଙ୍କୁ ଡୁକୁରା ବନବିଭାଗ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି

on 2 August
user_Rajib Behera
Rajib Behera
Journalist Mayurbhanj•
on 2 August
7555265f-dd48-41e5-b27a-8a79a4eb79be

ଏଆଇ କ୍ୟାମେରାରେ ଶିକାରୀ ଙ୍କ ପୋଲ ଖୋଲିଲା,୩ ବନ୍ଧୁକ ସମେତ ୫ ଜଣ ଶିକାରୀ ଗିରଫ ଉଦଳା- ୧/୮/୨୫( ରାଜୀବ ବେହେରା ) - ପୁଣି ଏଆଇ କ୍ୟାମେରା ରେ ରେ କଏଦ ହେଲା ଶିକାରୀ ଙ୍କ ଭିଡିଓ l ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଜଙ୍ଗଲ ମାନଙ୍କ ରେ ଶିକାରୀ ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ତେଵେ ବିଭାଗ ପକ୍ଷରୁ ଅଭୟାରଣ୍ୟରେ ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷାକୁ ଦୃଷ୍ଟି ରେ ରଖି ବନବିଭାଗ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଏଆଇ କ୍ୟାମେରା ଲଗାଇଛି। ବୁଧବାର ଖୁଣ୍ଟା ବ୍ଳକ ଅଞ୍ଚଳର କେତେକ ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ଡୁକୁରା ୱାଇଲ୍ଡ ଲାଇଫ ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ମଧ୍ଯକୁ ବନ୍ଧୁକ,

0ac24baa-645f-473c-ab42-78832d80b895

ଅସ୍ତ୍ରଶସ୍ତ୍ର ଧରି ଅବାଧରେ ଜଙ୍ଗଲ ଭିତରେ ଯାଇଥିବା ବେଳେ ସେମାନେ ଙ୍କ ଗତିବିଧି ଏଆଇ କ୍ୟାମେ ମେରା ରେ ରେକର୍ଡ ହୋଇ ଥିଲା। ତେବେ ସେମାନେ ଏଆଇ କ୍ୟାମେରା ଫୁଟେଜ ରେ ଚିତ୍ର ଆସିବା ପରେ ତତ୍ପର ତା ଦେଖାଇଛି ବନ ବିଭାଗ,ଗତ ଗୁରୁବାର ୫ ଜଣ ଶିକାରୀ ଙ୍କୁ ଠାବ କରି ସେମାନଙ୍କ ନିକଟରୁ ୩ଟି ଗୋଟି ଦେଶୀ ବନ୍ଧୁକ ସମେତ, ବାରୁଦ ଜବଦ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ମୟୁରଭଞ୍ଜ ଖୁଣ୍ଟା ଥାନା ଅଧୀନ ଜୁରାଡିହି ଗ୍ରାମର କାହ୍ନୁ ଜାମଦା ସିଂ (୩୦),ବହଳଦା,ଗଭେଇ ଗ୍ରାମର ଦେବେନ୍ଦ୍ର ସିଂ (୨୦), ସୋମନାଥ ସିଂ (୩୫), ପ୍ରଦୀପ ସିଂ (୩୧), ଗୌର ସିଂ (୨୪)। ସେମାନଙ୍କୁ ଡୁକୁରା ବନବିଭାଗ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି

More news from Khordha and nearby areas
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    9 hrs ago
  • ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ
    1
    ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ
    user_Ranjan Kumar Dash
    Ranjan Kumar Dash
    Journalist Boudh•
    4 hrs ago
  • nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    1
    nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    4 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur•
    6 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    7 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    9 hrs ago
  • Vote Chori Sardar Patel and Nehru issue
    1
    Vote Chori 
Sardar Patel and Nehru issue
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    19 hrs ago
  • ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    1
    ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    user_Ranjan Kumar Dash
    Ranjan Kumar Dash
    Journalist Boudh•
    12 hrs ago
  • naye sal ka enjoy time
    1
    naye sal ka enjoy time
    user_Meena
    Meena
    Artist Sambalpur•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.