logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅପରାଜିତାଙ୍କ ସାତ ବର୍ଷର ରିପୋର୍ଟ କାର୍ଡ଼..Aparajita's seven-year report card ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଲେ ଭୁବନେଶ୍ବର ସାଂସଦ ଭୁବନେଶ୍ବରରେ ୫୫ ପ୍ରକାର କାର୍ଯ୍ୟ କରାଯାଇଛି ସଂସଦୀୟ କ୍ଷେତ୍ରରେ ୧୮ ପ୍ରସ୍ତାବରୁ ୧୧ଟିରେ କାମ ଚାଲିଛି ୧୦ଟି ଫୁଟ୍ ଓଭର ବ୍ରିଜ୍, ୭ଟି ଫ୍ଲାଏ ଓଭର, ୧୬ଟି ଅଣ୍ଡର ପାସ୍‌ ହୋଇଛି ପଳାଶୁଣୀରେ ୭ ମିଟରର ସର୍ଭିସ ରୋଡ ପାଇଁ ଯୋଜନା ପଳାଶୁଣୀରୁ ରସୁଲଗଡ଼ ଭିତରେ ୧୮କୋଟି ୪୨ ଲକ୍ଷର ଫୁଟ ଓଭର ବ୍ରିଜ୍ ଓ ସ୍କାଏ ମାର୍ଗ ହେବ ୬ ଲେନ୍ ରାସ୍ତାର କାମ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୩୭ଟି ବଡ଼ ରୋଡ ପ୍ରସ୍ତାବ . ୭ ହଜାର ୫୦୦ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି ୬୫୭ ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସରେ ଆକ୍ସାଗର୍ଡ ପାଣିର ବ୍ୟବସ୍ଥା ମାଛ ମାର୍କେଟ ପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବ ୬୩୦ କୋଟିର ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ କାମ ଆରମ୍ଭ ହେବ ପାଇଛି ଭୁବନେଶ୍ବରର ଅନେକ ପ୍ରାଚୀନ ମନ୍ଦିରକୁ ଏଏସଆଇ ଅଧୀନକୁ ଅଣା ଯାଇ ଭୁବନେଶ୍ବର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ସରକାର ସକାରାତ୍ମକ ଅଛନ୍ତି ଓ କାମ କରାଯିବ : ଅପରାଜିତା

4 hrs ago
user_Sunil Samal
Sunil Samal
Local News Reporter ବଡ଼ଚଣା, ଯାଜପୁର, ଓଡ଼ିଶା•
4 hrs ago
d1f650c4-cb06-4ed0-a46d-85f7083cc8c6

ଅପରାଜିତାଙ୍କ ସାତ ବର୍ଷର ରିପୋର୍ଟ କାର୍ଡ଼..Aparajita's seven-year report card ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଲେ ଭୁବନେଶ୍ବର ସାଂସଦ ଭୁବନେଶ୍ବରରେ ୫୫ ପ୍ରକାର କାର୍ଯ୍ୟ କରାଯାଇଛି ସଂସଦୀୟ କ୍ଷେତ୍ରରେ ୧୮ ପ୍ରସ୍ତାବରୁ ୧୧ଟିରେ କାମ ଚାଲିଛି ୧୦ଟି ଫୁଟ୍ ଓଭର ବ୍ରିଜ୍, ୭ଟି ଫ୍ଲାଏ ଓଭର, ୧୬ଟି ଅଣ୍ଡର ପାସ୍‌ ହୋଇଛି ପଳାଶୁଣୀରେ ୭ ମିଟରର ସର୍ଭିସ ରୋଡ ପାଇଁ ଯୋଜନା ପଳାଶୁଣୀରୁ ରସୁଲଗଡ଼ ଭିତରେ ୧୮କୋଟି ୪୨ ଲକ୍ଷର ଫୁଟ ଓଭର ବ୍ରିଜ୍ ଓ ସ୍କାଏ ମାର୍ଗ ହେବ ୬ ଲେନ୍ ରାସ୍ତାର କାମ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୩୭ଟି ବଡ଼ ରୋଡ ପ୍ରସ୍ତାବ . ୭ ହଜାର ୫୦୦ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି ୬୫୭ ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସରେ ଆକ୍ସାଗର୍ଡ ପାଣିର ବ୍ୟବସ୍ଥା ମାଛ ମାର୍କେଟ ପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବ ୬୩୦ କୋଟିର ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ କାମ ଆରମ୍ଭ ହେବ ପାଇଛି ଭୁବନେଶ୍ବରର ଅନେକ ପ୍ରାଚୀନ ମନ୍ଦିରକୁ ଏଏସଆଇ ଅଧୀନକୁ ଅଣା ଯାଇ ଭୁବନେଶ୍ବର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ସରକାର ସକାରାତ୍ମକ ଅଛନ୍ତି ଓ କାମ କରାଯିବ : ଅପରାଜିତା

More news from ଓଡ଼ିଶା and nearby areas
  • . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . ‌‌ *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*
    1
    .               *🙏 ଶୁଭ ସନ୍ଧ୍ୟା 🙏*


.                    *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia  #devotional #motivation* 

 .       ‌‌    *🙏ଜୟ ଶ୍ରୀ ଜଗନ୍ନାଥ 🙏*
             *🙏ଜୟ ଶ୍ରୀ କୃଷ୍ଣ 🙏*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ? ବିଜେଡିକୁ ବିଜେପିର ଟାର୍ଗେଟ ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।
    1
    ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ?
ବିଜେଡିକୁ ବିଜେପିର ଟାର୍ଗେଟ
ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha
    1
    ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  
ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  #LatestNews #UpdateNews #apanankakhabara #jajpur_city #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। 
#Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    11 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । 
ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ରିପୋର୍ଟ କାର୍ଡ ରଖିଲେ ଅପରାଜିତା,କିଛି କାମ କରିଛୁ । ବହୁତ କାମ କରିବାରେ ଅଛି,ଏମିତି କଥା କହି ନିଜର ରିପୋର୍ଟ କାର୍ଡ ରଖିଛନ୍ତି ଅପରାଜିତା ଷଢଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳର ୭ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି।ମୁଖ୍ୟ ତଥ୍ୟ ସେ ୬୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ କାର୍ଡରେ ଗତ ୭ ବର୍ଷର ବିକାଶ ଓ କାର୍ଯ୍ୟର ହିସାବ ଦେଇଛନ୍ତି ।ଶତ ପ୍ରତିଶତ ଭୁବନେଶ୍ୱର ବିକାଶ ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ।
    1
    ରିପୋର୍ଟ କାର୍ଡ ରଖିଲେ ଅପରାଜିତା,କିଛି କାମ କରିଛୁ । ବହୁତ କାମ କରିବାରେ ଅଛି,ଏମିତି କଥା କହି ନିଜର ରିପୋର୍ଟ କାର୍ଡ  ରଖିଛନ୍ତି ଅପରାଜିତା ଷଢଙ୍ଗୀ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳର ୭ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି।ମୁଖ୍ୟ ତଥ୍ୟ ସେ ୬୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ କାର୍ଡରେ ଗତ ୭ ବର୍ଷର ବିକାଶ ଓ କାର୍ଯ୍ୟର ହିସାବ ଦେଇଛନ୍ତି ।ଶତ ପ୍ରତିଶତ  ଭୁବନେଶ୍ୱର ବିକାଶ ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି  ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    7 hrs ago
  • ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    1
    ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll 
ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.