logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍‌ ଅଧୀନ ମୋରାଡୁଗୁଛା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକଙ୍କ ଉପସ୍ଥିତିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିରେ ମୋଟ ୩୨ଟି ଅଭିଯୋଗ ଦରଖାସ୍ତ ପଞ୍ଜୀକୃତ ହୋଇଥିଲା, ତନ୍ମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୧୧ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ହସ୍ତଗତ ହୋଇଥିଲା। ଜିଲ୍ଲାପାଳ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଏହି ଅଭିଯୋଗଗୁଡ଼ିକର ସମୟବଦ୍ଧ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ, ସୋନପୁର, ଡ ସୌମ୍ୟାରୂପା ରଥ, ତରଭା ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ କର୍ମୀ, ତହସିଲଦାର ତରଭା ସ୍ଵେତାଲିନା ମହାନା, ମୋରାଡୁଗୁଛା ଗ୍ରାମ ପଞ୍ଚାୟତ ସରପଞ୍ଚ ମନମୋହନ ସାହୁ, ଡେପୁଟି କଲେକ୍ଟର ଏବଂ ଜିଲ୍ଲାର ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ।

6 hrs ago
user_Premananda Naik
Premananda Naik
ବୀରମହାରାଜପୁର, ସୋନପୁର, ଓଡ଼ିଶା•
6 hrs ago
575e693b-bc6e-4aa5-bfda-9f3f235414cd

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍‌ ଅଧୀନ ମୋରାଡୁଗୁଛା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକଙ୍କ ଉପସ୍ଥିତିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିରେ ମୋଟ ୩୨ଟି ଅଭିଯୋଗ ଦରଖାସ୍ତ ପଞ୍ଜୀକୃତ ହୋଇଥିଲା, ତନ୍ମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୧୧ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ହସ୍ତଗତ ହୋଇଥିଲା। ଜିଲ୍ଲାପାଳ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଏହି ଅଭିଯୋଗଗୁଡ଼ିକର ସମୟବଦ୍ଧ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ, ସୋନପୁର, ଡ ସୌମ୍ୟାରୂପା ରଥ, ତରଭା ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ କର୍ମୀ, ତହସିଲଦାର ତରଭା ସ୍ଵେତାଲିନା ମହାନା, ମୋରାଡୁଗୁଛା ଗ୍ରାମ ପଞ୍ଚାୟତ ସରପଞ୍ଚ ମନମୋହନ ସାହୁ, ଡେପୁଟି କଲେକ୍ଟର ଏବଂ ଜିଲ୍ଲାର ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ।

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ସୋନପୁର ଜିଲ୍ଲା ମେଘନାଦ ପାଚେରି ଦୋଳପୂର୍ଣ୍ଣିମାରେ ହରିହର ଭେଟଘାଟ ହେବାସହ ସଂସ୍କୃତିକ ପୋଗ୍ରାମ ଅନୁଷ୍ଠିତ ହୋଇଛି।
    1
    ସୋନପୁର ଜିଲ୍ଲା ମେଘନାଦ ପାଚେରି ଦୋଳପୂର୍ଣ୍ଣିମାରେ ହରିହର ଭେଟଘାଟ ହେବାସହ ସଂସ୍କୃତିକ ପୋଗ୍ରାମ  ଅନୁଷ୍ଠିତ ହୋଇଛି।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श
    1
    बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ସହ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
    1
    ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ସହ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    12 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    23 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • ବୌଦ୍ଧ ଥାନା କାସଲପୂର ଗ୍ରାମରେ ବରଯାତ୍ରୀଙ୍କୁ ହତ୍ୟା, ଜଣେ ମୃତ, ଜଣେ ଗୁରୁତର
    1
    ବୌଦ୍ଧ ଥାନା କାସଲପୂର ଗ୍ରାମରେ ବରଯାତ୍ରୀଙ୍କୁ ହତ୍ୟା, ଜଣେ ମୃତ, ଜଣେ ଗୁରୁତର
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ସରକାରୀ ନର୍ସିଂ କଲେଜ ନଥିବା ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନର୍ସିଂ ଶିକ୍ଷା ପାଠ୍ୟକ୍ରମ ଖୋଲିବା ପାଇଁ ଚଳିତ ବଜେଟରେ ଘୋଷଣା କରାଯାଇଛି।
    1
    ସରକାରୀ ନର୍ସିଂ କଲେଜ ନଥିବା ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନର୍ସିଂ ଶିକ୍ଷା ପାଠ୍ୟକ୍ରମ ଖୋଲିବା ପାଇଁ ଚଳିତ ବଜେଟରେ ଘୋଷଣା କରାଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.