logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ରେ ହୁହୁ ହୋଇ ଜଳିଲା ବାଇକ ଶାସନ ଛକ ଚନ୍ଦନ ବଜାର ରାସ୍ତା ଉପରେ ଜଳିଗଲା ଚଳନ୍ତା ବାଇକ ଢେଙ୍କାନାଳ ସହରର ଶାସନ ଛକ ନିକଟ ଚନ୍ଦନ ବଜାର ରାସ୍ତା ଉପରେ ମଙ୍ଗଳ ବାର ଦିନ ସକାଳ ୧୦ଟା ବେଳେ ହଠାତ ଏକ ଚଳନ୍ତା ବାଇକରେ ନିଆଁ ଲାଗିଯାଇ ହୁ ହୁ ହୋଇ ଜଳି ଯାଇଥିଲା । ସୂଚନା ମୁତାବକ ସଦର ଥାନା ଢୋଲପଶି ଗ୍ରାମର ଯୁବକ ରଜନୀ କାନ୍ତ ସାହୁ ଏକ ହିରୋହୋଣ୍ଡା ନେଇ ବଜାରକୁ ଆସିଥିଲେ । ଗାଡି ଚଲାଇ ଯାଉଥିବା ସମୟରେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା । ରଜନୀକାନ୍ତଙ୍କ ହାତରେ ନିଆଁ ଲାଗିଯିବାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ଡେଇଁ ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେହି ସମୟରେ ଯାତାୟତ ଠପ ହୋଇଥିଲା ।

on 7 October
user_Tapasdas
Tapasdas
Journalist Dhenkanal•
on 7 October

ଢେଙ୍କାନାଳ ରେ ହୁହୁ ହୋଇ ଜଳିଲା ବାଇକ ଶାସନ ଛକ ଚନ୍ଦନ ବଜାର ରାସ୍ତା ଉପରେ ଜଳିଗଲା ଚଳନ୍ତା ବାଇକ ଢେଙ୍କାନାଳ ସହରର ଶାସନ ଛକ ନିକଟ ଚନ୍ଦନ ବଜାର ରାସ୍ତା ଉପରେ ମଙ୍ଗଳ ବାର ଦିନ ସକାଳ ୧୦ଟା ବେଳେ ହଠାତ ଏକ ଚଳନ୍ତା ବାଇକରେ ନିଆଁ ଲାଗିଯାଇ ହୁ ହୁ ହୋଇ ଜଳି ଯାଇଥିଲା । ସୂଚନା ମୁତାବକ ସଦର ଥାନା ଢୋଲପଶି ଗ୍ରାମର ଯୁବକ ରଜନୀ କାନ୍ତ ସାହୁ ଏକ ହିରୋହୋଣ୍ଡା ନେଇ ବଜାରକୁ ଆସିଥିଲେ । ଗାଡି ଚଲାଇ ଯାଉଥିବା ସମୟରେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା । ରଜନୀକାନ୍ତଙ୍କ ହାତରେ ନିଆଁ ଲାଗିଯିବାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ଡେଇଁ ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେହି ସମୟରେ ଯାତାୟତ ଠପ ହୋଇଥିଲା ।

  • user_User6142
    User6142
    Puruna Katak, Boudh
    👏
    on 10 October
More news from Puri and nearby areas
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    7 hrs ago
  • ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    1
    ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    12 hrs ago
  • 155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ
    1
    155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ
    user_MN.NEWS ODIA
    MN.NEWS ODIA
    Journalist Mayurbhanj•
    4 hrs ago
  • उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    1
    उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    user_Anuj Shrma
    Anuj Shrma
    Voice of people Sambalpur•
    5 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    10 hrs ago
  • ନେସନାଲ ହରେଲ୍ଡ ମିଛ ମାମଲା ରେ ଦିଲ୍ଲୀ ଅଦାଲତ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କ୍ଲିନ୍ ଚିଟ୍ ଦେବାପରେ, କଂଗେସ ଦଳର ନୈତିକ ବିଜୟ ହୋଇଛି,, ବିଜେପି ର ଏହି ମିଛ ମାମଲା ଓ ଚକ୍ରାନ୍ତ ବିରୋଧରେ କଂଗ୍ରେସ ଦଳ ବାରିପଦା ବିଜେପି ର କାର୍ଯ୍ୟ।ଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରିଛି।
    1
    ନେସନାଲ ହରେଲ୍ଡ ମିଛ ମାମଲା ରେ ଦିଲ୍ଲୀ ଅଦାଲତ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କ୍ଲିନ୍ ଚିଟ୍ ଦେବାପରେ, କଂଗେସ ଦଳର ନୈତିକ ବିଜୟ ହୋଇଛି,, ବିଜେପି  ର ଏହି ମିଛ ମାମଲା ଓ ଚକ୍ରାନ୍ତ ବିରୋଧରେ କଂଗ୍ରେସ ଦଳ ବାରିପଦା ବିଜେପି ର କାର୍ଯ୍ୟ।ଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରିଛି।
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Mayurbhanj•
    13 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda•
    20 hrs ago
  • ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    1
    ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    user_Bighne Rana
    Bighne Rana
    Dancer Kalahandi•
    12 hrs ago
  • सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    1
    सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है।
#ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    user_द संक्षेप
    द संक्षेप
    Media company Bargarh•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.