logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହାତୀ ସରଂକ୍ଷଣ ଓ ହାତୀ ମଣିଷ ସଂଘର୍ଷ ନିୟନ୍ତ୍ରଣ କ୍ଷେତ୍ରରେ ବନପାଳ ସମ୍ବର୍ଦ୍ଧିତ ବଣାଇ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜ ମଜୁରଡ଼ିମା ସେକ୍ସନର ପୂର୍ବତ୍ତନ କାର୍ଯ୍ୟରତ ବନପାଳ ପ୍ରତାପ କୁମାର ସାହୁଙ୍କୁ ହାତୀ ସରଂକ୍ଷଣ ଓ ହାତୀ ମଣିଷ ସଂଘର୍ଷ ନିୟନ୍ତ୍ରଣ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଛି l ଅନୁଗୁଳ ସ୍ଥିତ ବନ ବିଭାଗ ସଭାଗୃହ ରେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ତାଙ୍କୁ ମାନପତ୍ର ସହ 10 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ପ୍ରତାପ କୁମାର ସାହୁ ଜରଡ଼ା ରେଞ୍ଜ ରେ ବନପାଳ କାର୍ଯ୍ୟରତ ସମୟରେ ହାତୀଙ୍କୁ ଗତିବିଧି ଉପରେ ନଜର ରଖିବା, ହାତୀଙ୍କ ସୁରକ୍ଷିତ ପରିଚାଳନା ଏବଂ ହାତୀ ମଣିଷ ସଂଘର୍ଷ ହ୍ରାସ କରିବା ଦିଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ l ବର୍ତ୍ତମାନ ସେ ଗୁରୁଣ୍ଡିଆ ରେଞ୍ଜରେ ବନପାଳ ଭାବରେ କାର୍ଯ୍ୟରତ ଅଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ଡ଼ଃ ସଞ୍ଜୟ କୁମାର ସ୍ୱାଇଁ, ବନ ସରଂକ୍ଷକ ଭି. କାର୍ତ୍ତିକ, ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଡେପୁଟି ବନ ସରଂକ୍ଷକ ଏ. ଉମା ମହେଶ, ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ କିଟ ଆସୋସିଏଟ ପ୍ରଫେସର ଡ଼ଃ ମୋନଜ ଉକମାନଲ ସମେତ ସେଭ ଏଲିଫେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତୁଲିଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l ପୁରସ୍କାର ବିତରଣ ଉତ୍ସବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଢେଙ୍କାନାଳ ବନଖଣ୍ଡ ଅଧିକାରି ଲୋଳିତ କୁମାର ପାତ୍ର ଉପସ୍ଥିତ ରହି ବନପାଳ ପ୍ରତାପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ପ୍ରକାଶ କରିଥିଲେ l

11 hrs ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
11 hrs ago
2aba5ff9-d4c1-4cd7-b76b-ccd3fe8457ff

ହାତୀ ସରଂକ୍ଷଣ ଓ ହାତୀ ମଣିଷ ସଂଘର୍ଷ ନିୟନ୍ତ୍ରଣ କ୍ଷେତ୍ରରେ ବନପାଳ ସମ୍ବର୍ଦ୍ଧିତ ବଣାଇ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜ ମଜୁରଡ଼ିମା ସେକ୍ସନର ପୂର୍ବତ୍ତନ କାର୍ଯ୍ୟରତ ବନପାଳ ପ୍ରତାପ କୁମାର ସାହୁଙ୍କୁ ହାତୀ ସରଂକ୍ଷଣ ଓ ହାତୀ ମଣିଷ ସଂଘର୍ଷ ନିୟନ୍ତ୍ରଣ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଛି l ଅନୁଗୁଳ ସ୍ଥିତ ବନ ବିଭାଗ ସଭାଗୃହ ରେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ତାଙ୍କୁ ମାନପତ୍ର ସହ 10 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ପ୍ରତାପ କୁମାର ସାହୁ ଜରଡ଼ା ରେଞ୍ଜ ରେ ବନପାଳ କାର୍ଯ୍ୟରତ ସମୟରେ ହାତୀଙ୍କୁ ଗତିବିଧି ଉପରେ ନଜର ରଖିବା, ହାତୀଙ୍କ ସୁରକ୍ଷିତ ପରିଚାଳନା ଏବଂ ହାତୀ ମଣିଷ ସଂଘର୍ଷ ହ୍ରାସ କରିବା ଦିଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ l ବର୍ତ୍ତମାନ ସେ ଗୁରୁଣ୍ଡିଆ ରେଞ୍ଜରେ ବନପାଳ

65fef6ee-87a2-4703-a4a2-96001c444407

ଭାବରେ କାର୍ଯ୍ୟରତ ଅଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ଡ଼ଃ ସଞ୍ଜୟ କୁମାର ସ୍ୱାଇଁ, ବନ ସରଂକ୍ଷକ ଭି. କାର୍ତ୍ତିକ, ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଡେପୁଟି ବନ ସରଂକ୍ଷକ ଏ. ଉମା ମହେଶ, ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ କିଟ ଆସୋସିଏଟ ପ୍ରଫେସର ଡ଼ଃ ମୋନଜ ଉକମାନଲ ସମେତ ସେଭ ଏଲିଫେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତୁଲିଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l ପୁରସ୍କାର ବିତରଣ ଉତ୍ସବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଢେଙ୍କାନାଳ ବନଖଣ୍ଡ ଅଧିକାରି ଲୋଳିତ କୁମାର ପାତ୍ର ଉପସ୍ଥିତ ରହି ବନପାଳ ପ୍ରତାପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ପ୍ରକାଶ କରିଥିଲେ l

More news from ଓଡ଼ିଶା and nearby areas
  • ବଣାଇ ଥାନାରେ ଶବରୀ କନ୍ୟାଶ୍ରମ ତରଫରୁ ଏକଲ ଅଭିଯାନ ରକ୍ଷା ବନ୍ଧନ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଶବରୀ କନ୍ୟାଶ୍ରମ ଏକଲ ଅଭିଯାନ ପଶ୍ଚିମ ଓଡିଶା ଭାଗ ସୁନ୍ଦରଗଡ଼ ଅଞ୍ଚଳ ଆନୁକୂଲ୍ୟରେ ବଣାଇ ଥାନାରେ ଏକ ରାକ୍ଷୀ ବନ୍ଧନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିଲା l କନ୍ୟାଶ୍ରମର ଛାତ୍ର ଛାତ୍ରୀ ତଥା ପରିଚାଳିକା ପ୍ରମୁଖ ଆସି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଦ୍ବୀପରେ ବନ୍ଦେଇ ପୂଜାର୍ଚନା କରି ପବିତ୍ରତାର ପର୍ବ ଓ ଭାଇ ଭଉଣୀର ସମ୍ପର୍କକୁ ଅତୁଟ କରିବା ପାଇଁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଥାନା ଏଏସଆଇ ପର୍ଶୁରାମ ମହାନ୍ତ, ଚୂଡ଼ାମଣି ମହାପାତ୍ର ସମେତ ପୋଲିସ କର୍ମଚାରୀ, ବିଜେପି ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗଡ଼ଦ୍ଦିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲ୍ଲାଦ ବଢ଼େଇ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
    3
    ବଣାଇ ଥାନାରେ ଶବରୀ କନ୍ୟାଶ୍ରମ ତରଫରୁ ଏକଲ ଅଭିଯାନ ରକ୍ଷା ବନ୍ଧନ 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ   ଶବରୀ କନ୍ୟାଶ୍ରମ ଏକଲ ଅଭିଯାନ ପଶ୍ଚିମ ଓଡିଶା ଭାଗ   ସୁନ୍ଦରଗଡ଼ ଅଞ୍ଚଳ ଆନୁକୂଲ୍ୟରେ   ବଣାଇ ଥାନାରେ ଏକ ରାକ୍ଷୀ ବନ୍ଧନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିଲା l କନ୍ୟାଶ୍ରମର ଛାତ୍ର ଛାତ୍ରୀ ତଥା ପରିଚାଳିକା ପ୍ରମୁଖ ଆସି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ   ଦ୍ବୀପରେ ବନ୍ଦେଇ  ପୂଜାର୍ଚନା କରି  ପବିତ୍ରତାର ପର୍ବ ଓ ଭାଇ ଭଉଣୀର ସମ୍ପର୍କକୁ ଅତୁଟ କରିବା ପାଇଁ   ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଥାନା ଏଏସଆଇ ପର୍ଶୁରାମ ମହାନ୍ତ, ଚୂଡ଼ାମଣି ମହାପାତ୍ର ସମେତ ପୋଲିସ କର୍ମଚାରୀ, ବିଜେପି ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗଡ଼ଦ୍ଦିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲ୍ଲାଦ ବଢ଼େଇ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    22 hrs ago
  • ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର ଇବ ନଦୀ କୂଳରେ ଦେଖି ବାକୁ ମିଳିଥିଲା ବ୍ରଜରାଜନଗର ପୁଲିସ ସୁଚନା ପାଇଁ ଏଦିଗରେ ତଦନ୍ତ ଆରମ୍ଭ କରିଛି ।
    1
    ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ  ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର
ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ  ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର ଇବ ନଦୀ କୂଳରେ ଦେଖି ବାକୁ ମିଳିଥିଲା  ବ୍ରଜରାଜନଗର ପୁଲିସ ସୁଚନା ପାଇଁ ଏଦିଗରେ ତଦନ୍ତ ଆରମ୍ଭ କରିଛି ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    6 hrs ago
  • *बहन की रक्षा भाई करेगा पर भाई की रक्षा कौन करेगा?* अधिक जानकारी के लिए अवश्य पढ़िए पुस्तक *जीने की राह* जरूर पढ़े
    1
    *बहन की रक्षा भाई करेगा पर भाई की रक्षा कौन करेगा?*

अधिक जानकारी के लिए अवश्य पढ़िए पुस्तक *जीने की राह* जरूर पढ़े
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    12 hrs ago
  • ମହମ୍ମଦ ଜନ୍ମ ଦିବସ ବନଡେଗା ରେ ଶାନ୍ତିପୂର୍ଣ୍ଣ ସହିତ ପାଳିତ ହୋଇଯାଇଛି
    1
    ମହମ୍ମଦ ଜନ୍ମ ଦିବସ ବନଡେଗା ରେ ଶାନ୍ତିପୂର୍ଣ୍ଣ ସହିତ ପାଳିତ ହୋଇଯାଇଛି
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଓଡିଶା ସୀମାନ୍ତ ରେ ଥିବା ଲୁଲୁକି ଡ଼ିହି ଠାରେ ବନ୍ଧା ଯାଇଥିବା ପୋଲ ବର୍ତ୍ତମାନ ସୋଚନୀୟ ଅବସ୍ଥା ରେ
    1
    ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଓଡିଶା ସୀମାନ୍ତ ରେ ଥିବା ଲୁଲୁକି ଡ଼ିହି ଠାରେ ବନ୍ଧା ଯାଇଥିବା ପୋଲ ବର୍ତ୍ତମାନ ସୋଚନୀୟ ଅବସ୍ଥା ରେ
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    15 hrs ago
  • 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    1
    🚨 नेपाल में कुदरत का कहर! जलसैलाब ने मचाई भारी तबाही

नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।

वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।

🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।

#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert


🚨 नेपाल में कुदरत का कहर! जलसैलाब ने मचाई भारी तबाही
नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।
वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।
🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।
#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    23 hrs ago
  • ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ
    4
    ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି 
ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ
    user_Laxmi behera
    Laxmi behera
    Social worker ବନାରପାଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • ରାଜ୍ୟ ସୀମାନ୍ତ ଲୁଲକିଡିହି ଛତିଶଗଡ଼ କୁ ସଂଯୋଗ କରୁଥିବା ବ୍ରିଜର ଅବସ୍ଥା ଶୋଚନୀୟ
    1
    ରାଜ୍ୟ ସୀମାନ୍ତ ଲୁଲକିଡିହି ଛତିଶଗଡ଼ କୁ ସଂଯୋଗ କରୁଥିବା ବ୍ରିଜର ଅବସ୍ଥା ଶୋଚନୀୟ
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.