Shuru
Apke Nagar Ki App…
ଆସନ୍ତା ସୋମବାର ଗନ୍ଦିଆ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୂଚନା ଢେ଼ଙ୍କାନାଳ ଆସନ୍ତା ସୋମବାର ଡିସେମ୍ବର ୨୨ତାରିଖ ଗନ୍ଦିଆ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିବେ। ସଂପୃକ୍ତ ଅଞ୍ଚଳ ବାସୀଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସମାଧାନ ନିମନ୍ତେ ଶିବିରରେ ପଞ୍ଜିକରଣ କରି ଅଭିଯୋଗ କରିପାରିବେ ବୋଲି ଜଣାଇ ଦିଆଯାଉଛି । #newsodiaodisha #dhenkanaldistrict #facebookreelsviralviralシfypシ゚2025 #facebookphoto #gandia#shuru
Tapasdas

More news from Sambalpur and nearby areas
- ଏନୱାଲଡେ ମହା ଉତ୍ସବ. ପଧାନ ପାଟ ଦେବଗଡ଼1
- କଇରାଝୁଲି ବିଦ୍ଯାଲୟ ପରିଦର୍ଶନ କଲେ ଓ.ସେ.ପ୍ରା ଯୁଗ୍ମ ନିର୍ଦ୍ଦେଶକ ।1
- naye sal ka enjoy time1
- Post by Banshidhar Bemal1
- किसानों ने अपनी कटनि छटनी समस्या को लेकर कलेक्टर ऑफिस में किया विरोध प्रदर्शन #farmersprotest #sambalpurnews #P24newsexpress #sambalpurprotest #collectorofficeprotest1
- ସୁନ୍ଦର ଗଡ଼ ଜିଲ୍ଲା କୁତ୍ରାଵ୍ଳକ ଆମ ଗୋଭା ପଞ୍ଚାୟତ ର ସଦଶ୍ୟ ନାଗାର ତୁର୍ଵାର ଭାଇ ଙ୍କ ପରିବାର କୁ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା କମିଟି - ଅଜୟ ଠାକୁର ଏଵଂ ବ୍ଳକ ସଭାପତି -ମନୋଜ ଏକ୍କା 30,000 ଟଙ୍କା ଚେକ୍ ପ୍ରଦାନ କଲେ1
- Post by Banshidhar Bemal1
- #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯1
- back to home2