Shuru
Apke Nagar Ki App…
ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି।
NEWS MANORANJAN
ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି।
More news from ଓଡ଼ିଶା and nearby areas
- ଯଦି ବିକାଶ ହାର ଏତେ ଅଧିକ, ଯୁବକ ଦାଦନମୁହାଁ କାହିଁକି,ହଜାର କୋଟିର ବଜେଟ କିନ୍ତୁ ରୋଗୀଙ୍କୁ ବେଡ଼ ମିଳୁନି1
- Post by DAILYNEWS ALERT1
- ଭୁବନେଶ୍ୱର, ଜୁନ ୧୮ରେ, ଦାରୁଠେଙ୍ଗ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ୧୮ ବର୍ଷ ଧରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ସହରର ଆବର୍ଜନା ପକାଯିବା ଏବଂ ଏହାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନର ଘୋର ଅବହେଳା ବିରୋଧରେ ଦାରୁଠେଙ୍ଗବାସୀ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଗୁରୁବାର ଦାରୁଠେଙ୍ଗ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତିଶାଳୀ ପ୍ରତିବାଦ ଜଣାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଦୁଇ ଦଶନ୍ଧି ଧରି ଦାରୁଠେଙ୍ଗ ଅଞ୍ଚଳ ସହରର ଆବର୍ଜନା ଫିଙ୍ଗାଯିବା ସ୍ଥାନରେ ପରିଣତ ହୋଇଛି, ଯାହା ଫଳରେ ପରିବେଶ ଦୂଷଣ ବଢ଼ିବାରେ ଲାଗିଛି। ଏହା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଯାପନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ପୂର୍ବରୁ ଆବର୍ଜନା ଅପସାରଣ ଏବଂ ବାୟୋ-ମାଇନିଂ ପ୍ରକ୍ରିୟା ମାଧ୍ୟମରେ ପୁରୁଣା ଅଳିଆ ପାହାଡ଼ ହଟାଇବାକୁ ପ୍ରଶାସନ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟରେ ନିଜର ଦାବି ଉପସ୍ଥାପନ କରିବା ସହ ପ୍ରଶାସନକୁ କଡ଼ା ଚେତାବନୀ ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଯଦି ଅଳିଆ ସମସ୍ୟାର ଶୀଘ୍ର ସ୍ଥାୟୀ ସମାଧାନ ନ କରାଯାଏ ଏବଂ ପୂର୍ବ ପ୍ରତିଶ୍ରୁତି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ। ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଏବଂ ପଞ୍ଚାୟତର ଭବିଷ୍ୟତ ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି। ଏହି ଘଟଣା ପୁଣି ଥରେ ଦାରୁଠେଙ୍ଗ ଅଳିଆ ସମସ୍ୟାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି ଏବଂ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।1
- କଟକ ଜିଲ୍ଲାର ନିଆଳି ବ୍ଲକର ଆଦାସପୁର ଅଞ୍ଚଳରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି, ଯାହାଙ୍କୁ ବାବାଜୀ ବୋଲି ସମ୍ବୋଧିତ କରାଯାଇଛି, ସେ ବର୍ତ୍ତମାନ ସୁଦ୍ଧା ଏକ ସ୍ଥାୟୀ ଘରଟିଏ ପାଇପାରି ନାହାନ୍ତି। ସେ ଦୁଇ ଝିଅ ଓ ଗୋଟିଏ ପୁଅର ପିତା ହୋଇଥିବାବେଳେ ଏକ ଭଙ୍ଗା ଝୁମ୍ପୁଡ଼ିରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି। ଏକ ପକ୍କା ଘର ତାଙ୍କ ପାଇଁ ଏକ ସାତ ସପନ ପାଲଟିଛି।1
- ବିକାଶର ଦାବି ଭିତରେ ମଶାଣି ପାଲଟିଛି ରାସ୍ତା ! କ୍ୟାପ୍ସନ୍: ବିକାଶର ଡେଙ୍ଗୁରା ଭିତରେ ପୁଣି ସାମ୍ନାକୁ ଆସିଲା ଗ୍ରାମୀଣ ଓଡ଼ିଶାର ଅତି ଦୟନୀୟ ଚିତ୍ର। କନ୍ଧମାଳ ଜିଲ୍ଲା ପାର୍ଥମାହା ପଞ୍ଚାୟତର କନ୍ଦେରୀ ଗାଁରେ ରାସ୍ତାଟିଏ ନଥିବାରୁ ଜଣେ ବୃଦ୍ଧା ଆଦିବାସୀ ମହିଳାଙ୍କ ଶବକୁ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ନେଲେ ଗ୍ରାମବାସୀ। ସ୍ୱାଧୀନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳ। ଏହା କେବଳ ପ୍ରଶାସନିକ ବିଫଳତା ନା ଦଶନ୍ଧି ଦଶନ୍ଧିର ଅବହେଳା? କେବେ ସଂସ୍କାର ହେବ ଏହି ବ୍ୟବସ୍ଥା? #KandhamalNews #OdishaNews #RuralDevelopment #AdministrativeFailure #Humanity #TribalRights #Odisha #NewsUpdate ବିକାଶର ଦାବି ଭିତରେ ମଶାଣି ପାଲଟିଛି ରାସ୍ତା ! କ୍ୟାପ୍ସନ୍: ବିକାଶର ଡେଙ୍ଗୁରା ଭିତରେ ପୁଣି ସାମ୍ନାକୁ ଆସିଲା ଗ୍ରାମୀଣ ଓଡ଼ିଶାର ଅତି ଦୟନୀୟ ଚିତ୍ର। କନ୍ଧମାଳ ଜିଲ୍ଲା ପାର୍ଥମାହା ପଞ୍ଚାୟତର କନ୍ଦେରୀ ଗାଁରେ ରାସ୍ତାଟିଏ ନଥିବାରୁ ଜଣେ ବୃଦ୍ଧା ଆଦିବାସୀ ମହିଳାଙ୍କ ଶବକୁ ୪ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ନେଲେ ଗ୍ରାମବାସୀ। ସ୍ୱାଧୀନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳ। ଏହା କେବଳ ପ୍ରଶାସନିକ ବିଫଳତା ନା ଦଶନ୍ଧି ଦଶନ୍ଧିର ଅବହେଳା? କେବେ ସଂସ୍କାର ହେବ ଏହି ବ୍ୟବସ୍ଥା? #KandhamalNews #OdishaNews #RuralDevelopment #AdministrativeFailure #Humanity #TribalRights #Odisha #NewsUpdate1
- କପିଳାସ ପୀଠର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଏବଂ ଜଗତ ଜନନୀ ମା' ପାର୍ବତୀଙ୍କୁ 'ନବ ବିବାହିତ ଦେବ ଦମ୍ପତି' ଭାବରେ ବର୍ଣ୍ଣନା କରାଯାଇଛି। ଏହି ଦେବ ଦମ୍ପତି କପିଳାସ ପୀଠରେ ପୂଜା ପାଉଥିବା ଆରାଧ୍ୟ ଠାକୁର ଭାବରେ ସର୍ବଦା ଭକ୍ତମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।1
- Post by NEWS MANORANJAN1
- ଓରିଫୋମର ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ଜଳି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ତିନୋଟି ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏବେକାର ଖବର ଅନୁସାରେ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି।1