Shuru
Apke Nagar Ki App…
କଟକ ରେ ଡରାଇଲାଣି ଜଣ୍ଡିସ,ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ ଦୂଷିତ ପାନୀୟଜଳ ବ୍ୟବହାର କରିବାରୁ ସହରର କାଫଳାବଜାର, ଶେଖ ବଜାର, ମାନସିଂ ପାଟଣା, ଆଦି ଅଂଚଳରେ ଜଣ୍ଡିସ ବା କାମଳ କାୟା ବିସ୍ତାର କରିଛି, ଉକ୍ତ ଅଞ୍ଚଳ ରେ ଅନେକ ଲୋକ ଏବେ ପୀଡିତ ଅଛନ୍ତି, ସିଏମସି ପକ୍ଷରୁ ଘରେ ଦିଆଯାଇଥିବା ପାନୀୟଜଳ ପାଇପ ଗୁଡିକ ଦୀର୍ଘଦିନ ଧରି ବଦଳା ନ ଯିବାରୁ ମଇଳା ପାଣି ଟ୍ୟାପ ନିକଟରେ ଜମା ରହୁଛି ଫଳରେ ସେହି ପାଣିରୁ ଜଣ୍ଡିସ ବ୍ୟାପୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି,ଏହା ବ୍ୟତୀତ ଡ୍ରେନ ରୁ ଠିକ ଭାବରେ ପାଣି ନିଷ୍କାସନ ହେଉ ନାହିଁ, ଫଳରେ ଲୋକଙ୍କ ଘର ଆଗରେ ଡ୍ରେନ ଅପରିସ୍କାର ପାଣି ଜମି ରହୁଛି, ସେହିଭଳି ଶୌଚାଳୟ ଟାଙ୍କି ଗୁଡିକର ବି ସମାନ ପରିସ୍ଥିତି, ଟାଙ୍କି ସଫା ହେଉ ନଥିବାରୁ ରାସ୍ତା ରେ ଟାଙ୍କି ପାଣି ଜମି ରହୁଛି, ଏହିଭଳି ବିଭିନ୍ନ ସମସ୍ୟା ରହୁଥିବାରୁ ଆଜି ଜଣ୍ଡିସ ବ୍ୟାପିଛି, ତେବେ ଆଜି cmc ମେୟର,କମିଶନର ଙ୍କ ସହିତ ସ୍ୱାଥ୍ୟ ବିଭାଗ ଟିମ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି
Aritkumar Mohapatra

More news from ଓଡ଼ିଶା and nearby areas
- କଟକ ଜଗତପୁର ପାଖରେ ଥିବା ଖଇରା ପୋଲ ପାଖରେ ଗଞ୍ଜେଇ ବିକୁଥିବା ଜଣେ ଲୋକ ମାଡିବସିଲା ଅବକାରୀ ବିଭାଗ । ଗଞେଇ ବେପାରୀ ପାଖରୁ ମିଳିଲା ନୂଆ ବୁଲେଟ ।1
- କଟକ ଖାନନଗର ରେଳ ଧାରଣା ନିକଟରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର।1
- ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ତେଲ ଓ ଗ୍ୟାସ ବଞ୍ଚାଅ ଦେଶର GDP ବଢିବ ବୋଲି ସଚେତନ କଲେ।1
- ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।1
- Post by Thabira Majhi1
- Post by Gagan Bhoi1
- ଓଡିଶା ରେ ହେବ କ୍ଲିନ୍ ଟେକ୍ ଏକ୍ସପୋ1
- ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ତେଣୁ କଣ କଣ ରହିଛି ଚଳିତ ଥର ମାଟ୍ରିକ ପରୀକ୍ଷା କୁ ନେଇ ଅପଡେଟ ଶୁଣି ନିଅନ୍ତୁ ବୋର୍ଡ଼ ସଭାପତି ଙ୍କ ପାଖରୁ ।1