Shuru
Apke Nagar Ki App…
Slug- ଅଜଣା ଗାଡି ଧକ୍କାରେ କମିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ, ଅଜଣା ଗାଡି ଧକ୍କାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ l ମୃତ ଯନ୍ତ୍ରୀ ଜଣକ ହେଲେ ତରଭା ଏନଏସି ର ଜେଇ ଅଶୋକ ପଧାନ l ସୋନପୁର - ବଲାଙ୍ଗୀର ରାସ୍ତାର ସାନ ଝିଙ୍କି ଛକରେ ରାସ୍ତା କଡ଼ରେ ଛିଡା ହୋଇଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କାଦେଇ ଫେରାର ମାରିଥିଲା l ଘଟଣା ସ୍ଥଳରେ ହିଁ ଅଶୋକଙ୍କ ପ୍ରାଣ ଚାଲିଯାଇଥିବା ଜଣାଯାଇଛି l ଅଶୋକଙ୍କ ଘର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଘଲପୁର ଗାଁରେ ହୋଇଥିବା ଜଣାପଡିଛି l
Sonepur news khulasa

More news from ଓଡ଼ିଶା and nearby areas
- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।1
- Post by SonepurSambad1
- Post by Manoj Kumar Achary1
- କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। 📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।1
- Post by ସାଥୀ ଟି ଭି1
- Post by Sonepur news khulasa1
- Post by BAHUJAN ADHIKAR1
- Post by SonepurSambad1