ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ — ମେନେଜର କଟା — ଏବେ ଅଲୋଡ଼ା ହୋଇଛି ମେନେଜର କଟା। ଯେତେବେଳେ ପଦ୍ମପୁର ସହରର ଜନସଂଖ୍ୟା ୧୧ ହଜାର ପାଖାପାଖି ଥିଲା ସେ ସମୟରେ ଏହି ମେନେଜର କଟା ଲୋକଙ୍କ ଶୋଷ ମେଣ୍ଟାଉଥିଲା। ଏହି ସ୍ଥାନରୁ ପାଇପ୍ ପାଣି ଯୋଗାଣ ବ୍ୟବସ୍ଥା ଥିଲା। ଖରା ସମୟରେ ପାନୀୟଜଳ ର ଚାହିଦା ବଢ଼ୁଥିଲେ ମହିଳା ମାନେ ସାଙ୍ଗ ହୋଇ ପାଣି ନେଉଥିଲେ। ଏନ୍ ଏ ସି ତରଫରୁ ଜଗୁଆଳି ମଧ୍ୟ ରହୁଥିଲେ। ଏକ ଉଚିତ୍ ବ୍ୟବସ୍ଥା ଥିଲା ଯାହା ଲୋକମାନେ ମଧ୍ୟ ମେନେଜର ଅଟା ର ପାଣି ପାନୀୟଜଳ ଭାବରେ ଗ୍ରହଣ କରୁଥିଲେ। ଧିରେ ଧିରେ ବ୍ୟବସ୍ଥା ବଦଳିଛି ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି। ଜଳଯୋଗାଣ ବ୍ୟବସ୍ଥା ବଦଳିଛି ହେଲେ ଆବଶ୍ୟକତା ପୂରଣ କରିପାରୁନାହିଁ। ସହରର ଜନସାଧାରଣ ଏବେ ଖୋଜୁଛନ୍ତି ସେହି ପୁରୁଣା ବ୍ୟବସ୍ଥା ମେନେଜର କଟା। ଏହା ପଦ୍ମପୁର ର ପୁରୁଣା ପିଏଚଡି ଅଫିସ ପଛପଟେ ଓ ଶନି ମନ୍ଦିର କଡ଼ରେ ରହିଛି।ଅଭାବରେ ସ୍ବଭାବ ନଷ୍ଟ ହେଉ ପଛେ ଉକ୍ତ ସ୍ଥାନରେ ପୁଣିଥରେ ପାନୀୟ ଜଳ ସମସ୍ୟାର ଏକ ବିକଳ୍ପ ଚିନ୍ତା କରାଯାଉ। ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ — ମେନେଜର କଟା — ଏବେ ଅଲୋଡ଼ା ହୋଇଛି ମେନେଜର କଟା। ଯେତେବେଳେ ପଦ୍ମପୁର ସହରର ଜନସଂଖ୍ୟା ୧୧ ହଜାର ପାଖାପାଖି ଥିଲା ସେ ସମୟରେ ଏହି ମେନେଜର କଟା ଲୋକଙ୍କ ଶୋଷ ମେଣ୍ଟାଉଥିଲା। ଏହି ସ୍ଥାନରୁ ପାଇପ୍ ପାଣି ଯୋଗାଣ ବ୍ୟବସ୍ଥା ଥିଲା। ଖରା ସମୟରେ ପାନୀୟଜଳ ର ଚାହିଦା ବଢ଼ୁଥିଲେ ମହିଳା ମାନେ ସାଙ୍ଗ ହୋଇ ପାଣି ନେଉଥିଲେ। ଏନ୍ ଏ ସି ତରଫରୁ ଜଗୁଆଳି ମଧ୍ୟ ରହୁଥିଲେ। ଏକ ଉଚିତ୍ ବ୍ୟବସ୍ଥା ଥିଲା ଯାହା ଲୋକମାନେ ମଧ୍ୟ ମେନେଜର ଅଟା ର ପାଣି ପାନୀୟଜଳ ଭାବରେ ଗ୍ରହଣ କରୁଥିଲେ। ଧିରେ ଧିରେ ବ୍ୟବସ୍ଥା ବଦଳିଛି ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି। ଜଳଯୋଗାଣ ବ୍ୟବସ୍ଥା ବଦଳିଛି ହେଲେ ଆବଶ୍ୟକତା ପୂରଣ କରିପାରୁନାହିଁ। ସହରର ଜନସାଧାରଣ ଏବେ ଖୋଜୁଛନ୍ତି ସେହି ପୁରୁଣା ବ୍ୟବସ୍ଥା ମେନେଜର କଟା। ଏହା ପଦ୍ମପୁର ର ପୁରୁଣା ପିଏଚଡି ଅଫିସ ପଛପଟେ ଓ ଶନି ମନ୍ଦିର କଡ଼ରେ ରହିଛି।ଅଭାବରେ ସ୍ବଭାବ ନଷ୍ଟ ହେଉ ପଛେ ଉକ୍ତ ସ୍ଥାନରେ ପୁଣିଥରେ ପାନୀୟ ଜଳ ସମସ୍ୟାର ଏକ ବିକଳ୍ପ ଚିନ୍ତା କରାଯାଉ।

- ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling1
- ଡ଼ାକ୍ତରଖାନାରେ ମିଳୁନି ପିଇବା ପାଣି, ମିଥ୍ୟା ବାହା ନେବା ରେ ବ୍ୟସ୍ତ ଅଧିକାରୀ ସହର ବାହାରେ ଥିବା ମାତୃ ଓ ଶିଶୁ ଡ଼ାକ୍ତରଖାନା ରେ ଅବ୍ୟବସ୍ଥା,ଡଃ ଓଁକାର ହୋତା ଙ୍କ ବିଜୁଳି ବାହାନା। ବଲାଙ୍ଗୀର/ଟିଟିଲାଗଡ,ଆଦିବାସୀ, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା କିଭଳି ଯୋଗାଇ ଦେବା ଆଳରେ ଲୋକ ଙ୍କ ଜୀବନ ସହ ଖେଳ ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ ରେ । ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସାଳୟ ଡ଼ାକ୍ତରଖାନା ବନାମ ଡକାୟତ ଖାନା ପାଲଟିଛି । ପ୍ରସୂତି ମହିଳାଙ୍କ ନିକଟରୁ ଆଶା କର୍ମୀ ,ନର୍ସିଂ ସିଷ୍ଟର ବିଭିନ୍ନ ଆଳରେ ଟଙ୍କା ଆଦାୟ ସାମାନ୍ୟ ଘଟଣା ଘଟିଥିବା ବେଳେ ପିଇବାକୁ ଟୋପାଏ ପାଣି ବ୍ୟବସ୍ଥା ନାହିଁ । ସହର ରୁ ପାଞ୍ଚ କି ମି ଦୁର ଏହି ଡାକ୍ତରଖାନା କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ଭଡ଼ା ଅଟୋ କରି ଯିବା,ଆସିବା ଦୁର୍ବିସହ ହୋଇ ପଡ଼ିଛି। ବର୍ତ୍ତମାନ ର ଉତ୍କଟ ଖରା ରେ ଆମ୍ବୁଲାନ୍ସ ସାତ ସପନ ଥିବା ବେଳେ ଗୁରୁତର ଅକାଳ ମୃତ୍ୟୁ ବରଣ ସାର ହୋଇଛି।ଲୋକେ ପାଣି ଟୋପାଏ ପାଇଁ ବୋତଲ ପାଣି ବ୍ୟବହାର କରୁଛନ୍ତି। ଏଠାକାର ଡଃ ଓଁକାର ହୋତା ନିଜକୁ ମ୍ୟାଡିକଲ୍ ସୂପରିଟେଣ୍ଡ ଭାବେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଜରିଆରେ ଏହି ଡାକ୍ତରଖାନା ରେ ବିଦ୍ୟୁତ୍ ସଂଯୋଗ ସଠିକ୍ ନ ରହୁଥିବା ଓ ବିଦ୍ୟୁତ୍ ବିଭାଗ ଅବହେଳା କରି ବାରମ୍ବାର ଲାଇନ୍ କାଟୁଥିବା ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି । ତେବେ ଜରୁରୀ କାଳୀନ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ଡ଼ାକ୍ତରଖାନା ରେ ଥିବା ବେଳେ ସେ ଦିଗରେ ଦୃଷ୍ଟି ଦେବା ବଦଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା,ରୋଗୀ ଙ୍କୁ ଘୋରୋଇ କ୍ଲିନିକ୍ କୁ ନାନା ପରୀକ୍ଷା ଆଳରେ ପରୀକ୍ଷଣ ପାଇଁ ପ୍ରେରଣ,ପ୍ରସୂତି ମହିଳାଙ୍କ ନିକଟରୁ ଅର୍ଥ ଆଦାୟ,ନିମ୍ନ ମାନର ଖାଦ୍ୟ ଯୋଗାଣ ଆଦି ଅନିୟମିତତା ଅଭିଯୋଗ ବିରୋଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ପ୍ରକାଶ ପାଇଛି। ଏହା କେବଳ ମିଥ୍ୟା ବାହା,ବାହା ନେବାକୁ ଡଃ ଓଁକାର ହୋତା ପ୍ରେସ ବିବୃତି ପ୍ରଦାନ କରୁଛନ୍ତି ବୋଲି ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ମହଲ ରେ ନିନ୍ଦା କରାଯାଇ ଆସୁଛି। ବିଶେଷ ଦ୍ରଷ୍ଟବ୍ୟ ଯେ, ଏହି ଡାକ୍ତର ଖାନା ରେ ବିଗତ ଦିନରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ରେ ମୃତ୍ୟୁ ବରଣ କରି ଥିବା ଜଣେ ମହିଳା ଙ୍କ ମୃତ୍ୟୁ ବରଣ ଘଟଣା ଚାପେଇଦିଆଯିବା ନେଇ କଂଗ୍ରେସ ଦଳ ର ଲିଖିତ ଅଭିଯୋଗ।4
- ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।4
- ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।1