Shuru
Apke Nagar Ki App…
ama gaa ku pani asuni
Dayanidhi Malick
ama gaa ku pani asuni
More news from ଓଡ଼ିଶା and nearby areas
- ବୋଡ଼କ/ତିହିଡି: ବୋଡ଼କ ଗ୍ରାମପଞ୍ଚାୟତ ଅଧୀନ ଭଞ୍ଜସାହି ଗ୍ରାମରେ ଏବେ ଚିନ୍ତା ଓ ଅଶାନ୍ତିର ପରିବେଶ ଦେଖାଦେଇଛି। ଗ୍ରାମବାସୀ ରଘୁନାଥ ଜେନାଙ୍କ ଏକମାତ୍ର ପୁତ୍ର ଆକାଶ ଜେନା (୧୩) କାଲିଠାରୁ ନିଖୋଜ ଥିବା ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି। ପରିବାର ସୂଚନା ଅନୁଯାୟୀ, ଆକାଶ ସାଧାରଣ ଭାବେ ଘରୁ ବାହାରିଥିଲେ, କିନ୍ତୁ ପରେ ଆଉ ଘରକୁ ଫେରିନାହାନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ପକ୍ଷରୁ ପ୍ରଥମେ ନିଜେ ଚାରିପାଖରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପରେ ଗ୍ରାମବାସୀ, ସାଙ୍ଗ-ସାଥୀ ଓ ପଡ଼ୋଶୀମାନେ ମିଶି ନଦୀକୂଳ, ବଜାର, ପାଖପାଖି ଗ୍ରାମ ଓ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ସନ୍ଧାନ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ସୁତ୍ର ମିଳିନାହିଁ।1
- ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ1
- Post by ODISHA DARPAN1
- ମହା ଶିବ ରାତ୍ରି ଦିନ ପ୍ରଭୁ ଭରେଶ୍ୱର ଜାଗର ଜାତ ବହୁ ଧୂମଧାମ ରେ ପାଳିତ ହୋଇଯାଇଛି4
- Post by Md mustafa news1
- ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।1
- ପବିତ୍ର ଜାଗର ଯାତ୍ରା ରେ ପ୍ରାଚିନ ଶୈବପୀଠ ବୁଢ଼ା ମହାଦେବ ମନ୍ଦିର ଚଳଚଞ୍ଚଳ1
- ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଫେରାର ଅଭିଯୁକ୍ତ ସ୍ମୃତି ରଞ୍ଜନ ସହ ଅନ୍ୟ କେତେକ ଯୁବକ କଲେଜ ରୋଡ୍ରେ ଯୁବକଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଭଦ୍ରକ ଟାଉନ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସୁରକ୍ଷା ଓ ପଚରାଉଚରା ପାଇଁ ଦୁଇ ଜଣକୁ ଭଦ୍ରକ ରିଜର୍ଭ ପୋଲିସରେ ରଖାଯାଇଥିଲା । ତେବେ ସ୍ମୃତି ରଞ୍ଜନ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳିନାହିଁ ।1