ଏଟିଏମ ଭିତରେ ଛୁରୀ ଦେଖାଇ ଟଙ୍କା ଲୁଟ.. ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ... ଏଟିଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ଲୁଟ ଅଭିଯୋଗ ଯୁବକ ଗିରପ ଟିଟିଲାଗଡ଼... ଟିଟିଲାଗଡ଼ ସହର ର ଏସ ବି ଆଇ ଶାଖା ର ଏକ ଏ ଟି ଏମ କାଉଣ୍ଟର ରୁ ଜନୈକ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ବିଶ୍ୱଜିତ ଦାଶ ନାମକ ବ୍ୟକ୍ତି ଜଣକ ଏ ଟି ଏମ କାଉଣ୍ଟର ରୁ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଏକ ଛୁରୀ ଦେଖାଇ ଭୟଭୀତ କରି ଟଙ୍କା ଲୁଟ କରି ଫେରାର ମାରିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଏହାର ନେତୃତ୍ୱ ସବ ଇନ୍ସପେକ୍ଟର କିରଣ ଜାଣି ସମ୍ପୃକ୍ତ ଲୁଟେରା ବିଶ୍ୱଜିତ ଦାଶ କୁ ଧରିବାରେ ସଫଳ ହେବା ସହ ଆସାମୀ ଠାରୁ ଏକ ଛୁରୀ ଏବଂ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି l ଆସାମୀ ଜଣକ ବଲାଙ୍ଗୀର ଗାନ୍ଧୀନଗର ପଡା ର ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ସୋନପୁର ସ୍ଥିତ ବ୍ଲକ ଛକ ନିକଟରେ ରହୁଥିବା ପୋଲିସ ସୂଚନା ଦେଇଛି l ପୂର୍ବରୁ ମଧ୍ୟ ଉକ୍ତ ଅସାମାଜିକ ବ୍ୟକ୍ତି ଙ୍କ ନାମ ରେ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଅତୀତ ରେ ବଲାଙ୍ଗୀର ଜେଲ ଯାଇଥିବା ଜଣାପଡିଛି l ଏ ଟି ଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ସାବଧାନ ଅବଲମ୍ବନ କରିବା ସହିତ ସତର୍କ ହେବା ନେଇ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଟିଟିଲାଗଡ଼ ପୋଲିସ ତରଫରୁ ଅନୁରୋଧ କରାଯଇଛି l
ଏଟିଏମ ଭିତରେ ଛୁରୀ ଦେଖାଇ ଟଙ୍କା ଲୁଟ.. ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ... ଏଟିଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ଲୁଟ ଅଭିଯୋଗ ଯୁବକ ଗିରପ ଟିଟିଲାଗଡ଼... ଟିଟିଲାଗଡ଼ ସହର ର ଏସ ବି ଆଇ ଶାଖା ର ଏକ ଏ ଟି ଏମ କାଉଣ୍ଟର ରୁ ଜନୈକ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ବିଶ୍ୱଜିତ ଦାଶ ନାମକ ବ୍ୟକ୍ତି ଜଣକ ଏ ଟି ଏମ କାଉଣ୍ଟର ରୁ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଏକ ଛୁରୀ ଦେଖାଇ ଭୟଭୀତ କରି ଟଙ୍କା ଲୁଟ କରି ଫେରାର ମାରିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଏହାର ନେତୃତ୍ୱ ସବ ଇନ୍ସପେକ୍ଟର କିରଣ ଜାଣି ସମ୍ପୃକ୍ତ
ଲୁଟେରା ବିଶ୍ୱଜିତ ଦାଶ କୁ ଧରିବାରେ ସଫଳ ହେବା ସହ ଆସାମୀ ଠାରୁ ଏକ ଛୁରୀ ଏବଂ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି l ଆସାମୀ ଜଣକ ବଲାଙ୍ଗୀର ଗାନ୍ଧୀନଗର ପଡା ର ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ସୋନପୁର ସ୍ଥିତ ବ୍ଲକ ଛକ ନିକଟରେ ରହୁଥିବା ପୋଲିସ ସୂଚନା ଦେଇଛି l ପୂର୍ବରୁ ମଧ୍ୟ ଉକ୍ତ ଅସାମାଜିକ ବ୍ୟକ୍ତି ଙ୍କ ନାମ ରେ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଅତୀତ ରେ ବଲାଙ୍ଗୀର ଜେଲ ଯାଇଥିବା ଜଣାପଡିଛି l ଏ ଟି ଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ସାବଧାନ ଅବଲମ୍ବନ କରିବା ସହିତ ସତର୍କ ହେବା ନେଇ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଟିଟିଲାଗଡ଼ ପୋଲିସ ତରଫରୁ ଅନୁରୋଧ କରାଯଇଛି l
- Gourishankar Chhatarବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା😡1 day ago
- puni dakila Islamabad1
- Post by Sonepur news khulasa1
- Post by SonepurSambad1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ଆଜି ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟିକିରି ହନୁମାନ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼1
- Post by SonepurSambad1
- Post by Sonepur news khulasa1
- ସୁବର୍ଣ୍ଣପୁର: ବିପୁଳ ପରିମାଣର ଗଞ୍ଜେଇ ଜବତ ପୁଲିସ ବିଭାଗର ବଡ ବଡ ଅଧିକାରୀଙ୍କ ଗେହ୍ଲାପୁଅ ସାଜିଥିବା ଫାର୍ମ ହାଉସ ମାଲିକ ଚକ୍ର ପାତ୍ରଙ୍କ ଗଞ୍ଜେଇ ଡିପୋ ଉପରେ ଆଜି ପୁଲିସ ରେଡ୍ କରିଛି।1