Shuru
Apke Nagar Ki App…
ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ମେରାମଣ୍ଡଳୀର ୩ ଖେଳାଳି। ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ରାଜସ୍ଥାନରେ ଖେଳାଯାଉଥିବା ଏହି ଚାମ୍ପିୟନସିପରେ ଶାନ୍ତନୁ ବେହେରା, କାଙ୍କ୍ଷା ବେହେରା ଓ ସୌମ୍ୟରଞ୍ଜନ ସାମଲ ଓଡ଼ିଶା ଟିମ୍ ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ମେରାମଣ୍ଡଳୀରେ ଆୟୋଜିତ କ୍ରୀଡ଼ା କାର୍ଯ୍ୟକ୍ରମରେ ଏହି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି I ଏହି ଖେଳାଳିଙ୍କ ନିୟମିତ ଅଭ୍ୟାସ, ଶୃଙ୍ଖଳିତ ଆଚରଣ ଓ କୋଟ୍ ଏବଂ ସହଯୋଗୀ ଷ୍ଟାଫଙ୍କ ମାର୍ଗଦର୍ଶନରେ ଯୋଗୁ ମେରାମଣ୍ଡଳୀର ୩ ଖେଳାଳି ଓଡ଼ିଶା ଟିମ୍ ରେ ସାମିଲ ହୋଇପାରିଛନ୍ତି । #Dhenkanalshuru
Tapasdas

More news from Khordha and nearby areas
- OMAN AND INDIA RELATIONSHIP1
- Jay Jagannath 🙏1
- ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia1
- Post by Hemendra Hembram6
- ଆନୱାଲ କାର୍ଯ୍ୟକ୍ରମ ପଧାନପାଟ ଦେବଗଡ଼1
- ମୋବାଇଲ ଚୋରକୁ ଲୋକେ ଧରି ଜିମା ଦେଲେ ପୋଲିସ ହାତେ ।1
- ବୌଦ୍ଧରେ ମହିଳା ସକ୍ଷୀ ନିଯୁକ୍ତି, କିଏ ହେଲେ ଶୁଣନ୍ତୁ I @ranjankumardash1
- Post by Banshidhar Bemal1
- ନେସନାଲ ହରେଲ୍ଡ ମିଛ ମାମଲା ରେ ଦିଲ୍ଲୀ ଅଦାଲତ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କ୍ଲିନ୍ ଚିଟ୍ ଦେବାପରେ, କଂଗେସ ଦଳର ନୈତିକ ବିଜୟ ହୋଇଛି,, ବିଜେପି ର ଏହି ମିଛ ମାମଲା ଓ ଚକ୍ରାନ୍ତ ବିରୋଧରେ କଂଗ୍ରେସ ଦଳ ବାରିପଦା ବିଜେପି ର କାର୍ଯ୍ୟ।ଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରିଛି।1